Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଫେରିବାର ଥାଏ ବୋଲି

ସୁନନ୍ଦା (ବି) ମହାପାତ୍ର  ଫେରିବାର ଥାଏ ବୋଲି ଫେରିବାକୁ ହୁଏ, ନହେଲେ,ଥରେ ଗଲେ କିଏ ଅବା ଫେରିବାକୁ ଚାହେଁ ! ଫେରିଲେ କି ଫେରିଆସେ ଯାହା ଚାହେଁ ମନ ? ମନାଏ କି କେହି ଭାଙ୍ଗି ଅଭିମାନ ? ଧାଏଁ କି ପଛେ କେହି ଭିଡ଼ି କି ଆଣେ କେହି ? ଅଳି କି କରେ କେହି ‘ଆସ ଫେରି ଆସ’…

ଭାଷା ଭାଗବତ : ସଂସ୍କୃତି ସଂରକ୍ଷଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ ଅସଲି କର୍ତବ୍ୟ ପାସୋରି ଦରକାରୀ କାମ ନ କରି ବାରଂବାର ଗଲେ ବି ହାରି ଦାୟିତ୍ୱ ରହୁନି କାହାରି ଅଜାଗାରେ କରି ଗୁହାରି ନିଜ କାମ ନିଜେ ନ କରି ରହିଛୁଁ ଯେହେତୁ ନିଷ୍କ୍ରିୟ ହେଉନି ମନେ ଜ୍ଞାନୋଦୟ ସଂସ୍କାର ଶିଖାଇବା ପାଇଁ…

ଓଡ଼ିଆ ଉପନ୍ୟାସ “ଯାଜ୍ଞସେନୀ”ର ସଂସ୍କୃତ ଅନୂଦିତ ପୁସ୍ତକ ଉନ୍ମୋଚିତ

ନୂଆଦିଲ୍ଲୀ: ଭାରତର ଇତିହାସରେ ଯାଜ୍ଞସେନୀ ଦ୍ରୌପଦୀ, ଅହଲ୍ୟା ଏବଂ ଶ୍ରବଣ କୁମାରଙ୍କ ଭଳି ଅନେକ ଚରିତ୍ର ଅଛନ୍ତି । ଏହି କଥାକୁ ନୂଆ ପୀଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆମର ବିଶ୍ୱବିଦ୍ୟାଳୟଗୁଡ଼ିକ ଉକ୍ତ ବିଷୟ ଉପରେ ଅନୁସନ୍ଧାନ ସହ ବାଖ୍ୟାନ କରିବା ପାଇଁ ଦାୟିତ୍ୱ ନେବାକୁ ଆହ୍ୱାନ…

ଲୋଭ କଳସ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଲୋଭ ଏପରି ଏକ ଶଦ୍ଦ ଯାହା ମଣିଷ କୁ ମୃତ୍ୟୁ ଆଡ଼କୁ ନେଇଯାଏ । ସତ୍ତ୍ୱ ଗୁଣରୁ ଜ୍ଞାନର ଉଦୟ ହୁଏ । ରଜୋଗୁଣରୁ ଲୋଭ ଏବଂ ତମୋଗୁଣରୁ ଅବହେଳା ଓ ଭ୍ରମ ଉତ୍ପନ୍ନ । ମନରେ କୌଣସି ବସ୍ତୁ ପ୍ରତି ଲୋଭ ଜନ୍ମିଲେ ତାକୁ ମାୟାବନ୍ଧନ ବୋଲାଯାଏ ।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୮)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ମାତ୍ର ଏଇ ଛଅ ସପ୍ତାହ ହେଲା ତୁମକୁ ଜାଣିଥିଲେ ବି ଲାଗୁଛି ତମକୁ ଯେମିତି ଆମେ ଅନେକ ବର୍ଷ ତଳୁ ଜାଣୁ । ତେଣୁ ମୋ'ର କହିବାର କଥା ହେଲା, ଯେ ତମେ ଯେବେ ବି ଆମ କାହାର ବି ସାହାଯ୍ୟ ଇଚ୍ଛା କର, ଆମେ ତମ ପାଖରେ…

