Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଅଂତ୍ୟାହୁତି ପରେ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅବକ୍ଷୟ ଓ ଅଭିବୃଦ୍ଧି ଭାଷାରେ ଚଳେ ନିରବଧି ଅଯଥା ସୀମା କି ପରିଧି ପାରେନି କେବେ ଭାଷା ବାଂଧି ପରିବର୍ତନ ଘନଘନ ଯେହେତୁ ଭାଷାର ଲକ୍ଷଣ ବୃଦ୍ଧି ହେଉ କି ହେଉ କ୍ଷୟ ନୁହେ ବିଜୟ, ପରାଜୟ ଲୋକଂକ ସହ ହୋଇ ଯୋଡ଼ି ଭାଷା…

ଆଶା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ମନୁଷ୍ୟ ଜୀବନର ଅଙ୍କାବଙ୍କା ନଈରେ ବହୁତ କିଛି ଆଶା କରେ । ସବୁ ଆଶା କେବେ ପୂର୍ଣ୍ଣ ହୁଏ ନାହିଁ । କେତେ ଆଶା ଆଶାରେ ରହିଯାଏ । କେତେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିବା ଆଶା ପୂର୍ଣ୍ଣ ହୁଏ । ଆଶା ହେଉଛି ଏକ ଜହ୍ନରାତି । ଆଶା ଅଶିଣ…

ଭାଷା ଭାଗବତ : ପଣ୍ୟ ପୁସ୍ତକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯଂତ୍ର ପରି କଲେ ଲିଖନ ହାତକୁ ଆସିଥାଏ ଧନ ଲକ୍ଷ୍ମୀଂକ ପ୍ରଧାନ ପୂଜକ ବୋଲାଂତି ବିଶିଷ୍ଟ ଲେଖକ କୁଟୀରବାସୀ ହେଲେ କବି ପାରେ ସଂସାର କଥା ଭାବି ଥିଲେ ହେଁ ଅସଂଖ୍ୟ ପ୍ରମାଣ ଲୋକେ କରଂତି ପ୍ରତ୍ୟାଖ୍ୟାନ ଅଭ୍ୟାସ-ଚାଳିତ…

କବିତା : ଜୀବନ ସଙ୍ଗୀତ

ବିନୋଦିନୀ ଦାଶ ଗାଉଥାଏ ନିତି ଏ ମଣିଷ ଜାତି ତା'ର ଜୀବନ ସଙ୍ଗୀତ ସୁଖଦୁଃଖ ବୋଳା ଲହରୀର ମାଳା ହୃଦୟକୁ ହିଲ୍ଲୋଳିତ ସମ ବିଷମ ଗତି ଜନମୁ ମରଣ ତାଳ ଭିନ୍ନ ଭିନ୍ନ ଦେଇ ଚାଲଇ ନିୟତି ସେଠୁ ଲଭଇ ତୃପ୍ତି ଅତୃପ୍ତି । ବୁଝିଥାଏ ମନ ମାଟିଦେହ ଲୀନ ହୋଇବ ଦିନେ ମାଟିରେ ତଥାପି ଲୋଭରେ…

ଭାଷା ଭାଗବତ : ଦେଶୋନ୍ନୟନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯାହାକୁ କରିବ ବିରୋଧ ସେ ହେବ ଅଧିକ ସମୃଦ୍ଧ ଧନୀକୁ ବିରୋଧ କରିବ ସେ କେବେ ହେବନି ଗରିବ ଜ୍ଞାନୀଂକୁ କରିଲେ ବିରୋଧ ହୁଅଂତି ନିଶ୍ଚିଂତ ପ୍ରବୁଦ୍ଧ ଏହା ତ ଜନମନସ୍ତତ୍ତ୍ବ ହୋଇସାରିଛି ପ୍ରମାଣିତ ଈର୍ଷାଳୁ କରିଲେ ବିରୋଧ…

