Latest Odisha News

BREAKING NEWS

Browsing Category

ମହାପୁରୁଷଙ୍କ ଜୀବନୀ

ସେବକ ବୀର ଚାଖି ଖୁଣ୍ଟିଆ

ଚାଖି ଖୁଣ୍ଟିଆଙ୍କ ଜୟନ୍ତୀ ଉପଲକ୍ଷେ ସେ ଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗଲାଗି ସେବକ।  ମାତୃଭୂମି ପ୍ରତି କର୍ତ୍ତବ୍ୟ ପାଳନରେ ପ୍ରବଳ ପରାକ୍ରମ ସହ ଇଂରେଜ ସରକାର ବିରୋଧରେ ଯୁଦ୍ଧ କରିଥିଲେ। ଅବଶିଷ୍ଟ ଜୀବନ ଜଗନ୍ନାଥଙ୍କ ସେବକ ଭାବରେ କାଟି ଦେଇଥିଲେ। ଦେଶପ୍ରେମ ଓ ପ୍ରଭୁପ୍ରେମର…

ବହ୍ନିକନ୍ୟା ପାର୍ବତୀ

ପାର୍ବତୀ ଗିରିଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ସେ ଥିଲେ ଝଡ଼ର ଈଗଲ । ବିପ୍ଳବର ବହ୍ନିଶିଖା। ମୁକ୍ତି ସଂଗ୍ରାମର ଆଲୋକ ବର୍ତ୍ତିକା। ଅଳ୍ପ ବୟସରୁ ମାତୃଭୂମି ପାଇଁ ତେଜି ଦେଇଥିଲେ ତମାମ ସୁଖ। ଇଂରେଜ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ହସି ହସି କାରାବରଣ କରିଥିଲେ। ମହିଳା ସଶକ୍ତିକରଣର ସେ…

ଶିଶୁଙ୍କ ପାଇଁ ଦିନଟିଏ, ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ

ନଭେମ୍ବର ୧୪ ତାରିଖ ଆଜିର ଦିନକୁ ସାରା ଦେଶରେ ‘ଶିଶୁ ଦିବସ’ ଭାବେ ପାଳନ କରାଯାଉଛି । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସକୁ ଦେଶବ୍ୟାପୀ ଶିଶୁ ଦିବସ ଭାବରେ ପାଳନ କରାଯାଇଥାଏ ।  ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ସେ ଉତ୍ତର ପ୍ରଦେଶର…

ଉତ୍କଳ ଗୌରବ ମଧୁସୂଦନ ଦାସ

"ପାଠ ପଢ଼ିବି ଓକିଲ ହେବି ମଧୁବାବୁ ସଙ୍ଗେ ଲଢ଼ିବି। ଜାତି ଡାକ ଶୁଣି ଛାତିଫୁଲେଇ ମୁଁ କାଳିଆ ଘୋଡ଼ାରେ ଚଢ଼ିବି ମଧୁବାବୁ ସଙ୍ଗେ ଲଢ଼ିବି ।" ପ୍ରିୟ କୁନି ପିଲାମାନେ ତୁମେମାନେ ଏ ପଦଟି ଶୁଣିଥିବ । ଉତ୍କଳ ଗୌରବ ମଧୁସୁଦାନ ଦାସଙ୍କ ବିଷୟରେ ନିଶ୍ଚୟ କିଛି ଜାଣିଥିବ । ୧୮୪୮…

ସ୍ୱାମୀ ବିବେକାନନ୍ଦ

ପ୍ରିୟ କୁନି ପିଲାମାନେ ତୁମେମାନେ ସ୍ୱାମୀ ବିବେକାନନ୍ଦଙ୍କ ନାଁ ଶୁଣିଥିବ। ଭାରତୀୟ ସଂସ୍କୃତି ଏବଂ ସନାତନ ଧର୍ମକୁ ସେ ବିଶ୍ୱ ଦରବାରରେ ପରିଚିତ କରାଇଥିଲେ । ଆଜି ଆମେ ତାଙ୍କ ବିଷୟରେ ଜାଣିବା । ୧୮୬୩ ଖ୍ରୀଷ୍ଟାବ୍ଦ ଜାନୁଆରୀ ୧୨ ତାରିଖ, ପୌଷ ସଂକ୍ରାନ୍ତି ଦିନ କଲିକତାର…

ପଠାଣି ସାମନ୍ତ

ପ୍ରିୟ କୁନି ପିଲାମାନେ ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାରେ ୧୩ ଡିସେମ୍ବର ୧୮୩୫ ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ୟାମବନ୍ଧୁ ସିଂହ ଓ ମାତାଙ୍କ ନାମ ବିଷ୍ଣୁମାଳୀ ଦେବୀ ଥିଲା ।…

ଚାଚା ନେହେରୁ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ଚାଚା ନେହେରୁଙ୍କ ଜନ୍ମ ଦିବସ । ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ସେ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପୁରା ନାମ ଥିଲା ପଣ୍ଡିତ ଜବାହାରଲାଲ ନେହେରୁ। ତାଙ୍କ ବାପାଙ୍କ ନାମ…

ମାଳତୀ ଚୌଧୁରୀ

ପ୍ରିୟ କୁନି ପିଲାମାନେ ଆଗରୁ ଆମେ ଅନେକ ମହାପୁରୁଷଙ୍କ ବିଷୟରେ ଜାଣିଛେ । ଆଜି ଜାଣିବା ଆମ ପ୍ରିୟ 'ନୂମା'ଙ୍କ ବିଷୟରେ । ନୂମା ହେଉଛନ୍ତି ମାଳତୀ ଚୌଧୁରୀ । ୧୯୦୪ ମସିହା ଜୁଲାଇ ୨୬ରେ ଅର୍ଥାତ ଠିକ ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାଁ କୁମୁଦ ନାଥ ସେନ ଓ…

ସରୋଜିନୀ ନାଇଡ଼ୁ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ଫେବୃଆରୀ ୧୩ ତାରିଖ । ଅନେକ ବର୍ଷ ପୂର୍ବେ ଆଜିର ଦିନରେ ଜଣେ ମହିୟସୀ ମହିଳା ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ନାଁ ଥିଲା ସରୋଜିନୀ ନାଇଡ଼ୁ । ୧୮୭୯ ମସିହା ଫେବୃଆରୀ ୧୩ ତାରିଖରେ ହାଇଦ୍ରାବାଦରେ  ସରୋଜିନୀ ନାଇଡ଼ୁ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ…

ମହାତ୍ମା ଗାନ୍ଧୀ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ଜାନୁଆରୀ ୩୦ ତାରିଖ । ଆଜି ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ତିରୋଧାନ ଦିବସ । ଆଜି ଆମେ ତାଙ୍କ ବିଷୟରେ କିଛି ଜାଣିବା । ମହାତ୍ମା ଗାନ୍ଧୀ ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୋର ବନ୍ଦରଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପୁରା…