Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୂଜାକୁ ପାଣିଚିଆ କରିଦେବକି ବର୍ଷା! ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ରାଜ୍ୟରେ ୪ ଦିନ ବର୍ଷା ଆଲର୍ଟ

ଭୁବନେଶ୍ୱର: ଲଘୁଚାପ ଭିଜାଇବ କି ପୂଜା ମାହୋଲ! ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି। ଫଳରେ ଆଜିଠୁ ରାଜ୍ୟରେ ୪ ଦିନ ପାଇଁ ବର୍ଷା ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଉପକୂଳ ଏବଂ ଦକ୍ଷିଣ ଓଡିଶାର ୫ ଜିଲ୍ଲାରେ ଝଡ଼ବର୍ଷା ନେଇ ପାଣିପାଗ ବିଭାଗର ଚେତାବନୀ ଦେଇଛି। ତେବେ…

ଏକାଧିକ ଗାଡି ଉପରେ ମାଡ଼ିଗଲା ସ୍କୋର୍ପିଓ: ଜଣେ ମୃତ, ୪ରୁ ଅଧିକ ଗୁରୁତର

ଭୁବନେଶ୍ୱର: ରାଜଧାନୀ ସମ୍ ହସ୍ପିଟାଲ ମୁଖ୍ୟ ରାସ୍ତାରେ କଳା ସ୍କୋର୍ପିଓ ଆତଙ୍କ। ରାତି ଅଧରେ ସିରିଜ୍ ଦୁର୍ଘଟଣା। ଏକାଧିକ ଗାଡିକୁ ଧକ୍କା ଦେଲା ସ୍କୋର୍ପିଓ। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି।…

ଶିକ୍ଷା କ୍ଷେତ୍ରରେ ବଡ଼ ପଦକ୍ଷେପ: ଏଣିକି ନବମ ଓ ଦଶମ ଶ୍ରେଣୀ ପିଲା ପାଇବେ ମାଗଣା ବହି

ଭୁବନେଶ୍ୱର: ରାଜ୍ୟ ସରକାର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଆଗାମୀ ୫ ବର୍ଷ ପାଇଁ ଏହି…

ସାଉଦି ତୈଳ ସଂସ୍ଥା ଉପରେ ମିଶାଇଲ ଆଟାକ୍: ଜଳିଗଲା ‘ଆରାମକୋ’ର ମୁଖ୍ୟ କାର୍ଯ୍ୟାଳୟ, ବିଶ୍ୱ ବଜାରରେ…

ରିୟାଦ: ସାଉଦି-ୟେମେନ ଯୁଦ୍ଧ ତୀବ୍ର। ସାଉଦିର ପ୍ରସିଦ୍ଧ ତୈଳ କମ୍ପାନୀ ଉପରେ ହୁତି ସେନାର ମିଶାଇଲ ବର୍ଷା! ୟେମେନର ହୁଥି (Houthi) ବିଦ୍ରୋହୀଙ୍କ ଦ୍ୱାରା ସାଉଦି ଆରବର ପ୍ରସିଦ୍ଧ ସରକାରୀ ତୈଳ କମ୍ପାନୀ ସାଉଦି ଆରାମକୋ (Saudi Aramco) ର ମୁଖ୍ୟ କାର୍ଯ୍ୟାଳୟ ଏବଂ ତୈଳ ସଂରକ୍ଷଣାଗାର ଉପରେ…

୧୦ ସେକେଣ୍ଡର ଭିଡିଓ ବଢ଼ାଇଲା ରାଜନୈତିକ ଉଷ୍ଣତା: ରାହୁଲ-ଶିବକୁମାରଙ୍କ ଭିଡିଓକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଏକ ଭିଡିଓକୁ ନେଇ ବର୍ତ୍ତମାନ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଏହି ଭିଡିଓ ପ୍ରସଙ୍ଗରେ ବିଜେପି ଆକ୍ରମଣ କରିଥିବାବେଳେ ଡି.କେ. ଶିବକୁମାର ସ୍ପଷ୍ଟୀକରଣ ଦେଇ ଦାବିକୁ ଖାରଜ କରିଛନ୍ତି। ଅକ୍ଟୋବର…

ଅଜରବଇଜାନରେ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନରେ ହିଜାବ ଉପରେ କଟକଣା

