Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ପ୍ରସଂଗ ହେଉ ଆଲୋଚିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ 'ତୃଷ୍ଣାର୍ତ ଆଉ ପିପାସାର୍ତ ' କି ' ତୃଷାର୍ତ୍ତ ଆଉ ପିପାସାର୍ତ୍ତ ' କିପରି ଲେଖିବା ଉଚିତ ? ଏଣିକି ହେଉ ଆଲୋଚିତ ଥରଟେ କରିଲେ ବିଚାର ଲିପିରେ ଘଟିବ ସଂସ୍କାର ର୍ତ୍ତ ଦେଖିଲେ ସୁଦ୍ଧା ଆଖି ର୍‌ତ୍ତ କେହି କହଂତି କି ?…

ଉଛୁଳି ପଡ଼ିଲେ

ଶ୍ରୀମାନ ସର୍ବଗିଳାଙ୍କ ‘ଲଘୁକଥା’ ଗୋଟାଏ କଥା ମନେପଡୁଛି, ଇଚ୍ଛା ହେଲା କହିବାକୁ ତେଣୁ କହୁଛି । ଜଣେ ସାଧୁ ଜଙ୍ଗଲରେ କୁଟୀର ନିର୍ମାଣକରି ତପସ୍ୟା କରୁଥିଲେ । କମ୍ବଳ, କମଣ୍ଡଳୁ, କୌପୁନି ଛଡ଼ା ଆଉ ସେମିତି କିଛି ସମ୍ବଳ ନଥିଲା -ତାଙ୍କର । ବିନା ବାସନରେ ପତରରେ ଖାଇ ଫିଙ୍ଗିଦେଉଥିଲେ ।…

କବିତା : ସ୍ମୃତି

ପ୍ରଲିପ୍ତା ଛୋଟରାୟ ସ୍ମୃତି କଣ? ଦୁଇ ବୁନ୍ଦା ଲୁହ ଚେନାଏ ହସ ! ସ୍ମୃତି ହୋଇପାରେ କି ସମ୍ଭାବ୍ୟ ସମ୍ପର୍କ? ପ୍ରତିଟି ମୁହୂର୍ତ୍ତର ? କାଲିର କୁହୁଡିଆ ଅନ୍ଧାର ଯେ ଆଜି ମୃଦୁ ମଳୟ, କାଲିକୁ ପୁଣି ଏକ ନିଦାଘର ସଜ୍ଜଳ ବନ୍ଦାପନା ପ୍ରକୃତି କେଡ଼େ ଅସ୍ଥିର ସତେ!…

ଭାଷା ଭାଗବତ : ନେତା-ବାଣୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯାହା ମୋ ତୁଂଡର ବଚନ ତାହା ହିଁ ଅଟେ ସୁଶାସନ ମାନୁଛ ଅଥବା ନ ମାନ ଭିନ୍ନ ଦଳର ନେତାଗଣ ଜନତା କଲା ମୋତେ ନେତା ଶୁଣି ମାନୁଛି ମୋର କଥା ସ୍ବଦେଶ କରୁଛି ଉନ୍ନତି ସଭିଏଁ ସ୍ପଷ୍ଟ ଦେଖୁଛଂତି ବିରୋଧ ନିମଂତେ ବିରୋଧ କରିଲେ…

ରମାଦେବୀ ବିଶ୍ୱ ବିଦ୍ୟାଳୟରେ ‘ସ୍ମୃତିରେ ଜୟନ୍ତ ମହାପାତ୍ର’ ଆୟୋଜିତ

ଭୁବନେଶ୍ୱର : ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବିଶିଷ୍ଟ କବି ସ୍ଵର୍ଗତଃ ଜୟନ୍ତ ମହାପାତ୍ରଙ୍କ ସ୍ମୃତିରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗରେ ବିଭାଗୀୟ ମୁଖ୍ୟ ମନୀଷା ମିଶ୍ରଙ୍କ ତତ୍ୱାବଧାନରେ ସ୍ବର୍ଗତଃ ମହାପାତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ "ସ୍ମୃତିରେ ଜୟନ୍ତ…

