Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ବାଲେଶ୍ଵରରେ ସାହିତ୍ୟ ଅକାଦେମିର ‘ଅସ୍ମିତା’

ବାଲେଶ୍ଵରରେ ସାହିତ୍ୟ ଅକାଦେମିର 'ଅସ୍ମିତା' ● ଭାଷା ଆନ୍ଦୋଳନରେ ବାଲେଶ୍ଵରର ଅବଦାନ ସମ୍ପର୍କରେ ବ୍ୟାଖ୍ୟା କଲେ ଅତିଥିଗଣ ବାଲେଶ୍ଵର: କେନ୍ଦ୍ର ସାହିତ୍ୟ ଅକାଦେମି ଆନୁକୂଲ୍ୟରେ ନାରୀ ସ୍ରଷ୍ଟାଙ୍କୁ ନେଇ ଏହାର 'ଅସ୍ମିତା' କାର୍ଯ୍ୟକ୍ରମ ବାଲେଶ୍ଵର ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି।…

ଗପ ସବୁଠି ଥାଏ, ଲେଖିପାରିଲେ ହେଲା: ଅଧ୍ୟାପକ ବିଶ୍ୱରଂଜନ

ବିଦ୍ୟାଧର ପଣ୍ଡାଙ୍କ ‘ପ୍ରଥମ ପ୍ରେମ’ ଓ ‘ତଲାସ’ ଲୋକାର୍ପିତ ଭୁବନେଶ୍ୱର ୭/୯: ଗପ ସବୁଠି ଥାଏ, ଦେଖିପାରିଲେ ହେଲା, ଲେଖିପାରିଲେ ହେଲା । ତୂଳୀତଳ୍ପ ଶଯ୍ୟାରେ ଶୋଇ, ଗଗନଶ୍ଚୁମ୍ଭୀ ପ୍ରାସାଦରେ ବସି କବିତା ଲେଖାଯାଇପାରେ, ମାତ୍ର ଗଳ୍ପ ନୁହେଁ। ଗଳ୍ପ ଲେଖିବା ପାଇଁ ଜୀବନର ସୁଖ-ଦୁଃଖ,…

ପ୍ରତିଭା ରାୟଙ୍କ ନୂଆ ଉପନ୍ୟାସ ‘ପ୍ରାପ୍ତେଷୁ ପୃଥିବୀ’ : କିଏ ପ୍ରେରକ? କିଏ ପ୍ରାପକ?

ଭୁବନେଶ୍ୱର: ରବିବାର ସଂଧ୍ୟା । ବାହାରେ ବେହେଲା ବଜାଉଥିଲା ବର୍ଷା । ପୋଲିସ ଭବନର ଭବ୍ୟ ପ୍ରେକ୍ଷାଳୟରେ ଲାଗିଥିଲା ଭିଡ଼ । ଓଡ଼ିଶାର ନାମୀଦାମୀ ଦିଗ୍‍ଗଜ ଲେଖକ-ଲେଖିକା ଖୁନ୍ଦି ହେଇଥିଲେ ହଲ୍‍ ସାରା । ଏପରି ଏକ ସଂଭ୍ରାନ୍ତ ଓ ସଲଜ୍ଜ ପରିବେଶରେ ଲୋକାର୍ପିତ ହେବାକୁ ଥିଲା ଜ୍ଞାନପୀଠ ବିଜୟିନୀ…

କଥାକାର ପ୍ରଦୀପ ଦାଶ ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର: ବରିଷ୍ଠ କଥାକାର ପ୍ରଦୀପ ଦାଶ ଚଳିତ ବର୍ଷର ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ତାଙ୍କ ରଚିତ ଉପନ୍ୟାସ 'ଚରୁ ଚିବର ଓ ଚର୍ଯ୍ୟା' ପାଇଁ ସେ ରାଜ୍ୟର ଏହି ସର୍ବାଧିକ ଅର୍ଥରାଶିବିଶିଷ୍ଟ ପୁରସ୍କାର ପାଇବେ । ଇମ୍ଫା ଚାରିଟେବଲ୍‍ ଟ୍ରଷ୍ଟ ଦ୍ୱାରା ଏହି…

‘ଆଦିଭୂମିର ତୂର୍ଯ୍ୟନାଦ’ ଲୋକାର୍ପିତ

ଭୁବନେଶ୍ୱର: ମହାନ୍ ସ୍ୱାଧୀନତା ସଂଗ୍ରାମୀ, ପ୍ରାକ୍ତନ କୋରାପୁଟ ବିଧାୟକ ରାଧାମୋହନ ସାହୁଙ୍କ ସୁପୁତ୍ର କୃଷ୍ଣଚନ୍ଦ୍ର ସାହୁଙ୍କ ଦ୍ୱାରା ରଚିତ ‘ଆଦିଭୂମିର ତୂର୍ଯ୍ୟନାଦ’ର ଲୋକାର୍ପଣ ଆଜି ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍ଜିଠାରେ ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି ପୁସ୍ତକ ଅତ୍ୟନ୍ତ…