ବକୁ : ପ୍ରାୟ ୯୬ ପ୍ରତିଶତ ଜନସଂଖ୍ୟା ମୁସଲମାନ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ମୁସଲମାନ-ବହୁଳ ଦେଶ ଅଜରବଇଜାନରେ ସ୍କୁଲ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ଏବଂ ଧାର୍ମିକ ପୋଷାକ ଉପରେ କଟକଣା ଲଗାଯାଇଛି। ସରକାରଙ୍କ ଏହି ନୂତନ ନିୟମକୁ ନେଇ ବର୍ତ୍ତମାନ ବିଶ୍ୱବ୍ୟାପୀ ଚର୍ଚ୍ଚା ଏବଂ ପ୍ରତିବାଦ…

ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ, ଉପକୃତ ହେବେ ୧,୬୦୮ ପରିବାର

ଭୁବନେଶ୍ୱର: ଆମେ ଏପରି ଏକ ଭୁବନେଶ୍ଵର ଗଢିବାକୁ ଚାହୁଁଛୁ, ଯେଉଁଠି ଗରିବ ପରିବାର ସମ୍ମାନର ସହ ରହି ପାରିବେ, ଶ୍ରମିକ ମାନେ ସୁଲଭ ଅବାସ ପାଇ ପାରିବେ, ଯୁବପିଢି ନିଜ ପ୍ରତିଭା ବିକଶିତ କରିପାରିବେ ଏବଂ ପ୍ରତ୍ୟେକ ନାଗରିକ ସୁସ୍ଥ ଓ ଉନ୍ନତ ଜୀବନଯାପନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ…

ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ କଟକଣା, ୬ ଦିନ ଯାଏଁ ବନ୍ଦ ରହିବ ଏହି ସବୁ ରାସ୍ତା

ଭୁବନେଶ୍ୱର: ଆରମ୍ଭ ହେଲାଣି ନବରାତ୍ର। ଚଳଚଞ୍ଚଳ ପୁରପଲ୍ଲୀଠାରୁ ଆରମ୍ଭ କରି ସହରାଞ୍ଚଳ। ଅକ୍ଟୋବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସହରରେ ଦୂର୍ଗା ପୂଜା ପାଳନ ହେବ। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍ କଟକଣା ଲଗାଯାଇଛି। ଅକ୍ଟୋବର ୧୬ରୁ ୨୧…

ଅଡ଼ୁଆରେ ଅଭିନେତା ଇମ୍ରାନ ଖାନ; ‘ଲୁକ୍ ଆଉଟ୍ ସର୍କୁଲାର୍’ ଜାରି କରିବାକୁ ବିଜେପି ନେତାଙ୍କ ଦାବି

ମୁମ୍ବାଇ: ବିବାଦରେ ଅଭିନେତା ଇମ୍ରାନ ଖାନ। ବିଦେଶ ଯାତ୍ରା ଉପରେ କଟକଣା ଓ LOC ଜାରି ପାଇଁ ଗୃହ ମନ୍ତ୍ରଣାଳୟକୁ ଚିଠି। ମୁମ୍ବାଇ ଆନ୍ଦୋଳନ ପରେ ବଢ଼ିଯାଇଛି ଅଭିନେତା ଇମ୍ରାନ ଖାନଙ୍କ ଅଡ଼ୁଆ। କ୍ରକୋଚ୍ ଜନତା ପାର୍ଟି (CJP) ର ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହେବାକୁ ନେଇ ବଲିଉଡ ଅଭିନେତା…

ନୂଆ IPL ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍, ଦିଲ୍ଲୀ କ୍ୟାପିଟାଲ୍ସରେ ଯୁବରାଜ

ନୂଆଦିଲ୍ଲୀ: ଖେଳପ୍ରେମୀଙ୍କ ପାଇଁ ଖୁସି ଖବର । ନୂଆ ଆଇପିଏଲ ସିଜନ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ଯୁବରାଜ ସିଂହଙ୍କ ଏଂଟ୍ରି । କୋଚିଂ ଷ୍ଟାଫ୍ରେ ଯୋଗଦେଲେ ଯୁବରାଜ । କ୍ୟାରିୟରରେ ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବେ ପ୍ରଶିକ୍ଷକ ଭୂମିକା ନେଇଛନ୍ତି ୟୁଭି । ୧୧ ବର୍ଷ ପରେ ଏହି…