ପୁସ୍ତକ ପରିଚୟ : ଏମିଲିଆ ଫର୍ଣ୍ଣାଡେଜ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ଲେଖକ : କୁଳମଣି ଷଡ଼ଙ୍ଗୀଙ୍କ ମେଘାଳୟ ଅନୁଭୂତି "ଏମିଲିଆ ଫର୍ଣ୍ଣାଡେଜ" ପ୍ରକାଶକ ‐ ଶାନ୍ତିସେନା ପବ୍ଲିକେଶନ ମୂଲ୍ୟ ‐ ଟ୧୭୫/- ମାତ୍ର ! ଖୁବ୍ କମ୍ ସମୟ ମଧ୍ୟରେ ଓଡିଆ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ବିଂଶାଧିକ ଗ୍ରନ୍ଥ ଭେଟି…

କବିତା : ସବୁଠି ବେଦୀ ସବୁଠି ଦେବୀ

ସତ୍ୟନାରାୟଣ ଗନ୍ତାୟତ ସବୁଠି ବେଦୀ ସବୁଠି ଦେବୀ ହୃଦୟର ବେଦୀ କିନ୍ତୁ ଶୂନ୍ୟ ବାହାରେ ପୂଜିଲେ ଯେତେ ଆଡମ୍ବରେ ଶୂନ୍ୟ ହୃଦୟ କି ହୋଇଥାଏ ପୂର୍ଣ୍ଣ ? ଶରତ ଆକାଶ ଦିଶଇ ତୋଫା ଆଉ ତୋରା ତା' ତଳେ କି ଅସ୍ୱଚ୍ଛ ଲାଗେ ଆମ ଏଇ ଧରା ନିରିମଳ କଲେ ସିନା ଆମରି ମନକୁ ଉଭା ହେବେ ମାଆ ଆସି…

ଭାଷା ଭାଗବତ : ମନ-ପାଠକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମନ-ପାଠକ ନାହିଁ କେହି ପଢ଼େ ଅକ୍ଷର-ଭରା ବହି କାହା ମନରେ ଥାଏ କ'ଣ କରିପାରେନି ଅନୁମାନ ବ୍ୟକ୍ତିର ବାଣୀ, ଆଚରଣ ସୂଚାଏ କିପରି ତା ମନ କେହି ତ ନୋହୁଁ ଅଂତର୍ଯାମୀ ମନ ମଧ୍ୟେ ପାରିବା ଭ୍ରମି ଶୃଂଖଳା-ବିହୀନ ସାହିତ୍ୟ…

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବଙ୍କ ଦିନିକିଆ ମୟୂରଭଞ୍ଜ ଗସ୍ତ, ଛଉ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର କଲେ ଅନୁଧ୍ୟାନ

ମୟୂରଭଞ୍ଜ: ଦିନିକିଆ ମୟୂରଭଞ୍ଜ ଗସ୍ତରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ନିଆରା ପ୍ରୟାସରେ ମୟୂରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ଦୀର୍ଘ ଆଠ ମାସ ଧରି ବାରିପଦାସ୍ଥିତ ସଂସ୍କୃତି…

କବିତା : ଦେବୀ

ବନ୍ଦନା ପଣ୍ଡା  ଧରା ପରେ ଏ କାହା ପାଦର ଅମୃତମୟୀ ସ୍ପର୍ଶ ପବନରେ ପ୍ରବାହିତ ସୁଗନ୍ଧର ମଧୁ , ଆକାଶରୁ ଝରିପଡେ ଅବାରିତ ଅମୃତ ଆଶିଷ କାଶତାଣ୍ଡୀର କୋମଳ ଆବାହନ ଗଙ୍ଗଶିଉଳୀର ପାଦପଦ୍ମ ଆଲିଙ୍ଗନ ସତେ ଅବା କେଉଁ ଚିତ୍ରକରର ସ୍ୱର୍ଗୀୟ ଜୀବନ୍ତ ସ୍ୱପ୍ନ ଚିରନ୍ତନ !!! ଶରତର ଉଆସରେ ଦେବୀ…