Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏସିଆ କପ୍ ୨୦୨୫ ଫାଇନାଲ: ପାକିସ୍ତାନ ହାତରୁ ମ୍ୟାଚ ଛଡ଼ାଇ ଆଣିଲା ଭାରତ

ମୁମ୍ବାଇ: ଏସିଆ କପ୍ ୨୦୨୫ର ଫାଇନାଲ ମ୍ୟାଚରେ ଭାରତ ପାକିସ୍ତାନକୁ ହରାଇ ନବମ ଥର ପାଇଁ ମ୍ୟାଚ ଜିତିଛି। ଏହି ରୋମାଞ୍ଚକର ମ୍ୟାଚରେ ତିଲକ ବର୍ମାଙ୍କ ଦମଦାର ପାଳି ଭାରତକୁ ବିଜୟୀ କରାଇଛି। ତାଙ୍କର ଅର୍ଦ୍ଧଶତକ ପାକିସ୍ତାନ ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଛି। ପାକିସ୍ତାନ ଭାରତ ଆଗରେ ୧୪୭ ରନର…

ଅସ୍ତ୍ର ଛାଡନ୍ତୁ, ଗୋଟିଏ ବି ଗୁଳି ଫୁଟିବ ନାହିଁ… ନକ୍ସଲ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଅମିତ…

ନୂଆଦିଲ୍ଲୀ: 'ଭାରତ ମନ୍ଥନ' ୨୦୨୫ - 'ନକ୍ସଲ ମୁକ୍ତ ଭାରତ' କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେଇ କହିଥିଲେ ଯେ ଦେଶ ୩୧ ମାର୍ଚ୍ଚ, ୨୦୨୬ ସୁଦ୍ଧା ନକ୍ସଲବାଦ ମୁକ୍ତ ହେବ। ଏଥିସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ମାଓବାଦୀଙ୍କ ଅସ୍ତ୍ରବିରତି ପ୍ରସ୍ତାବକୁ…

Chandi Medhas in Cuttack: ରୌପ୍ୟ ନଗରୀର ଚାନ୍ଦି ମେଢ଼ କ୍ଲବ୍‌ରେ ସାମିଲ ହେଲା ମଠ ସାହିର ମେଢ଼, ବ୍ୟବହାର…

କଟକ: କଟକ ସହର ଯେତିକି ପୁରୁଣା, ଏହାର ଐତିହ୍ୟ ଓ ପରମ୍ପରା ମଧ୍ୟ ସେତିକି ସମୃଦ୍ଧ । ରୌପ୍ୟ ନଗରୀ ସହର କଟକର ରହିଛି ଅନେକ ପରମ୍ପରା । ବିଶେଷକରି ଦଶହରାକୁ ନେଇ ଅନେକ ଇତିହାସ ରହିଛି । ଚାନ୍ଦିମେଢ଼ ଏହାର ଏକ ଜ୍ବଳନ୍ତ ଉଦାହରଣ । ଏପଟେ ଦିନକୁ ଦିନ କଟକ ସହରରେ ଚାନ୍ଦିମେଢ଼ ସଂଖ୍ୟା ବୃଦ୍ଧି…

Bomb Threat: ବିମାନବନ୍ଦର ଏବଂ ସ୍କୁଲଗୁଡ଼ିକୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ମେଲ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ନିରନ୍ତର ବୋମା ଧମକ ପଠାଯାଉଛି। ଏହି ଧାରା ଥମିବାର ନାଁ ଧରୁ ନାହିଁ । ରବିବାର ଦିନ, ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (IGI ବିମାନବନ୍ଦର) ସମେତ ଅନେକ ସ୍କୁଲ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନକୁ ବୋମା ଧମକ ମିଳିଥିଲା। ଏହି ସ୍ଥାନଗୁଡ଼ିକରେ…

ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗୋବିନ୍ଦ ସାହୁ ପରିବାର; ଦେଲେ ପ୍ରତିଶ୍ରୁତି…

ଭୁବନେଶ୍ବର: ପିତାଙ୍କ ହତ୍ୟାକାରୀକୁ ଧରିବା ପାଇଁ ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦାବିପତ୍ର ଦେଲେ ଗୋବିନ୍ଦ ସାହୁଙ୍କ ପତ୍ନୀ ଓ ଝିଅ। ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଗୋବିନ୍ଦ ସାହୁ । ୨୦୨୨ ଡିସେମ୍ବର ୨୦ ତାରିଖରେ କଣ୍ଟାବାଞ୍ଜି…

ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ସଫଳତା ପାଇଲେ ଦୃଷ୍ଟିହୀନ ଶିକ୍ଷକ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଜଣେ ଦୃଷ୍ଟିହୀନ ଶିକ୍ଷକ ମହେଶ ପଣ୍ଡା ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ) ପରୀକ୍ଷା ୨୦୨୩ରେ ୩୦୦ ତମ ସ୍ଥାନ ହାସଲ କରିଛନ୍ତି। ତେବେ ଏହା ତାଙ୍କର ତୃତୀୟ ପ୍ରୟାସ ଥିଲା। ସେ କୋରେଇ ବ୍ଲକର ବଡ଼ ବିରୁହାନ ଗାଁର ବାସିନ୍ଦା ଥିବା ନେଇ ଜଣାପଡ଼ିଛି। ତେବେ ସେ…

Nuapada Bypoll: ଏହି ଦିନ ହେବ ନୂଆପଡ଼ା ଉପନିର୍ବାଚନ…

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ନେଇ ସୂଚନା ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ବିହାର ବିଧାନସଭା ସହ ୭ଟି ରାଜ୍ୟର ୮ଟି ବିଧାନସଭା ଆସନରେ ହେବ ଉପନିର୍ବାଚନ । ୭ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ମଧ୍ୟରେ ଓଡ଼ିଶାର ନୂଆପଡ଼ା ଆସନ ରହିଛି । ରାଜ୍ରେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ…

ଶିକ୍ଷା ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ବଦଳିକୁ ନେଇ ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି…

ଭୁବନେଶ୍ୱର: ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ପରେ ଏବେ ଶିକ୍ଷା ବିଭାଗରେ ଥିବା ଅଧିକାରୀ ଓ କର୍ମଚାରୀ ପାଳି । ଆଗକୁ ଆଉ ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ଦିନ ରହିପାରିବେ ନାହିଁ ଶିକ୍ଷା ବିଭାଗରେ ଥିବା ଅଧିକାରୀମାନେ । ୩ ବର୍ଷରୁ ଅଧିକ ଦିନ ଧରି ଗାଦି ମାଡ଼ି ବସିଥିବା ସମସ୍ତ ଅଧିକାରୀଙ୍କୁ…

ଘରେ ପଶି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

ସୁବର୍ଣ୍ଣପୁର: ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚିନ୍ମୟ କୁମାର ମହାନନ୍ଦଙ୍କୁ ସରକାରୀ ବାସଭବନରେ ପଶି ୬ରୁ ୮ଜଣ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି। ଫଳରେ ଗୁରୁତର ଆହତ ଚିନ୍ମୟ ମହାନନ୍ଦ ଉଲୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଖବରମୁତାବକ,…