କବିତା : ଦେବୀମୁଖା

ରାଜ କିଶୋର ଦାସ ନିଦ ଭାଙ୍ଗିଗଲା ମାତ୍ରେ ତୁ ମୋ ପାଖରେ ଥାଉ, ଦୁଆରରେ କର ମାରିବାର ତୋ’- ଧୀର ଓ ମଧୁର ଶବ୍ଦ ତରଙ୍ଗାୟିତ ହେଇଯାଇଥାଏ ବନରେ, ପରଦା ଆଡ଼େଇ ଆସିଥାଉ ଯେ ଦୋହଲୁ ଥାଏ ଭିତର ବାହାର । ଦେହରୁ ତୋ’ ଉକୁଟୁ ଥିବା ମହମହ ବାସ୍ନାରେ ବିଭୋର, ଝରକା ଖୋଲି ଚାହିଁଦେଲେ…

ଭାଷା ଭାଗବତ : ଭାଷା ମାନସିକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜଣେ ଶିଖିଲେ ଗୋଟେ ଭାଷା ତା'ର ସ୍ମୃତିରେ ବାଂଧେ ବସା ଭାଷା ହୁଏନି ମନୁ ଖେଦି ମର୍ମକୁ ଯାଇଥାଏ ଭେଦି ସ୍ମୃତିରୁ ଭାଷା ଉନ୍ମୂଳନ ପ୍ରୟାସ ହୁଏ ଅକାରଣ କରୁଁ ନ କରୁଁ ବ୍ୟବହାର ସ୍ମୃତିରେ ରହେ ନିରଂତର କଥା କହୁଁ କି…

କବିତା : ଆବିର୍ଭୁତା

ରାଜଲକ୍ଷ୍ମୀ ତ୍ରିପାଠୀ ସେ ଭାରି ନିଜର ଲାଗନ୍ତି କହିହୁଏ ମନଖୋଲି ସବୁ ନୀରବରେ ଶୁଣନ୍ତି ସିଏ ତାଙ୍କ ମୃଦୁ ହସର ଅସଂଖ୍ୟ ଦ୍ୟୁତି ରେ ଝଲସି ଉଠେ କାନ୍ଥ ବାଡ଼ ମଣ୍ଡପ ଆସର ମନ୍ଦିରର ସାନ ବେଢା ଭିତର ଅଳପ ଓ ନିବୁଜ ଯାଗାରେ ଆବିର୍ଭୁତା ଦେବୀ । ସିଡ଼ି ଚଢ଼ୁଥିବା ମଣିଷ କିଏ…

ଭାଷା ଭାଗବତ : ବ୍ୟକ୍ତିତ୍ୱ ଅନେକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମିଳେନି କାନମୋଡ଼ା, ବିଧା ତେବେ ବି କାହିଁ ଅସୁବିଧା ? ଯେ ଯାହା ପାରୁଁ, ତାହା ଲେଖୁଁ ନିଜେ ହିଁ ନିଜଠାରୁ ଶିଖୁଁ ସମାଜ ତା ବାଟରେ ଯାଏ କାହାକୁ ବାଟ ନ ବତାଏ ଏକାକୀ ହୋଇ, ଦେଲେ ଲେଖି ଯେ କେହି ହୋଇପାରେ ସୁଖୀ ଲୋକଂକ…

ପଢ଼ିବା ପାଇଁ ଆଗ୍ରହୀ ନହେଲେ ଲେଖିବା ସମ୍ଭବ ନୁହେଁ : ଲିପିକା ମିଶ୍ର

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ଲିପିକା ମିଶ୍ର । ଗଳ୍ପ, କବିତା, ନାଟକ ରଚନା ଓ ଅନୁସୃଜନ ସହ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । ଅଧ୍ୟାପିକା ଭାବରେ ଛାତ୍ର ଛାତ୍ରୀଙ୍କ ଯେତିକି ପ୍ରିୟ ଜଣେ ସାଙ୍ଗଠିକା…