Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି, ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ…

ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଧର୍ମମାସ କାର୍ତ୍ତିକର ଶେଷ ଦିନ। ଏହି ଅବସରରେ ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ତଥା ସୁନାବେଶ ଅନୁଷ୍ଠିତ ହେବ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସାନିଧ୍ୟ ଲାଭ ପାଇଁ ଲକ୍ଷାଧିକ ଭକ୍ତଙ୍କ ଆଗମନ…

ପାରାଦୀପ ହେବ ଗ୍ରୀନ ହାଇଡ୍ରୋଜେନ ହବ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ପାରାଦୀପ ଠାରେ ଆୟୋଜିତ କଳିଙ୍ଗ ବାଲିଯାତ୍ରାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳିଙ୍ଗ ବାଲିଯାତ୍ରା ହେଉଛି ଓଡ଼ିଆ ସାଧବ ପୁଅଙ୍କ ସାହସର ପ୍ରତୀକ ଆଉ ସେଇଥିପାଇଁ ପାରାଦୀପ ଆଜି ପୂର୍ବ ଭାରତରେ ବିକାଶର ମୁଖଶାଳା ପାଲଟିଛି…

ଐତିହାସିକ ବାଲିଯାତ୍ରା ପାଇଁ ଟ୍ରାଫିକ କଟକଣା, ଜାଣନ୍ତୁ କେଉଁ ପଟେ ଯାତାୟାତ କରିବେ…

କଟକ: କଟକ ସହରରେ ନଭେମ୍ବର ୫ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ମହାନଦୀ କୂଳରେ ଅନୁଷ୍ଠିତ ହେବାକୁ ଥିବା ବାଲିଯାତ୍ରା ମହୋତ୍ସବରେ ବହୁ ସଂଖ୍ୟକ ଦର୍ଶକ ଏବଂ ଯାନବାହାନ ଭିଡ଼ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି କଟକ ସହରର ବିଭିନ୍ନ ରାସ୍ତାରେ ଯାନବାହାନ ଗୁଡିକର…

Maoist ordnance factory: ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ତିଆରି କାରଖାନା ଧ୍ୱଂସ କଲେ ସୁରକ୍ଷାକର୍ମୀ; ୧୭ ରାଇଫଲ୍…

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସିମାନ୍ତ ସୁକମା ଜିଲ୍ଲାରେ ମାଓବାଦୀଙ୍କ ଏକ ଅସ୍ତ୍ରଶସ୍ତ୍ର ତିଆରି କାରଖାନାକୁ ଧ୍ୱଂସ କରିଛନ୍ତି ସୁରକ୍ଷାକର୍ମୀ । ଜିଲ୍ଲା ପୋଲିସ ବାହିନୀ ଏବଂ DRG (ଜିଲ୍ଲା ରିଜର୍ଭ ଗ୍ରୁପ୍) ର ଏକ ମିଳିତ ଦଳ ଗୋମଗୁଡ଼ା ଅଞ୍ଚଳର ଘନ ଜଙ୍ଗଲରେ ନକ୍ସଲମାନଙ୍କ ଏକ ବେଆଇନ…

ବିଳାସପୁର ଟ୍ରେନ୍‌ ଦୁର୍ଘଟଣାରେ ୧୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଛତିଶଗଡ଼ର ବିଳାସପୁର ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନ୍‌ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବିଲାସପୁର ଜିଲ୍ଲାପାଳ ସଂଜୟ ଅଗ୍ରୱାଲ କହିଛନ୍ତି ମୃତକଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି ।…

ଯୁକ୍ତ ୨ ନାମଲେଖା ଅବଧି ବୃଦ୍ଧି, ସୂଚନା ଦେଲା ସିଏଚଏସଇ…

ଭୁବନେଶ୍ୱର: ବଢ଼ିଲା ଯୁକ୍ତ ୨ ନାମଲେଖା ସମୟ ଅବଧି । ନାମଲେଖା ସମୟ ବଢ଼ିବା ନେଇ ସୂଚନା ଦେଲା CHSE । ବିନା ଜରିମନାରେ ଫର୍ମ ପୂରଣ ତାରିଖ ଆସନ୍ତା ୧୧ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ସେହିପରି ୨୦୦ ଟଙ୍କା ଜରିମାନାରେ ଫର୍ମ ପୁରଣ ତାରିଖ ୧୩ ରୁ ୧୮ ତାରିଖକୁ ବୃଦ୍ଧି କରାଯାଇଥିବା…

ଆଦର୍ଶଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟକୁ ପତ୍ର ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ପଣବନ୍ଦୀ ଥିବା ଜଗତସିଂହପୁର ଜିଲ୍ଲାର ଓଡିଆ ଯୁବକ ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି । ଆଦର୍ଶଙ୍କ ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ…

ଆକ୍ସନ ମୋଡରେ ସୁରକ୍ଷାବାହିନୀ; ୧୦ ଉଗ୍ରବାଦୀ ଗିରଫ, ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ

ଇମ୍ଫାଲ: ମଣିପୁରର ତିନୋଟି ଜିଲ୍ଲାରେ ସୁରକ୍ଷା ବାହିନୀ ଦୁଇଟି ଭିନ୍ନ ଭିନ୍ନ ନିଷିଦ୍ଧ ସଂଗଠନର ଦଶ ଜଣ ଉଗ୍ରବାଦୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମଧ୍ୟ ଜବତ କରିଛନ୍ତି। ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଏହି ଅପରେସନଗୁଡ଼ିକ ଗତ ୨୪ ଘଣ୍ଟା ମଧ୍ୟରେ…

ଯାତ୍ରୀବାହୀ ଟ୍ରେନକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍; ୬ ମୃତ, ହେଲ୍ପ ଲାଇନ ନ° ଜାରି…

ବିଳାସପୁର: ଛତିଶଗଡ଼ର ବିଳାସପୁର ନିକଟରେ ମଙ୍ଗଳବାର ଦିନ ଏକ ଯାତ୍ରୀବାହୀ ଟ୍ରେନ୍ ସହ ଏକ ମାଲବାହୀ ଟ୍ରେନ୍ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ଗେଭରା ରୋଡ୍ ରୁ ବିଳାସପୁର ଯାଉଥିବା ମେମୁ ଲୋକାଲ୍ ଟ୍ରେନ୍ ନଂ ୬୮୭୩୩ ଗାଟୋରା…

‘ଜଳ ପରିଚାଳନା’ ବର୍ଗରେ ଏଏମ୍ /ଏନ୍ଏସ୍ ଇଣ୍ଡିଆକୁ “ଆଉଟଷ୍ଟାଣ୍ଡିଂ ଚାମ୍ପିଅନ”…

ଭୁବନେଶ୍ୱର: ୧୯ତମ ଏକ୍ସେଡ୍ ପରିବେଶ ପୁରସ୍କାର-୨୦୨୫ରେ ଇସ୍ପାତ କ୍ଷେତ୍ର ଅଧୀନରେ 'ଜଳ ପରିଚାଳନା' ବର୍ଗରେ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ)ର ଓଡ଼ିଶା ଅପରେସନ୍ ସମ୍ମାନଜନକ 'ଚାମ୍ପିଅନ୍ (ଆଉଟଷ୍ଟାଣ୍ଡିଂ) ପୁରସ୍କାର ହାସଲ କରିଛି । ଏହି ସ୍ୱୀକୃତି ସ୍ଥାୟୀ…