କବିତା : ତୁମେ ଆସିବ ବୋଲି

ଡମ୍ବରୁଧର ବେହେରା ପ୍ରେମର ସରସ ଜଳେ ଅପେକ୍ଷା କରିଛି ମୁହଁ ଆଉ ଉଠରେ ହସର ଲିପିଷ୍ଟିକ୍ ମାଖି ଆଖିରେ ଆଖିଏ ସ୍ବପ୍ନ ନେଇ ସବୁଜ ଶାଢ଼ୀ ପିନ୍ଧି ମନ,ପ୍ରାଣ,ହୃଦୟରେ ଆଶାର ଦୀପାଳି ଜାଳି ପୂର୍ଣ୍ଣିମା ଜହ୍ନର ଆଲୁଅରେ ଯୁଗଳ ସାରସ ପରି ତୁମ ପ୍ରେମ ଓ ପ୍ରଣୟର ଜଳ ଶୂନ୍ୟ ଜଳଦର…

ଭାଷା ଭାଗବତ : ଜ୍ଞାନାଂଶ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷାଟେ ନ ହେଲେ ଲିଖିତ ତହିଁରେ ଭାବନା ରଚିତ ଅଥବା ସୂଚନା ସଂଚିତ ହୋଇପାରେନି ସ୍ବୟଂକୃତ ଭାଷାରେ ଥିଲେ ବି ସାହିତ୍ୟ ବିବିଧ ବିଷୟକ ଗ୍ରଂଥ ଯଦି ତା ହୁଏନି କଥିତ କାଳକ୍ରମେ ହୁଅଇ ମୃତ ଏହି ପ୍ରକ୍ରିୟା ଅନୁଯାୟୀ…

ସର୍ବନାମ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ବିଶେଷ୍ୟର ଅର୍ଥ ନାମ । ଏହି ନାମ ବା ବିଶେଷ୍ୟ ବଦଳରେ ଯେଉଁ ପଦ ବ୍ୟବହାର କରାଯାଏ ତାହା ସର୍ବନାମ । ‘ସର୍ବନାମ’ ସବୁରି ନାମ ଅର୍ଥରେ ବ୍ୟବହାର ହୁଏ । ବାକ୍ୟକୁ ସରଳ ଓ ସାବଲୀଳ କରିବା ପାଇଁ ସର୍ବନାମର ବ୍ୟବହାର କରାଯାଏ । ଆମେ କହିପାରିବା ଯେ,…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୭)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ପରିମଲ୍‌ଙ୍କ ଘରେ କାମ କରୁଥିବା ମୁନିୟା ପାଖାପାଖି ତିରିଶ ବର୍ଷ ବୟସ୍କା ଜଣେ ମହିଳା । ସାମ୍ନା ଦାନ୍ତ ଖୁବ୍ ବଡ଼ବଡ଼ ଏବଂ କ୍ଷୀଣ ଚିଁ ଚିଁଆ ସ୍ୱର । ରୋହାନ୍ ଏବଂ ସିଡ଼୍ ମଥାକୁ ଗେଲ କରି ଏବଂ ବୀରାକୁ ଆଶୀର୍ବାଦ…

କବିତା : ଡିମିରି ଫୁଲ

ରତ୍ନାକର ରାଉତ ଜୀଇଁ ରହିବା କ'ଣ ଜୀବନ ? ନନ୍ଦ ଦାସ ଭାବୁଛି ସମସ୍ତେ ଦେଖୁଛନ୍ତି ସେ ଜୀଇଁଛି ଜୀଇଁବା ଅର୍ଥ କଣ ଜୀବନକୁ ବଞ୍ଚିବା? ସେ ନିଜେ ଜାଣେ ସେ ମରି ସାରିଛି ଅନେକ ଆଗରୁ ଯେଉଁଦିନ ସେ ତାର ସ୍ବାଧୀନ ଅଭିବ୍ୟକ୍ତି ଓ ସ୍ଵାଧୀନ ଚେତା ମନକୁ ବନ୍ଧା ପକେଇ ପ୍ରତିଦାନରେ…