Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଶ୍ରୀ ଅପାରଗ ଉବାଚ

କାମଦେବ ମହାରଣା ପିଲାଦିନରୁ ହିଁ ଏମିତି ହିନସ୍ତା ମୁଁ। ନା ରୂପରେ ନା ଗୁଣରେ ନା ପାଠରେ ନା ଶାଠରେ ନା ମିଛରେ ମାହିର ନା ସତରେ ସୌଦାଗର ଏମିତି ଶବ୍ଦ ଯୋଡୁ ଯୋଡୁ ବାହାରି ପଡ଼େ ପଦେ ଅଧେ ତାକୁ କିଏ କହିବ କବିତା, ନା ମୁଁ କବି! ଏମିତି ଆସେନି ବୋଲି କିଛି ନିଦ ଏଡେଇ ଚାଲିଯାଏ…

ଭାଷା ଭାଗବତ : ଶିକ୍ଷା ନିରଂତର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆଗ ପୂରୁ ମୋ ଜ୍ଞାନ-କୁଂଭ ତା'ପରେ ହେବ କାର୍ଯାରଂଭ ହେବି କି ହେବିନାହିଁ ଗୁରୁ ଶିଷ୍ୟପଣ କେବେ ନ ସରୁ ସବୁବେଳେ ଶିଖିବି ଆଉ ଜୀବନ ମୋର ସରିଯାଉ ବଢ଼ୁଥାଉ ଜ୍ଞାନର ଭାଉ ଜ୍ଞାନାଂତ କେବେ ବି ନ ହେଉ ଦେଖାଇବି ଓ ଚଖାଇବି…

ଅଭୁଲା ଗୀତ : ବାରିଦରେ

ସଙ୍ଗୀତ : ବାଳକୃଷ୍ଣ ଦାଶ ଗାୟନ : ମହମ୍ମଦ୍ ସିକନ୍ଦର ଆଲାମ୍‌ ଗୀତ : ସାରଦା ପ୍ରସନ୍ନ ନାୟକ ଚଳଚ୍ଚିତ୍ର : ଲକ୍ଷ୍ମୀ, ୧୯୬୨ ବାରିଦରେ! ବାରିଦରେ! ଯା ନା ତୁ ନ ଯା’ ରେ ତା’ ପାଶେ ଯା’ ନା ବାରିଦରେ! ମରମ ବେଦନା ମରମେ ଗୁମରେ ପାଏନା ମୁଁ ଭାଷା କହିବାକୁ…

ଆତ୍ମସନ୍ତୋଷ ହିଁ ମୋର ସାହିତ୍ୟ ସର୍ଜନାର ପ୍ରେରଣା : ଦୀପିକା ଦାଶ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଦୀପିକା ଦାଶଙ୍କ ସହ ‘ସ୍ୱଳ୍ପ ଆଳାପ’…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସିଡ଼୍‌କୁ ଦେଖିବା ମାତ୍ରେ ରାଗିକି କହିଲା “ତୋର ଏମିତି ଛୁଆଳିଆ ଓ ଅପରିପକ୍ୱ ବ୍ୟବହାର କ'ଣ ପାଇଁ ଶୁଣେ!” । “ପ୍ଲିଜ୍‌, ମୋ' କଥା ଟିକେ ଆଗ ଶୁଣ ବ୍ରୋ! ତମେ ଜାଣ ଗୋଟେ ରକ୍‌ଷ୍ଟାର ହେବା ପାଇଁ ମୋ' ଭିତରେ…

କବିତା : ମାଟିଘୋଡ଼ା

ଗଦାଧର ସାହୁ  ମାଟି ପୋଡି ମାଟି ଘୋଡା ଗଢ଼ିଥିଲି ସେନେହ ମମତା ଭରି, ଘୋଡା ଭାଙ୍ଗିଗଲା ହୃଦୟ ଭାଙ୍ଗିଲା ଘୋଡା ନଆସିଲା ଫେରି । ରକ୍ତ ମାଂସ ହାଡ ଶରୀର କାନ୍ଦିଲା ମାଟି ପୋଡା ଘୋଡା ପାଇଁ, ରକ୍ତ ମାଂସ ହାଡ ଘୋଡାର ନଥିଲା ମନ କାନ୍ଦି ଝୁରୁଥାଇ । ସେନେହ ମମତା ଯହିଁ…

ଭାଷା ଭାଗବତ : ପକ୍ଷୀଂକର ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପକ୍ଷୀର ଭାଷା ଆନୁଗତ୍ୟ ହୁଏନି କେବେ ବିଚଳିତ କେକା, କୁହୁ ଆଉ କାକଳି କେବେ ନ ଯାଆଂତି ବଦଳି ପକ୍ଷୀ ତ ବିଶ୍ବ-ପର୍ଯଟକ ସବୁଠି ରଖେ ଭାଷା ଟେକ ଚିଁଚାଁ, କାଆକାଆ ଓ କୁହୁ ଯାହା ଯେମିତି ହୋଇଥାଉ ସବୁଠି ଚଳାଇ ତା ଭାଷା…

ଅନୁବାଦ କବିତା : ଏକ ଅ-ପ୍ରେମିକ ପାଇଁ

ମୂଳ ବାଂଲା : ତସଲିମା ନାସରିନ ତୁମେ ଏଇ ସହରରେ ରହିବ କାମ ଅକାମରେ ଏଠାକୁ ସେଠାକୁ ଦୌଡ଼ିବ ଅବସର ପାଇଲେ କେଉଁଠି ଆଡ୍ଡା ମାରିବ ମଦ ପିଇବ, ତୁମୁଳ ହଇଚଇ କରିବ ରାତି ଶୋଇ ପଡ଼ିବ ତୁମେ ଶୋଇବନି । କେତେବେଳେ ଖାଲି ସମୟ ମିଳିଲେ ଏଘର ସେଘର ହେବ ଖାଇବା ଲାଗି, ଖେଳିବା ଲାଗି କିଏ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୦)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ହେଇ, ଦୟାକରି ଅନ୍ତତଃ ଆଜି ଦିନଟା ତମେ ଦୁହେଁ ମତେ ହତାଶ କଲାଭଳିଆ କଥାବାର୍ତ୍ତା ନକଲେ ଚଳନ୍ତାନି? ମୋ' ଖୁସିବାସିଆ ମୁଡ଼୍‌ଟାକୁ ଆଜି ତମେ ବିଗାଡ଼ି ଦେଉଛ!” ଗୋଟେ ନାଟକୀୟ ଶୈଳୀରେ ମୁଣ୍ଡ ଉପରେ ଦି’ହାତ ରଖି…

ଭାଷା ଭାଗବତ : ବ୍ୟଥାହତ ବ୍ୟକ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ' ତର୍କରେ ହୋଇଲେ ବିଜୟୀ ଚଳିଲେ ନିଜ ଅନୁଯାୟୀ ସଂପର୍କ ହୁଏନାହିଁ ସ୍ଥାୟୀ ତର୍କଶୀଳ ହିଁ ହୁଏ ଦାୟୀ ବିଶ୍ବାସ-ନିର୍ଭର ସଂପର୍କ ପାଇଁ ଅଲୋଡ଼ା ଯୁକ୍ତିତର୍କ ଏତିକି ବୁଝିଗଲେ ଜଣେ ନିଜ ଇଚ୍ଛାକୁ ତୁଚ୍ଛ ମଣେ ସ୍ବେଚ୍ଛାଚାଳିତ…