କବି ଉତ୍ପଳ ମହାନ୍ତିଙ୍କ ‘ଆଣ୍ଟିବାୟୋଟିକ୍’ ଲୋକାର୍ପିତ

କବି ଉତ୍ପଳ ମହାନ୍ତିଙ୍କ 'ଆଣ୍ଟିବାୟୋଟିକ୍' ଲୋକାର୍ପିତ ବାଲେଶ୍ଵର: କବିତାର ଭୂଷଣ ହେଉଛି ଲଜ୍ଜା। ଏହି ଲଜ୍ଜା ସହ ସନ୍ଦିଗ୍ଧତା, କୌତୁକ ଓ ସମ୍ଭ୍ରମତା ନିହିତ ରହିବା ଜରୁରୀ ବୋଲି ବିଶିଷ୍ଟ କବି, ଗଦ୍ୟକାର ହରପ୍ରସାଦ ଦାସ ମତବ୍ୟକ୍ତ କରିଛନ୍ତି। 'ଭଲ କବିତାର ଖୋଜ୍' ଓ 'ଟାଇମପାସ'…

ଲେଖକ ହରପ୍ରସନ୍ନ ଦାସଙ୍କ ପୁସ୍ତକ ‘ଏନରିଚିଂ ଲାଇଫ’ ଉନ୍ମୋଚିତ…

ଭୁବନେଶ୍ୱର: ପ୍ରସିଦ୍ଧ ମୋଟିଭେସନାଲ୍ ପୁସ୍ତକ ରଚୟିତା ତଥା ସୁବକ୍ତା ଡଃ ହରପ୍ରସନ୍ନ ଦାସଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଏନ୍ରିଚିଂ ଲାଇଫ’ ଉନ୍ମୋଚିତ ହୋଇଛି । ଏହି ପୁସ୍ତକ ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ଭାବେ ହିମାଚଳ ପ୍ରଦେଶ ସେଣ୍ଟ୍ରାଲ୍ ୟୁନିଭର୍ସିଟିର ଉପ କୂଳପତି ଡଃ କୁଲଦୀପ ଚାନ୍ଦ…

ଉନ୍ମୋଚିତ ହେଲା ବିମଳ କିଶୋର ମିଶ୍ରଙ୍କର ଜୀବନୀ ‘ଅବିଚଳ ବିମଳ’…

ଭୁବନେଶ୍ୱର: ଓଡ଼ିଶାର ସ୍ୱନାମଧନ୍ୟ ପ୍ରଶାସକ, ପୂର୍ବତନ ଅତିରକ୍ତ ମୁଖ୍ୟ ଶାସନ ସଚିବ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସ୍ୱର୍ଗତ ବିମଳ କିଶୋର ମିଶ୍ରଙ୍କର ୨୫ତମ ପୂଣ୍ୟତିଥି ଅଗଷ୍ଟ ତା ୨୨ ରିଖ ଦିନ ପାଳନ କରାଯାଇଛି । ଏହି ଅବସରରେ ତାଙ୍କର ଜୀବନୀ ପୁସ୍ତକ ‘ଅବିଚଳ ବିମଳ’ ମଧ୍ୟ…

ବର୍ଣ୍ଣବୋଧ ପୋଡ଼ି ଘଟଣା: ଅଭିଯୁକ୍ତ ସାକେତ୍‍ ଶ୍ରୀଭୂଷଣ ସାହୁ ଗିରଫ୍‍

ଭୁବନେଶ୍ୱର: ରାଜ୍ୟବ୍ୟାପି ବିରୋଧ ଓ ପ୍ରତିକ୍ରିୟା ପରେ ଶେଷରେ ‘ଛବିଳ ମଧୁ ବର୍ଣ୍ଣବୋଧ ପୋଡ଼ି’ ଘଟଣାରେ ସାକେତ୍‍ ଶ୍ରୀଭୂଷଣ ସାହୁଙ୍କୁ ଗିରଫ କରିଛି ମେଲ୍‍ଛାମୁଣ୍ଡା ପୋଲିସ୍‍ । ଲୋକକବି ହଳଧର ନାଗଙ୍କୁ ଏହି ବିବାଦରେ ଛନ୍ଦି ଦିଆଯାଇ ଥିବାରୁ ସେ ଗତକାଲି ରାତିରେ ମେଲଛାମୁଣ୍ଡା ଥାନାରେ…

ନିଆଁରେ ବର୍ଣ୍ଣବୋଧ: ଫେସବୁକରେ ତାତି

ଯେତେବେଳେ ଦୀର୍ଘ ବର୍ଷର ଦାବି, ଆନ୍ଦୋଳନ, ବାକ୍‍ବିତଣ୍ଡା, ଅନଶନ, କଳାପତାକା ଅଭିଯାନ ଓ ପ୍ରତୀକ୍ଷା ପରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଓଡ଼ିଆ ଭାଷାର ସରକାରୀ-ବ୍ୟବହାର ଆଇନ୍‍ ଉପରେ ମୋହର ମାରୁଛନ୍ତି, ଠିକ୍‍ ସେତିକିବେଳେ ଓଡ଼ିଆ ଭାଷା-ସାହିତ୍ୟର ଆଦି-ବେଦ ଭାବେ ପରିଚିତ ‘ଛବିଳ ମଧୁ…