Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୫)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଯାତ୍ରାଟା ଆରାମଦାୟକ ଥିଲା ତ ପିଲାମାନେ? ଆଚ୍ଛା, ହଁ, ବୀରା, ତମ ଅଙ୍କଲ ଓ ଆଣ୍ଟିଙ୍କ ସହ ସୁରେଖା କଥା ହୋଇଥିଲା । ସେମାନେ ଏବେ ସିମ୍‌ଲାରେ ସପ୍ତାହେ ହେଲା ଛୁଟି ମନଉଛନ୍ତି । ଏ ଘଟଣା ବିଷୟରେ ଜାଣିବା ପରେ…

କବିତା : ପାଦଚିହ୍ନ

ରାଜ କିଶୋର ଦାସ  ପାଦକଥା କ’ଣ ବା କହିହେବ ଏକଥା ସତ୍ୟ ଯେ, ମୋଠୁ, ଆମଠୁ ତୁମେ ପାଦେ ଅଧିକା । ନଖ କୋଣରୁ ବୁହାଇ ପାର ନଈ ସମୁଦ୍ର ଉପରେ ଉପରେ ବେଶ୍ ପାଦଥାପି ଚାଲିପାର, ବହୁ ଚିତ୍ରବିଚିତ୍ରର ତଳିପା ! ଭୂମିରେ କେବେ ତୁମ ପାଦ ଲାଗିଛି ଜାଣେନା, ମୋ ଛାତି ସାରା କିନ୍ତୁ ବିଛେଇ…

ଭାଷା ଭାଗବତ : ଜିଇଁବା ନିତ୍ୟକର୍ମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂସାରେ ରହି ଅଛୁଁ ପଡ଼ି ଜିଇଁବା ଦେଇଅଛୁଁ ଛାଡ଼ି ଏଠି ସେଠି ସର୍ବଦା ଗଡ଼ି ପାରୁନୁ ବଢ଼ି କିଂବା ଉଡ଼ି ପବନ, ବର୍ଷା ଆସେ ମାଡ଼ି ତେବେ ବି ଚଳାଇଲେ ଗାଡ଼ି ଝଡ଼ରୁ ପାରିବା ମୁକୁଳି ସଂସାର ହେବ ପୂର୍ବ ଭଳି ହୋଇ ଝଡ଼ର…

ଅଭୁଲା ଗୀତ : ଭୁଲନା ଭୁଲନା ସଖୀ ଆରେ

ସଙ୍ଗୀତ : ଭୁବନ କିଶନ ଗାୟନ : କମଳା ଦେବୀ ଗୀତ : ମନୋଜ ଦାସ ଚଳଚ୍ଚିତ୍ର : ଭାଇଭାଇ, ୧୯୫୬ ଭୁଲନା ଭୁଲନା ସଖୀ ଆରେ ରାଖୀ ଦେଲି ତୋ ବାହୁ ’ପରେ ତୋ ବାହୁ ପରେ ଝଞ୍ଜା କେତେ ମତ୍ତ ବାଆ ଆସୁ ଯେତେ ବହିରେ ଘୂର୍ଣ୍ଣି ଜଳେ ନୌକା ତୋର ଚାଲୁ ସବୁ ସହିରେ ଜୀବନ ପଥେ ପଥେ…

