Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଜୀବନର ସାକ୍ଷୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମୋ ମନେ ଥାଏ ଯେଉଁ ଚିଂତା ମୁଁ କରେଁ ତାହାକୁ କବିତା ସେ କରେ ଗପ କିଂବା ଗାଥା ସୁଧୁରେ ଭାଷାର ଅବସ୍ଥା ଚିଂତାକୁ କରିଦେଲେ କଥା ଶୁଣିବା ଲୋକ ପାଏ ବ୍ୟଥା ଭଦ୍ରତା ରଖି ସିନା ଶୁଣେ କିଛି ରଖିପାରେନି ମନେ ଚିଂତାକୁ…

କବିତା : ମର୍ତ୍ତ୍ୟ

ରାମକୃଷ୍ଣ  କେଉଁଠି ସେ ପକ୍ଷୀର ବସା ମରୁନଦୀର ଶୁଖିଲା ମୁହାଣରେ ନା ଆଗ୍ନେୟଗିରି ଗର୍ଭର ବିପୁଳ ଶୂନ୍ୟସ୍ଥାନରେ ଧୂ ଧୂ ଖରା ଓ ଝଡ଼ ବର୍ଷାର ରାତିରେ ଭୟର ଅରଣ୍ୟ ପାରି ହେବା ବାଘ ପିଠିରେ ମୈଥୁନର ଚିତ୍ର ଆଙ୍କିବା ନିଜକୁ ଚିହ୍ନିବାର କେବଳ ଗୋଟେ ଗୋଟେ ସଙ୍କେତ ଠିକ୍ ବେଳରେ…

ଭାଷା ଭାଗବତ : ପାଠ ସଂପାଦନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲିଖିତ ପାଠ ସଂପାଦନ ପୂର୍ବରୁ କରିଲେ ମୁଦ୍ରଣ ତହିଁର ବହୁବିଧ ତ୍ରୁଟି ପୃଷ୍ଠାରେ ଦିଶଇ ଉକୁଟି ତ୍ରୁଟି-ପୂରିତ ଛାପା ପାଠ ପହଂଚେ ପାଠକ ନିକଟ ଏପରି ତ୍ରୁଟିର ପ୍ରସାର ଭାଷା ପାଇଁ ଅହିତକର କରିଲେ ଆତ୍ମସଂଶୋଧନ…

ମାନବ କୈନ୍ଦ୍ରିକ ଜଗତୀକରଣ : ଜି-୨୦କୁ ଅନ୍ତିମ ସୋପାନରେ ପହଞ୍ଚାଇବା, କାହାକୁ ବାଦ୍ ଦେବା ନାହିଁ

ନରେନ୍ଦ୍ର ମୋଦୀ ‘ବସୁଧୈବ କୁଟୁମ୍ବକମ୍’- ଆମ ଭାରତୀୟ ସଂସ୍କୃତିର ଏହି ଦୁଇଟି ଶବ୍ଦରେ ଏକ ଗଭୀର ଦାର୍ଶନିକ ବିଚାର ସମାହିତ ହୋଇ ରହିଛି । ଏହାର ଅର୍ଥ ହେଉଛି, ‘ସାରା ବିଶ୍ୱ ଏକ ପରିବାର’। ଏହା ଏପରି ଏକ ସର୍ବବ୍ୟାପୀ ଦୃଷ୍ଟିକୋଣ ଯାହା ଆମକୁ ଏକ ସାର୍ବଜନୀନ ପରିବାର ଭାବେ ପ୍ରଗତି ହାସଲ…

ଅନୁବାଦ କବିତା : ଯାଇପାରେ, କିନ୍ତୁ କାହିଁକି ଯିବି !

