Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ତରଫରୁ ଅନଲାଇନ କବିତା ଆସର

ଭୁବନେଶ୍ୱର : ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି ପାଳନ ଅବସରରେ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର( ଆର୍ . ପି. ଓ.ପି ) ଆନୁକୂଲ୍ୟରେ ଏକ ଅନଲାଇନ କବିତା ଆସର ଆୟୋଜିତ ହୋଇଯାଇଛି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏହି ସାରସ୍ୱତ ସଭାକୁ ଓଡ଼ିଶା ବିଧାନସଭାର ବାଚସ୍ପତି ଡ.…

ସୁସ୍ମିତା ଦାସଙ୍କ କଣ୍ଠରେ ଶୁଭିବ ‘ପ୍ରେମର ପରିଭାଷା’

ଭୁବନେଶ୍ୱର : ବିଶିଷ୍ଟ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଅୟିଗିରି ନନ୍ଦିନୀ ଗୀତର ବିପୁଳ ସଫଳତା ପରେ ଆଉ ଏକ ସୁନ୍ଦର ସଙ୍ଗୀତ ଭେଟି ଦେବାକୁ ଯାଉଛନ୍ତି । ନିର୍ଦ୍ଦେଶକ ରାଜେଶ ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶନାରେ ପ୍ରସିଦ୍ଧ କବି ମାୟାଧର ମାନସିଂଙ୍କ କବିତା 'ପ୍ରେମର ଭାଷା'କୁ ସେ ସଙ୍ଗୀତର…

୨୧ରେ ପ୍ରଦାନ କରାଯିବ ଜାନକୀ ବଲ୍ଲଭ ସ୍ମାରକୀ ସମ୍ମାନ

କଟକ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିରେ ଗଠିତ ଜାନକୀ ବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ ପକ୍ଷରୁ ଜାନକୀ ବଲ୍ଲଭ ସ୍ମାରକୀ ସମ୍ମାନ- ୨୦୨୧ ଘୋଷିତ ହୋଇଯାଇଛି। ଆସନ୍ତା ଏପ୍ରିଲ ୨୧ରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଏହି…

ରୁଦ୍ରରୂପା ବ୍ରହ୍ମାଙ୍କ ‘ପାହାଡ଼ ରାଣୀ’ ଓ ଚନ୍ଦ୍ରମଣି ସ୍ବାଇଁଙ୍କ ‘ଉକ୍ତିର…

ବ୍ରହ୍ମପୁର : ଓଡ଼ିଶାର ସର୍ବ ପୁରାତନ ପତ୍ରିକା ନବୀନ ପକ୍ଷରୁ ତ୍ରୟୋବିଂଶ ବିଷୁବ ମିଳନ ତଥା ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ସ୍ଥାନୀୟ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୁନି ଲେଖିକା ରୁଦ୍ରରୂପା ବ୍ରହ୍ମାଙ୍କ ଶିଶୁ କବିତା ସଙ୍କଳନ 'ପାହାଡ଼ ରାଣୀ' ଓ ଦିବଂଗତ…

ସାରଳା ଦାସଙ୍କର ମହାକାବ୍ୟ ସମସାମୟିକ ଜନଜୀବନର ବାସ୍ତବିକ ଛବି ପ୍ରଦାନ କରେ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ( ଡିମଡ ୟୁନିଭର୍ସିଟି) ଆନୁକୂଲ୍ୟରେ ଆଦିକବି ସାରଳା ଦାସଙ୍କ ରଚିତ 'ସାରୋଳଦାସ ମହାଭାରଥ' ମହାକବ୍ୟର ଦୁଇଟି ପାଠ ଆଧାରିତ ସଂସ୍କରଣ 'ମୁସଳୀ' ଓ 'ସ୍ଵର୍ଗାରୋହଣ' ସୋଆ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଶିଷ୍ଟ ଭାଷାବିତ ଡ. ଦେବୀ ପ୍ରସନ୍ନ…

ସୌରୀବନ୍ଧୁ କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ତଥା ସୁସାହିତ୍ୟିକ ସୌରୀବନ୍ଧୁ କରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରସରେ ପାଳିତ ହୋଇଯାଇଛି। ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତଃ କରଙ୍କ ସ୍ମୃତି ଚାରଣ କରି ତାଙ୍କର ଅମାୟିକ ବ୍ୟକ୍ତିତ୍ୱ ,…

ଭବାନୀ ଶଙ୍କର ଦାଶଙ୍କ ‘ଶେଷ ବୁନ୍ଦାକ ଲୁହ’ ଲୋକାର୍ପିତ

ବାଲିପାଟଣା : ବିଶିଷ୍ଟ ଗାଳ୍ପିକ ଡ. ଭବାନୀ ଶଙ୍କର ଦାଶଙ୍କ ଗଳ୍ପ ସଂକଳନ 'ଶେଷ ବୁନ୍ଦାକ ଲୁହ' ସ୍ଥାନିୟ ଶିଶୁ ଅନନ୍ତ ମହାବିଦ୍ୟାଳୟ ପରିସରରେ ହୋଇଯାଇଛି। ମଣିଷ ଜୀବନ ଓ ସାମାଜିକ ପ୍ରତିଛବି ଏହି ଗଳ୍ପ ସଙ୍କଳନରେ ସ୍ଥାନିତ ହୋଇଛି ବୋଲି ଗାଳ୍ପିକ ଶ୍ରୀ ଦାଶ କହିଥିଲେ। ବୈକୁଣ୍ଠ ନାରାୟଣ…

ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ଶ୍ରେଷ୍ଠ କଥା ଦଶକ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ 'ଶ୍ରେଷ୍ଠ କଥା ଦଶକ' ଫୁଲ ଓ ଭଗବାନ ଫାଉଣ୍ଡେସନ ଆନୁକୂଲ୍ୟରେ ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଲେଖକ ଶ୍ରୀ ଆଚାର୍ଯ୍ୟ ତାଙ୍କର ଏହି ସ୍ୱତନ୍ତ୍ର କୃତି ପଛର କାହାଣୀ ବର୍ଣ୍ଣନା କରିଥିଲେ। ତାଙ୍କ ସାହିତ୍ୟ ସୃଷ୍ଟିର…

‘ମହିମା ଧର୍ମଦର୍ଶନ ଓ ଭୀମ ଭୋଇଙ୍କ କାବ୍ୟଦୃଷ୍ଟି’ ଉପରେ କର୍ମଶାଳା

ସମ୍ବଲପୁର : ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭୀମ ଭୋଇ ଗବେଷଣା ଚେୟାର ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟର ଅମୃତ ବିହାର ପରିସରରେ , 'ମହିମା ଧର୍ମଦର୍ଶନ ଓ ଭୀମଭୋଇଙ୍କ କାବ୍ୟଦୃଷ୍ଟି' ଶୀର୍ଷକରେ ଏକ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭୀମଭୋଇ ଚେୟାର ପ୍ରଫେସର ତଥା ବିଶିଷ୍ଟ କବି…

ପଦ୍ମଶ୍ରୀ ରଜତ କୁମାର କରଙ୍କୁ ‘ମେହେର ସମ୍ମାନ’ ପ୍ରଦାନ

ଭୁବନେଶ୍ୱର : ସାପ୍ତାହିକ ଖବର କାଗଜ ଚିର ସନ୍ଧାନ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ପାର୍ଥ ସାରଥୀ ଅଜୟ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହକୁ ଲୋକାଯୁକ୍ତ ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦଘାଟନ କରିଥିଲେ । ଏହି…