ସମ୍ମାନ ଓ ସ୍ୱୀକୃତି ଲେଖକକୁ ଭଲ ଲେଖିବାକୁ ଉତ୍ସାହିତ କରେ : ସାଇଜ୍ୟୋତି ପ୍ରଧାନ

ସମକାଳୀନ ଓଡ଼ିଆ ସାହିତ୍ୟରେ ସାଇଜ୍ୟୋତି ପ୍ରଧାନ ଏକ ସଶ୍ରଦ୍ଧ ଉଚ୍ଚାରଣ  ତାଙ୍କ ଲେଖନୀ ନିଃସୃତ ପ୍ରତିଟି ଶବ୍ଦରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ । ଜୀବନ୍ତ ଲାଗେ ପ୍ରତିଟି କୃତି। ଓଡ଼ିଆ ସାହିତ୍ୟ ଜଗତରେ ଜଣେ ନିଷ୍ଠାପର…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସେମାନଙ୍କ ଉଡ଼ାଜାହାଜ ଦିଲ୍ଲୀରେ ପହଂଚିଲା ବେଳକୁ, ବୀରା ସିଟ୍‌ରେ ଥାଇ, ଝର୍କା ଦେଇ ବାହାରକୁ ଚାହିଁଲା । ରନ୍‌ୱେଟି ସିମେଚାର ଥିଲା, କିନ୍ତୁ ବୀରା ଏଠିକୁ ଆସିଥିବା ପ୍ରତ୍ୟେକ ଥରର ସ୍ମୃତିର ରଙ୍ଗ , ଏ ରନ୍‌ୱେ…

କବିତା : ଶ୍ରାବଣର ଶାମୁକାଏ ଶିହରଣ

ସୁଜାତା ମିଶ୍ର ମେଘମାଳାର ଲାସ୍ୟମୟୀ ଋତୁ ପିନ୍ଧି ନେଇଛି ସବୁଜ ଶିଫନ୍ ଶାଢ଼ୀ, ଲାଲ୍ ରେଶମୀ ସୂତାରେ କିଏ ଆଙ୍କିଛି ଫୁଲକରୀ ଏମ୍ବ୍ରୋଡରି .. ଠା ଠା କରି.., ପୁଳା ପୁଳା ରକ୍ତିମ ଶିହରଣରେ ପ୍ରକୃତିର ସାବଜା ପଣତ ଯାଇଛି ଭରି ..! ଶାଗୁଆ ଘାସର ଲାଲ୍ ପରୀ ଟୋପାଏ ଶ୍ରାବଣ…

ଭାଷା ଭାଗବତ : ବହି କିଣା, ବଂଟା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅସଂଖ୍ୟ ବହି କିଣା ହୋଇ ଗ୍ରଂଥାଗାରରେ ଥାଂତି ଶୋଇ ସେ ନିଦ ହୁଏ ଦୀର୍ଘସ୍ଥାୟୀ କେହି ନିଦ ଭାଂଗଂତିନାହିଁ ଆମ ପୁସ୍ତକପ୍ରେମୀଗଣ ସଭାରେ ଦେଲେ ହେଁ ଭାଷଣ ଶୁଣିବା ପାଇଁ ନାହିଁ କାନ ବୁଝିବା ଭଳି ନାହିଁ ମନ ଲେଖକ, କବି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୩)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା! ସିଆଡ଼େ କୁଆଡ଼େ ଯାଉଛ?” ପଛପଟୁ ରୋହାନ୍‌ର ଡାକରେ ବୀରା ତା' ଯନ୍ତ୍ରଣା ସିକ୍ତ ସ୍ମୃତି ରୋମନ୍ଥନରୁ ଫେରିଆସି ପଛକୁ ଚାହିଁଲା । ନିଜ ଭାବନାରେ ହଜିଯାଇ, ତାଙ୍କ ଟାକ୍ସି ଛିଡ଼ା ହୋଇଯିବା ସ୍ଥାନରୁ ସେ…

କବିତା : ବାପା

ସଞ୍ଜିତା ପ୍ରଧାନ  ବାପା ! ବ୍ରହ୍ମାଣ୍ଡର ଶ୍ରେଷ୍ଠ ଶବ୍ଦକୋଷ ସେଠି ଶବ୍ଦମାନେ ଯେତେଯେତେ କ୍ଲିଷ୍ଟ ଭାବାର୍ଥର ଗଭୀରତା ସେତେସେତେ ମିଷ୍ଟ । ସେଇ ଶବ୍ଦରେ ଗଢ଼ିହୁଏ ଅନେକ ଗପର ସହର କବିତାର ମନୋରମ ଗାଁ, ପଂକ୍ତିମାନେ ନିମିଷକେ ପାଲଟିଯାଆନ୍ତି ପ୍ରଜାପତି ଧାଡ଼ିସବୁ ମହୁମାଛି…