Latest Odisha News

BREAKING NEWS

Browsing Category

ପୁସ୍ତକ ପରିଚୟ

ପୁସ୍ତକ ପରିଚୟ : ସୃଷ୍ଟି ସୁରକ୍ଷା ସୂତ୍ର

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ପ୍ରବନ୍ଧ ସଙ୍କଳନ : ସୃଷ୍ଟି ସୁରକ୍ଷା ସୂତ୍ର ଲେଖକ :ଶ୍ରୀବତ୍ସ ପ୍ରଧାନ ପୃଷ୍ଠା ‐ ୨୦୮, ମୂଲ୍ୟ ଟ୨୪୦ ମାତ୍ର ଓଡ଼ିଶାର ସୁପରିଚିତ ଗାଳ୍ପିକ, ପ୍ରାବନ୍ଧିକ ତଥା କବି ଚନ୍ଦ୍ରଶେଖର ରଥ ଏକ ସାକ୍ଷାତକାରରେ କହିଥିଲେ ଯେ ସାହିତ୍ୟିକର ପ୍ରଥମ ଓ…

ପୁସ୍ତକ ପରିଚୟ : ଆର୍ଯ୍ୟ ଜାତିର ଇତିହାସ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ଆର୍ଯ୍ୟ ଜାତିର ଇତିହାସ ସୁରେନ୍ଦ୍ର କୁମାର ମିଶ୍ର, ପୁରୀ ପ୍ରକାଶକ ‐ ଏସ୍. ବି. ପବ୍ଲିକେଶନ, କଟକ ଭାରତର ଇତିହାସ ଯେବେଠୁ ବିଦେଶୀ ଐତିହାସିକମାନଙ୍କ ଦ୍ବାରା ଲିପିବଦ୍ଧ ହେଲା ସେବେଠୁ ଗୁଡାଏ ଅନାବଶ୍ୟକ ବିଭ୍ରାନ୍ତିକର ତଥ୍ୟ ଆମକୁ ଘୋଷାଇ…

ପୁସ୍ତକ ପରିଚୟ : ସ୍ମୃତିରୁ ସାଉଁଟା ଫୁଲ

କବିତା ସଙ୍କଳନ : ସ୍ମୃତିରୁ ସାଉଁଟା ଫୁଲ କବି : ପଦ୍ମଲୋଚନ ସାହୁ ପ୍ରକାଶକ : ଲିପିକା , ଜଟଣୀ ପୃଷ୍ଠା : ୧୧୨ ମୂଲ୍ୟ : ୧୫୦ ପ୍ରେମ ଏକ ଏକାନ୍ତ ଅନୁଭବ । ଶରୀର, ମନ ଓ ଆତ୍ମାକୁ ଶିହରେଇ ପାରେ,  ଆଖିରେ ଲୁହ ବି ଆଣିପାରେ , ତମାମ ଦୁଃଖ ଭିତରେ ଚେନାଏ ସୁଖ ବି ଅନୁଭବି ପାରେ।…

ପୁସ୍ତକ ପରିଚୟ : ନୀଳ ଅନୁରାଗ

କବିତା ସଙ୍କଳନ : ନୀଳ ଅନୁରାଗ କବି : କୃଷ୍ଣଚନ୍ଦ୍ର ମହଲା ପ୍ରକାଶକ : ମାରୁତି ପ୍ରିଣ୍ଟେକ୍ ଇଣ୍ଡଷ୍ଟ୍ରି ପୃଷ୍ଠା : ୧୫୮ ମୂଲ୍ୟ : ୧୫୦ ଓଡ଼ିଆ ସାହିତ୍ୟର କବିତା ବିଭାଗରେ କୃଷ୍ଣଚନ୍ଦ୍ର ମହଲା ଏକ ନିଆରା ଶବ୍ଦ ଶିଳ୍ପୀ। ତାଙ୍କ ଅସ୍ପଷ୍ଟ ଉଚ୍ଚାରଣକୁ ସେ କବିତା ମାଧ୍ୟମରେ…

ପୁସ୍ତକ ପରିଚୟ : ସରିଯାଇଥିବା ଋତୁ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ଉପନ୍ୟାସ : ସରିଯାଇଥିବା ଋତୁ ଔପନ୍ୟାସିକ : ବିଜୟ ପ୍ରଧାନ, ପ୍ରକାଶକ ‐ ସାହିତ୍ୟ ଶ୍ବେତପଦ୍ମା, ଭୁବନେଶ୍ବର ପୃଷ୍ଠା ‐ ୨୦୮, ମୂଲ୍ୟ ‐ ଟ୨୩୦/- ସାହିତ୍ୟରେ ଉପନ୍ୟାସର ସ୍ଥାନ ସର୍ବଦା ସ୍ବତନ୍ତ୍ର । ଚରିତ୍ର ଓ ଘଟଣା ଗଢିବାକୁ ଏଠି ପର୍ଯ୍ୟାପ୍ତ…

