Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ଲେଖକ ଗଣେଶ୍ୱର ମିଶ୍ରଙ୍କ ସଂଗୃହିତ ସାହିତ୍ୟ କୃତିର ୪ର୍ଥ ସଂସ୍କରଣ ଉନ୍ମୋଚିତ

ଭୁବନେଶ୍ୱର: ପ୍ରଥିତଯଶା ଲେଖକ ଗଣେଶ୍ୱର ମିଶ୍ରଙ୍କ ଶ୍ରାଦ୍ଧ ବାର୍ଷିକୀ ଅବରସରେ ଶୁକ୍ରବାର ଦିନ ତାଙ୍କର ସଂଗୃହିିତ ସାହିତ୍ୟ କୃତିର ୪ର୍ଥ ସଂସ୍କରଣ ଉନ୍ମୋଚିତ ହୋଇଛି । ରାଜଧାନୀର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସତୀର୍ଥ’ ପକ୍ଷରୁ ୟୁନିଟ ୯ ବୁଦ୍ଧମନ୍ଦିରଠାରେ ଅନୁଷ୍ଠିତ ଏକ…

ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୦ ପାଇଁ ଆବେଦନ ଗ୍ରହଣ

ଭୁବନେଶ୍ୱର: ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୦ ମସିହା ପାଇଁ ଯୁବ ପୁରସ୍କାର ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି ! ଜାତୀୟ ସମ୍ବାଦପତ୍ର 'ଦ ହିନ୍ଦୁ'ରେ ପ୍ରକାଶିତ ଏକ ଖବର ଅନୁଯାୟୀ ୨୪ଟି ଭାରତୀୟ ଭାଷାର ଲେଖକ ଓ ପ୍ରକାଶକମାନଙ୍କଠାରୁ ୨୦୨୦ ମସିହାର ଯୁବ ପୁରସ୍କାର ପାଇଁ ଆବେଦନ ଗ୍ରହଣ…

ସାହିତ୍ୟ ଅକାଦେମି: ଗୋପନୀୟତାର ଗଣ୍ଠି ଫିଟିଲା

ଦୁଃଖ ପ୍ରକାଶ କରି ଚୂଡ଼ାନ୍ତ ପର୍ଯ୍ୟାୟ ପୁସ୍ତକ ତାଲିକା ଘୋଷଣା କଲେ କେନ୍ଦ୍ର ସାହିତ୍ୟ ଅକାଦେମି ଏଥର "ବାଲ୍‍ ସାହିତ୍ୟ'ରେ ଥିଲା ୪ଟି ଓ "ଯୁବ ସାହିତ୍ୟ'ରେ ୯ଟି ବହି ଭୁବନେଶ୍ୱର: ଶେଷରେ ଗୋପନୀୟତାର ଗଣ୍ଠି ଫିଟିଲା । କେନ୍ଦ୍ର ସାହିତ୍ୟ ଅକାଦେମି ‘ବାଲ୍‍ ସାହିତ୍ୟ ପୁରସ୍କାର’ ଓ ‘ଯୁବ…

କଳିଙ୍ଗ ସାହିତ୍ୟ ମହୋତ୍ସବ ଉଦଘାଟନ ଉତ୍ସବରେ ‘ଗାନ୍ଧୀଙ୍କ ଭାରତ’ ବିଷୟରେ ଆଲୋଚନା

ଭୁବନେଶ୍ୱର: କର୍ଣ୍ଣାଟକ ରାଜ୍ୟରେ ବିଜେପି ଶାସନ କ୍ଷମତା ଆପଣାଇବାକୁ ଯେଉଁ ଉଦ୍ୟମ କରୁଛି ତାହା କେବଳ ନୈତିକତାର ଅଭାବରେ ହୋଇପାରିବ ବୋଲି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା କହିଛନ୍ତି । ଭୁବନେଶ୍ୱରଠାରେ କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୧୯ର ଉଦଘାଟନୀ ଦିବସରେ ଯୋଗଦେଇ…

‘ସିଦ୍ଧାର୍ଥ ମିଶ୍ର ମେମୋରିଆଲ୍ ସର୍ଜନାତ୍ମକ ଲେଖା ପ୍ରତିଯୋଗିତା’ ଜିତିଲେ ଜାସଲିନ୍

ଭୁବନେଶ୍ୱର: ରାଜଧାନୀସ୍ଥିତ ଷ୍ଟୁଆର୍ଟ ସ୍କୁଲରେ ଅନୁଷ୍ଠିତ ହୋଇଥିବା ୨ୟ ‘ସିଦ୍ଧାର୍ଥ ମିଶ୍ର ମେମୋରିଆଲ୍ ସର୍ଜନାତ୍ମକ ଲେଖା ପ୍ରତିଯୋଗିତା’ ଜିତିଛନ୍ତି ଜାସଲିନ୍ ମହାପାତ୍ର । ଏହି ପୁରସ୍କାର ବିଜୟିନୀ ୧୦ମ ଷ୍ଟାଣ୍ଡାର୍ଡ଼ର ଛାତ୍ରୀଜଣକଙ୍କୁ ସିଦ୍ଧାର୍ଥଙ୍କ ପତ୍ନୀ ପ୍ରାଚୀତାରା ବିଜେତା…

