Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉତ୍କଳ ଦିବସ ପାଳିତ

ବାଙ୍ଗାଲୋର : ସର୍ବପୁରାତନ ଓଡ଼ିଆ ଅନୁଷ୍ଠାନ ଓଡ଼ିଶା ସାଂସ୍କୃତିକ ସଂଘ ( ଓସିଏ) ତରଫରୁ ଅନଲାଇନ ମାଧ୍ୟମରେ ହୋଇଯାଇଛି। ଏହି ଅବସରରେ ଭିଡ଼ିଓ କନଫରେନସିଂ ଜରିଆରେ ଓସିଏର ସଭାପତି ଡ. ସୌଦାମିନୀ ମହାପାତ୍ର ଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେବାଙ୍ଗାଲୋରର ସାଂସଦ ପି. ସି. ମୋହନ ଓଡ଼ିଶାର…

ଭରଚୁଆଲ ମୋଡ଼ରେ ଉତ୍କଳ ଦିବସ ପାଳିତ

ମୁମ୍ବାଇ : ପ୍ରବାସୀ ସାହିତ୍ୟ ସମ୍ଭାର ମୁମ୍ବଇ ଏବଂ ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ(ମୋୱା) ମିଳିତ ଉଦ୍ୟମରେ  ଭରଚୁଆଲ ମୋଡ଼ରେ ଉତ୍କଳ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରୁଦ୍ରରୁପା ବ୍ରହ୍ମାଙ୍କ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତରୁ ଆରମ୍ଭ ହୋଇଥିଲା ପରେ ପରେ ମୋୱାର ସଭାପତି ଭଗବାନ…

ପ୍ରଫେସର ନିଶାମଣି ମିଶ୍ରଙ୍କ ୮୮ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ବିଶିଷ୍ଟ ପାରିବାରିକ ପତ୍ରିକା ସୁଧନ୍ୟା ଆନୁକୂଲ୍ୟରେ ପ୍ରାବନ୍ଧିକ ପ୍ରଫେସର ନିଶାମଣି ମିଶ୍ରଙ୍କ ୮୮ତମ ଜୟନ୍ତୀ ଏବଂ ପ୍ରଥମ ସ୍ମାରକୀ ବକୃତା ପ୍ରଦାନ ଉତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଇଂରାଜୀରେ ଅନୂଦିତ ପୁସ୍ତକ 'ଇନସାଇଟ…

ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସମ୍ମାନଜନକ ‘କଳିଙ୍ଗ ରତ୍ନ’ ସମ୍ମାନ ପ୍ରଦାନ

ଭୁବନେଶ୍ୱର : ସାରଳା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆଦିକବି ଶାରଳା ଦାସଙ୍କ ୬୦୦ତମ ଜନ୍ମ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ବିଧାୟକ ତଥା ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସମ୍ମାନ ଜନକ 'କଳିଙ୍ଗ ରତ୍ନ' ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ…

‘ନୀଳିମା ରାଣୀ : ମାଇଁ ମଦର , ମାଇଁ ହିରୋ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : କିଟ ଓ କିସର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ରଚିତ ଇଂରାଜୀ ପୁସ୍ତକ 'ନୀଳିମା ରାଣୀ : ମାଇଁ ମଦର , ମାଇଁ ହିରୋ' ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାଇଡୁଙ୍କ ଦ୍ୱାରା ରାଜଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ପୁସ୍ତକଟିର ଉନ୍ମୋଚନ ସମୟରେ ଉପରାଷ୍ଟ୍ରପତି ତାଙ୍କ…

ଶିଶୁ କିଶୋର ପତ୍ରିକା ‘ଶିଶୁଲେଖା’ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନର ୧୬ତମ ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଏବଂ ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଷ୍ଠାନ ପକ୍ଷରୁ ଏକ ଆଲୋଚନା ସଭା ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ହୋଇଯାଇଛି। ଏହି ଅବସରରେ ପୂର୍ବରୁ ଅନେକ ଲୋକପ୍ରିୟତା ସାଉଁଟିଥିବା ଶିଶୁ…

ଦୟାନିଧି ଦାସଙ୍କ ଜୀବନୀ ପୁସ୍ତକ ‘ବଣ ମାଳତୀ’ ଉନ୍ମୋଚିତ

ନୟାଗଡ଼ : ବହୁ ପ୍ରତିଭାର ଅଧିକାରୀ ନାଟ୍ୟଗୁରୁ ଦୟାନିଧି ଦାସଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ 'ବଣ ମାଳତୀ' ସଙ୍ଗୀତଜ୍ଞ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ଦ୍ୱାରା ନାଟ୍ୟଗୁରୁଙ୍କ ଜନ୍ମସ୍ଥାନ ସଜନାପଡ଼ାରେ ଉନ୍ମୋଚିତ ହୋଇଯାଇଛି। ପାଞ୍ଚଶହରୁ ଉର୍ଦ୍ଧ୍ବ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକ…

ଔପନ୍ୟାସିକା ସ୍ବାଗତିକା ସ୍ୱାଇଁ ପାଇଲେ ପ୍ରଥମ ଅକ୍ଷୟ ଉପନ୍ୟାସ ପୁରସ୍କାର

ଭୁବନେଶ୍ୱର : ପ୍ରତିଭା ରାୟ ଫାଉଣ୍ଡେସନ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ତରଫରୁ ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ 'ପ୍ରଥମ ଅକ୍ଷୟ ଉପନ୍ୟାସ ପୁରସ୍କାର' ପ୍ରଦାନ ଉତ୍ସବ ସ୍ଥାନୀୟ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଔପନ୍ୟାସିକା ସ୍ୱାଗତିକା ସ୍ୱାଇଁଙ୍କୁ ତାଙ୍କ ଉପନ୍ୟାସ…

ମାନସୀ ଦାସଙ୍କ ‘ବିନ୍ଦୁ ବଳୟ’ ଓ ‘ବ୍ଲାକ ବ୍ରଦର୍ସ’ ଉନ୍ମୋଚିତ

ଭୁବନେଶ୍ୱର : ସୁଧନ୍ୟା ପ୍ରକାଶନୀ ଆନୁକୂଲ୍ୟରେ ସ୍ଥାନୀୟ ରୋଟାରୀ ଭବନ ପରିସରରେ ବିଶିଷ୍ଟ ଲେଖିକା ମାନସୀ ଦାସଙ୍କ ଆତ୍ମଜୀବନୀ ଉପନ୍ୟାସ 'ବିନ୍ଦୁ ବଳୟ' ଏବଂ ଅନୁବାଦ ପୁସ୍ତକ 'ବ୍ଲାକ ବ୍ରଦର୍ସ' ଉନ୍ମୋଚିତ ହୋଇଯାଇଛି । ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ…

ଡିଲେଶ୍ଵର ରଣାଙ୍କ ଗଳ୍ପ ସଙ୍କଳନ ‘ସେଁରରା’ ଉନ୍ମୋଚିତ

ଭୁବନେଶ୍ୱର : କଳାହାଣ୍ଡି ଯୁବ ଲେଖକ ସମାବେଶ ଆନୁକୂଲ୍ୟରେ ଯୁବ ଗାଳ୍ପିକ ଡିଲେଶ୍ଵର ରଣାଙ୍କ ପ୍ରଥମ ଗଳ୍ପ ସଙ୍କଳନ 'ସେଁରରା' ଉନ୍ମୋଚିତ ହୋଇଯାଇଛି। ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର …