Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Bhubaneswar Club President: “ଭୋଟ୍ ଫର ଚେଞ୍ଜ” ନାରା ହେଲା ସଫଳ: ଭୁବନେଶ୍ବର କ୍ଲବ ସଭାପତି ହେଲେ ପ୍ରଦୀପ ଜେନା

ଭୁବନେଶ୍ବର: ଭୁବନେଶ୍ବର କ୍ଲବ ନିର୍ବାଚନରେ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମହାଲଢ଼େଇର ଆସିଲା ଫଳାଫଳ । ପ୍ରଦୀପ ଜେନା ଅସିତ ତ୍ରିପାଠୀଙ୍କୁ ପରାସ୍ତ କରି ନୂତନ ସଭାପତି ହେଲେ । ଲଳିତ ଦାସ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି, ପ୍ରଗତି କୁମାର ମହାନ୍ତି ଏବଂ ସମ୍ବିତ ମହାନ୍ତି…

ସ୍ବର୍ଗତ ଢୋଲକିଆଙ୍କ ରାଜନୈତିକ ପ୍ରତିଦ୍ବନ୍ଦୀ ଥାଇପାରନ୍ତି, କିନ୍ତୁ ରାଜନୈତିକ ଶତ୍ରୁ ନଥିଲେ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ନୂଆପଡାର ପୂର୍ବତନ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦାନ କରିଛନ୍ତି। ସ୍ୱର୍ଗତ ବିଧାୟକଙ୍କ ସ୍ମୃତି ଚାରଣ କରି ସେ କହିଲେ ଯେ ସେ ତାଙ୍କର ଜଣେ ଉତ୍ତମ…

PM Modi Speech: ‘ପ୍ରତ୍ୟେକ ଘର ଏବଂ ଦୋକାନକୁ ସ୍ୱଦେଶୀର ପ୍ରତୀକ କରନ୍ତୁ’, GST ସଞ୍ଚୟ ଉତ୍ସବ ପାଳନ…

ନୂଆଦିଲ୍ଲୀ: ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । GST ସଂସ୍କାର ନେଇ ଦେଲେ ବଡ଼ ସୂଚନା । କାଲିଠାରୁ ଗରିବ ଓ ମଧ୍ୟମ ବର୍ଗ ଲୋକେ ଉପକୃତ ହେବେ । ଏହା ଭାରତର ବିକାଶକୁ ଆହୁରି ଅଧିକ ତ୍ବରାନ୍ବିତ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦେଶବାସୀଙ୍କୁ…

ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ୨୬୪୪ଟି ଆବେଦନ ପଞ୍ଜିକୃତ

ପୁରୀ: ଆଉ କିଛି ଦିନ ପରେ ଆମ୍ଭ ହେବ ପବିତ୍ର କାର୍ତ୍ତିକ ମାସ । ଏହି ସମୟରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ପୁରୀରେ ଲାଗିବ ହବିଷ୍ୟାଳୀଙ୍କ ପ୍ରବଳ ଭିଡ । ଏହି ପ୍ରରିପେକ୍ଷୀରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ପ୍ରଶାସନ ପାଖରେ ୨୬୪୪ଟି ଆବେଦନ ପଞ୍ଜିକୃତ ହୋଇଛି । ଆଉ…

ଭୋଟ ଚୋର ଗାଦି ଛାଡ଼ ପାଇଁ କଂଗ୍ରେସ ପକ୍ଷରୁ ସ୍ୱାକ୍ଷର କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ପରାମର୍ଶକ୍ରମେ ଓଡ଼ିଶା ପ୍ରଦେଶ ଅନୁସୂଚିତ ଜାତି ବିଭାଗ ଆଜି କଂଗ୍ରେସ ଭବନ ଠାରେ ଦସ୍ତଖତ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି । ସଂସଦର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଉଠାଇଥିବା ଭୋଟ ଚୋର ଗାଦି ଛାଡ଼ ବିଷୟକୁ ଓଡ଼ିଶାର…

୧୨୫ ପୋଲିସ ହୋମଗାର୍ଡ ପଦବୀ ପାଇଁ ପରୀକ୍ଷା ଦେଲେ ୫ ହଜାର ୬୯୦ ପରୀକ୍ଷାର୍ଥୀ

କୋରାପୁଟ: କୋରାପୁଟ ଲାଣ୍ଡିଗୁଡ଼ାସ୍ଥିତ ଡିଏଭି ସରକାରୀ ମହାବିଦ୍ୟାଳୟଠାରେ ଆଜି ୧୨୫ଟି ହୋମଗାର୍ଡ ପଦବୀ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଡିଏଭି ମହାବିଦ୍ୟାଳୟ ପଡିଆରେ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିଲା ଲିଖିତ ପରୀକ୍ଷା । ଗ୍ରାଜୁଏଟ ଆଉ ପୋଷ୍ଟ ଗ୍ରାଜୁଏଟ କରିଥିବା ଯୁବକ…

‘ମାଉଣ୍ଟ କିଲିମାଞ୍ଜାରୋ’ରେ ଓଡ଼ିଶା ଯୁବକ; ତ୍ରିରଙ୍ଗା ସହ ଉଡାଇଲେ ମା’ ସମଲେଶ୍ୱରୀଙ୍କ ପତାକା

ବରଗଡ଼: ବରଗଡ଼ର ଜଣେ ୨୯ ବର୍ଷୀୟ ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ଆଫ୍ରିକାର ସର୍ବୋଚ୍ଚ ଶିଖର ମାଉଣ୍ଟ କିଲିମାଞ୍ଜାରୋ ଆରୋହଣ କରି ଇତିହାସ ରଚିଛନ୍ତି। ଅତାବିରା ବ୍ଲକର କୁଲିତା ଟୁକୁରା ଗ୍ରାମର ଜଣେ ଚାଷୀ ପୁଅ ଆଶୀର୍ବାଦ ମହାପାତ୍ର ୫,୮୯୫ ମିଟର ଶିଖରରେ ପହଞ୍ଚିବା ପରେ ତ୍ରିରଙ୍ଗା ଏବଂ…

Bagram air base:’ଆଗାମୀ ୨୦ ବର୍ଷ ପାଇଁ ଆମେରିକା ସହିତ ଲଢ଼ିବାକୁ ପ୍ରସ୍ତୁତ’

କାବୁଲ: ଆଫଗାନ ଅଧିକାରୀମାନେ ବଗରାମ ଏୟାରବେସ୍ କୁ ପୁନଃ ଦଖଲ କରିବା ପାଇଁ ଆମେରିକାର ଧମକକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଥିସହ ଜୋର ଦେଇଛନ୍ତି ଯେ ସେଠାରେ ବିଦେଶୀ ସାମରିକ ଉପସ୍ଥିତି ପୁନଃସ୍ଥାପିତ କରିବାର ଯେକୌଣସି ପ୍ରୟାସକୁ ଦୃଢ଼ ବିରୋଧ କରାଯିବ। ଗୁଇନ୍ଦା…

୨୫ରେ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା; ଏସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ପୁଣି ଆଉ ୩ଟି ଲଘୁଚାପ ଆସୁଥିବାବେଳେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି, କାରଣ, ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମିଆଁମାର ଉପକୂଳ ଉପରେ ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଏକ…

Trump’s Nobel Peace Prize Claims: ଟ୍ରମ୍ପଙ୍କ ନୋବେଲ୍ ଆଶା, ପୁଣି କଲେ ଦାବି…କହିଲେ, ‘୭ଟି ଯୁଦ୍ଧ ଶେଷ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଶେଷ କରିଛନ୍ତି। ସେ ତାଙ୍କର ଦାବିକୁ ପୁନରାବୃତ୍ତି କରିଛନ୍ତି ଯେ ସେ ଏହି ବର୍ଷ ଆରମ୍ଭରେ ବାଣିଜ୍ୟ ମାଧ୍ୟମରେ ଭାରତ-ପାକିସ୍ତାନ ବିବାଦର ସମାଧାନ କରିଥିଲେ। ସେ…