ପୁସ୍ତକ ପରିଚୟ : କାକଳି

କବୀ ମନୋରମା ମିଶ୍ରଙ୍କ "କାକଳି" ଏକ ବିହଙ୍ଗମ ଦୃଷ୍ଟି ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା କବିତା ସଙ୍କଳନ : କାକଳି  କବୀ : ମନୋରମା ମିଶ୍ର ପ୍ରକାଶକ ‐ ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦ, ଭୁବନେଶ୍ବର ପୃଷ୍ଠା ‐ ୯୪, ମୂଲ୍ୟ ‐ ଟ୧୦୦/ ମନୁଷ୍ୟ କେତେ ବସ୍ତୁବାଦୀ ଯେ ଆଖି ଆଗରେ…

ପୁସ୍ତକ ପରିଚୟ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ଶ୍ରୀମନ୍ଦିର ରତ୍ନ ଭଣ୍ଡାର  ସମ୍ପାଦନା ‐ ପ୍ରଫେସର ସୁରେନ୍ଦ୍ର ନାଥ ଦାଶ, ରତନପୁର, ଶ୍ରୀଜଗନ୍ନାଥ ଧର୍ମ, ସଂସ୍କୃତି, ଚେତନା ଓ ଦର୍ଶନର ଅନନ୍ୟ ରୂପକାର ହେଲେ ସୁରେନ୍ଦ୍ର ନାଥ ଦାଶ । ଅଧ୍ୟାପନା ବୃତ୍ତିରେ ବ୍ରତୀ ଶ୍ରୀଯୁକ୍ତ ଦାଶ ଶ୍ରୀଜଗନ୍ନାଥ…

ପୁସ୍ତକ ପରିଚୟ : ବିମ୍ଵ ପୁରୁଷ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା ଗଳ୍ପ ସଙ୍କଳନ : ବିମ୍ଵ ପୁରୁଷ ଗାଳ୍ପିକ : ମଳୟ ମିଶ୍ର ପ୍ରକାଶକ : ଦୃଷ୍ଟିପାତ ପ୍ରଥମ ପ୍ରକାଶ : ୨୦୧୧ ପୃଷ୍ଠା ସଂଖ୍ୟା : ୧୨୯ ମୂଲ୍ୟ : ୧୫୦ ଟଙ୍କା ଗାଳ୍ପିକ ମଳୟ ମିଶ୍ରଙ୍କ ଗଳ୍ପ ସଙ୍କଳନ 'ବିମ୍ବ ପୁରୁଷ' ଏକ ନିଆରା ସୃଷ୍ଟି । ହେଲେ ବିମ୍ବ…

ପୁସ୍ତକ ପରିଚୟ : ଶ୍ରୀମନ୍ଦିର ଲୁଣ୍ଠନର ଇତିହାସ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ଶ୍ରୀମନ୍ଦିର ଲୁଣ୍ଠନର ଇତିହାସ ଲେଖକ : ସୁରେନ୍ଦ୍ର କୁମାର ମିଶ୍ର, ପୁରୀ ପ୍ରକାଶକ ‐ ଏସ୍.ବି. ପବ୍ଲିକେଶନ, କଟକ ଅପହରଣ, ହତ୍ୟା, ଲୁଣ୍ଠନ, ଦସ୍ୟୁ ବୃତ୍ତି, ବଳତ୍କାର ଓ ବଳାତ୍କାର ଭଳି ଆସୁରିକ କାର୍ଯ୍ୟକଳାପ ମନୁଷ୍ୟ ସଭ୍ୟତାର ଆରମ୍ଭରୁ ହିଁ…

ପୁସ୍ତକ ପରିଚୟ ମକର ରାଶିର ଝିଅ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା ଗଳ୍ପ ସଙ୍କଳନ : ମକର ରାଶିର ଝିଅ ଗାଳ୍ପିକ : ମଳୟ ମିଶ୍ର ପ୍ରକାଶକ : ଦୃଷ୍ଟିପାତ ପୃଷ୍ଠା ସଂଖ୍ୟା : ୪୨ ମୂଲ୍ୟ : ୫ ଟଙ୍କା ମାତ୍ର ଝିଅଟିଏ, ସେ ପୁଣି ମକର ରାଶିର !   ସତକୁ ଗପ ପରି ପରଷି ଦେବା ହେଉଛି ଗଳ୍ପ କଳା ଏବଂ ସେହି କଳାକୁ ଖୁବ…