ମୂଳ ବଙ୍ଗଳା : ଶକ୍ତି ଚଟ୍ଟୋପାଧ୍ୟାୟ ଭାବୁଛି, ବୁଲିପଡ଼ି ଫେରିଯିବାଟା ଭଲ ବିକଳ୍ପ ଏତେ କଳା ମୁଁ ମାଖିଛି ଏଇ ଦୁଇ ହାତରେ, ଏତେ କାଳ ଧରି କେବେ ହେଲେ ତୁମକୁ ନିଜର ବୋଲି ଭାବି ନାହିଁ ତୁମ ଭାବିବା ପରି। ଏବେ ରାତିରେ, ଗର୍ତ୍ତ ନିକଟରେ ଛିଡ଼ା ହେଲେ, ଜହ୍ନ ଡାକେ ଆସ, ଆସ, ଆସ…

ଦୃଷ୍ଟିକୋଣ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଜୀବନରେ ଶିକ୍ଷାର ସମାପ୍ତି ନାହିଁ । ଶିକ୍ଷା ନଦୀର ବାଲି ସଦୃଶ । ଆମେ ଯେତିକି ଶିକ୍ଷା ଗ୍ରହଣ କରିଛେ, ନଦୀର ଗୋଟିଏ ବାଲି । ଯିଏ କହେ ମୁଁ ସର୍ବଶାସ୍ତ୍ର ବିଶାରଦ । ତାହା ହେଉଛି ତାର ଅହଂକାର । କାଳିଦାସ କହିଥିଲେ "ବାଳାଦପି…

ଭାଷା ଭାଗବତ : ଲେଖାରେ ଅତ୍ୟୁକ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତ୍ୟୁକ୍ତି ବୋଲି ସୁଦ୍ଧା ଜାଣି ସେ କଥା କିଆଁ କହୁଁ ପୁଣି ଥରଟେ ନିଜକୁ ପଚାରୁଁ କ'ଣ କହିବା ସ୍ଥିର କରୁଁ ଅଯଥା ଶବ୍ଦ ଅପଚୟ କରିଲେ ଭାବ ହୁଏ କ୍ଷୟ ମାପିଚୁପି କହିଲେ କଥା ଧ୍ବନିରେ ରହେ ସାରବତ୍ତା ବକ୍ତବ୍ୟ କଲେ…

ବିଶେଷଣ (୨)

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ କ୍ରିୟା ବିଶେଷଣ: ଚଞ୍ଚଳ, ସଅଳ, ମନ୍ଦମନ୍ଦ, ମିଞ୍ଜିମିଞ୍ଜି, ହୁତୁହୁତୁ, ଘୁଘୁ, ଶୋଇଲା, ଚାଲିଲା । ଶୋଇଲା ପୁଅର ଭାଗନାହିଁ । ବିଶେଷ୍ୟ ବିଶେଷଣ ଅକ୍ଷର ଆକ୍ଷରିକ ଜନ୍ମ ଜନ୍ମିତ ଅଙ୍ଗ ଆଙ୍ଗିକ ଝଙ୍କାର ଝଙ୍କାରିତ ଅର୍ଥ ଆର୍ଥିକ ତେଲ…

କବିତା : ହେ କୃଷ୍ଣ

ନିରୁପମା ପତି ଶ୍ରୀକୃଷ୍ଣ ମାଧବ ଗୋବିନ୍ଦ କେଶବ ମଦନମୋହନ ବ୍ରଜ ଗୋସାଇଁ, ଧର୍ମ ସଂସ୍ଥାପକ ସତ୍ୟ ପ୍ରବର୍ତ୍ତକ ବ୍ୟାପ୍ତ ଚରାଚର ଜଗତ ସାଇଁ। ଭାଦ୍ରଅଷ୍ଟମୀରେ ଶୁଭ କୃଷ୍ଣ ପକ୍ଷେ ରୋହିଣୀ ନକ୍ଷତ୍ରେ ଜନମ ନେଲ, କଂସ କାରାଗାରେ ଅଷ୍ଟମ ଗର୍ଭରେ ଦେବକୀ ମାତାଙ୍କ କୋଳ ମଣ୍ଡିଲ।…

ଭାଷା ଭାଗବତ : ପାଠ ସଂପାଦନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲିଖିତ ପାଠ ସଂପାଦନ ପୂର୍ବରୁ କରିଲେ ମୁଦ୍ରଣ ତହିଁର ବହୁବିଧ ତ୍ରୁଟି ପୃଷ୍ଠାରେ ଦିଶଇ ଉକୁଟି ତ୍ରୁଟି-ପୂରିତ ଛାପା ପାଠ ପହଂଚେ ପାଠକ ନିକଟ ଏପରି ତ୍ରୁଟିର ପ୍ରସାର ଭାଷା ପାଇଁ ଅହିତକର କରିଲେ ଆତ୍ମସଂଶୋଧନ…