ଶିଶିର ବେହେରାଙ୍କୁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର

ଭୁବନେଶ୍ୱର / ନୂଆଦିଲ୍ଲୀ: ଚଳିତ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଘୋଷିତ ହୋଇଛି । ପ୍ରଥମ ଥର ପାଇଁ ଏଥର ଏକ ଗଦ୍ୟ ରଚନା ପୁସ୍ତକକୁ ଏଥିପାଇଁ ମନୋନୀତ କରାଯାଇଛି । ଯୁବଲେଖକ ଶିଶିର ବେହେରାଙ୍କ ସାହିତ୍ୟ ଆଲୋଚନା ପୁସ୍ତକ "ବିମୁଗ୍ଧ ଉଚ୍ଚାରଣ" ଏହି ସମ୍ମାନଜନକ ପୁରସ୍କାର ପାଇଁ…

ଏଣିକି ସାହିତ୍ୟ ଅକାଦେମି ପୁରସ୍କାର ସହିତ ଘୋଷଣା ହେବ ଚୂଡ଼ାନ୍ତ ପର୍ଯ୍ୟାୟର ବହି ତାଲିକା

ଭୁବନେଶ୍ୱର / ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଅକାଦେମିର ପୁରସ୍କାର ଘୋଷଣା ସହିତ ଏଣିକି ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୁସ୍ତକଗୁଡ଼ିକର ନାମ ତାଲିକା ମଧ୍ୟ ଘୋଷଣା କରାଯିବ । ଅକାଦେମି ସଚିବ କେ. ଶ୍ରୀନିବାସନ୍‍ଙ୍କର ଏକ ଚିଠିରୁ ଏହା ଜାଣିବାକୁ ମିଳିଛି । ସାହିତ୍ୟ ଅକାଦେମି ପ୍ରତିବର୍ଷ…

ଫିଲ୍ମର କାହାଣୀ ଅବଲମ୍ବନରେ ଗଳ୍ପ ଲେଖିଥିବାରୁ କ୍ଷମା ମାଗିଲେ ମମତାମୟୀ ଚୌଧୁରୀ

ଭୁବନେଶ୍ୱର: ଲେଖାଚୋରି ଘଟଣାକୁ ନେଇ ଫେସବୁକରୁ ଆରମ୍ଭ ହୋଇଥିବା ବିବାଦ ଶେଷରେ ସେହି ଫେସବୁକ୍ ରେ ହିଁ ଶେଷ ହୋଇଛି । ନିଜ ଟାଇମଲାଇନରେ ଲେଖିକାଜଣକ ନିସର୍ତ୍ତ କ୍ଷମା ମାଗିବା ପରେ ଦୁଇ ଦିନ ଧରି ଓଡ଼ିଆ ସାହିତ୍ୟ ଜଗତରେ ଚାଲିଥିବା ତୋଫାନ ଆପାତତଃ ଥମିଯାଇଛି । ଘଟଣା ଅନୁଯାୟୀ ମାସିକ…

ପ୍ରଖ୍ୟାତ ସାହିତ୍ୟିକ ତଥା ଲୋକପ୍ରିୟ ଅଭିନେତା ଗିରିଶ କନ୍ନଡ଼ଙ୍କ ଦେହାନ୍ତ…

ବେଙ୍ଗାଲୁରୁ: ପ୍ରଖ୍ୟାତ ଅଭିନେତା, ସାହିତ୍ୟିକ ତଥା ପ୍ରଥିତଯଶା ମଞ୍ଚ କଳାକାର ଗିରିଶ କନ୍ନଡ଼ଙ୍କର ସୋମବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଗତକିଛି ଦିନ ହେଲା ସେ ଅସୁସ୍ଥ ରହିଥିଲେ । ମୃତ୍ୟୁବେଳକୁ ତାଙ୍କ ଶଯ୍ୟା ନିକଟରେ ତାଙ୍କର ପତ୍ନୀ…

‘ଚୁପଚାପ୍‍’ ଚୋରିକୁ ନେଇ ଚର୍ଚ୍ଚାରେ ଲେଖିକା

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଲେଖାଚୋରି ଭଳି ନିନ୍ଦନୀୟ ଘଟଣା । ଫେସବୁକରେ ଏଭଳି ଏକ ଘଟଣାକୁ ନେଇ ସରଗରମ ହୋଇଛି ସମଗ୍ର ରାଜ୍ୟର ଲେଖକୀୟ ବାତାରବଣ । ମତ-ପ୍ରତିମତର ଟଣାଓଟରା ଭିତରେ ଓଡ଼ିଆ ସାହିତ୍ୟର ଅନେକ ପ୍ରତିଷ୍ଠିତ ବହୁପ୍ରସୂ ଲେଖକଙ୍କ ରଚନାର ମୌଳିକତାକୁ…