Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୨୫ରେ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା; ଏସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ପୁଣି ଆଉ ୩ଟି ଲଘୁଚାପ ଆସୁଥିବାବେଳେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି, କାରଣ, ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମିଆଁମାର ଉପକୂଳ ଉପରେ ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଏକ…

Trump’s Nobel Peace Prize Claims: ଟ୍ରମ୍ପଙ୍କ ନୋବେଲ୍ ଆଶା, ପୁଣି କଲେ ଦାବି…କହିଲେ, ‘୭ଟି ଯୁଦ୍ଧ ଶେଷ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଶେଷ କରିଛନ୍ତି। ସେ ତାଙ୍କର ଦାବିକୁ ପୁନରାବୃତ୍ତି କରିଛନ୍ତି ଯେ ସେ ଏହି ବର୍ଷ ଆରମ୍ଭରେ ବାଣିଜ୍ୟ ମାଧ୍ୟମରେ ଭାରତ-ପାକିସ୍ତାନ ବିବାଦର ସମାଧାନ କରିଥିଲେ। ସେ…

Bihar Adhikar Yatra: ପୁଣି ତେଜସ୍ୱୀଙ୍କ ରାଲିରେ ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ଆରଜେଡି…

ପାଟନା: ଶନିବାର, ବିହାର ଅଧିକାର ଯାତ୍ରାର ଶେଷ ଦିନରେ, RJD ନେତା ତେଜସ୍ୱୀ ଯାଦବଙ୍କ ଦ୍ୱାରା ଆୟୋଜିତ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ଭାଷା ଶୁଣିବାକୁ ମିଳିଥିଲା । ମହୁଆରେ ତେଜସ୍ୱୀ ଯାଦବଙ୍କ ରାଲି ସମୟରେ, ମଞ୍ଚ ତଳୁ ପ୍ରଧାନମନ୍ତ୍ରୀ ମୋଦିଙ୍କ…

Trump warns Afghanistan: ଘନାଇଲାଣି ଆଉ ଏକ ଯୁଦ୍ଧ ଆଶଙ୍କା!, ତାଲିବାନକୁ ଟ୍ରମ୍ପଙ୍କ ଧମକ, ‘ବହୁତ ଖରାପ…

ନୂଆଦିଲ୍ଲୀ: ଆଜି ବିଶ୍ୱର ଅନେକ ସ୍ଥାନରେ ହିଂସା ଏବଂ ଯୁଦ୍ଧ ଜାରି ରହିଛି। ସୁଦାନରୁ ଆରମ୍ଭ କରି ମଧ୍ୟପ୍ରାଚ୍ୟରୁ ରୁଷ ଏବଂ ୟୁକ୍ରେନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଥିବା ବେଳେ, ଆଉ ଏକ ଦକ୍ଷିଣ ଏସୀୟ ଦେଶ ଏବେ କ୍ରସଫାୟାରରେ ଫସିପାରେ । ଆଉ ଏହା ପଛରେ ଯୁଦ୍ଧ ରୋକିବା ନେଇ ସବୁ ବେଳେ ଦାବି…

ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ, ୧୦ରୁ ଉର୍ଦ୍ଧ୍ୱ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଜିଆଁକଟା ଗାଁରେ ଅଘଟଣ । ଗାଁରେ ଥିବା ଏକ ବାଣ ଗୋଦାମରେ ବଡ଼ଧରଣର ବିସ୍ଫୋରଣ ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁରୁଣାକଟକ ଗୋଷ୍ଠୀ…

Namo Yuva Run: “ମୋ ସାଙ୍ଗେ ଚା’ ଟିକେ ପିଇବନି…”, ‘ନମୋ ଯୁବ ଦୌଡ଼’ କାର୍ଯ୍ୟକ୍ରମ ବେଳେ ଚା’ ଷ୍ଟଲରେ ଅଟକି…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଭୁବନେଶ୍ବର ସହରରେ ‘ନମୋ ଯୁବ ଦୌଡ଼’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ମେଫେୟାର ଛକ ନିକଟରେ ଥିବା ଲୋକପ୍ରିୟ ଅର୍ଜୁନ ଟି ଷ୍ଟଲରେ କିଛି ସମୟ ଚାଏ ପେ ଚର୍ଚ୍ଚା କରିଥିଲେ । ସେଠି ଉପସ୍ଥିତ ଥିବା ସାଧାରଣ ଲୋକଙ୍କ ସହ ବି କଥା…

ନୂଆପଡ଼ା ଉପନିର୍ବାଚନକୁ ନେଇ ବିଜେପି ରାଜ୍ୟ ସଭାପତିଙ୍କ ବଡ ଭବିଷ୍ୟବାଣୀ

ଭୁବନେଶ୍ୱର: ଆଜି ପବିତ୍ର ମହାଳୟ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ଧବଳମୁଖୀ ବେଶ ଦର୍ଶନ କରିବାକୁ ସମ୍ବଲପୁରରେ ପହଞ୍ଚିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ସମୟରେ ମନମୋହନ ନୂଆପଡ଼ା ଉପନିର୍ବାଚନକୁ ନେଇ ଏକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,…

PM Narendra Modi: ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି…କିଛି ବଡ ଘୋଷଣା କରିବେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ସନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହି ସମୟ ମଧ୍ୟରେ ସେ ଏକ ବଡ଼ ଘୋଷଣା କରିପାରନ୍ତି। ତଥାପି, ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କେଉଁ ବିଷୟ ଉପରେ ସମ୍ବୋଧିତ କରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରଧାନମନ୍ତ୍ରୀ…

BCCI President: ସାମ୍ନାକୁ ଆସିଲା ବିସିସିଆଇ ସଭାପତି ପଦ ପାଇଁ ଏହି ବ୍ୟକ୍ତିଙ୍କ ନାଁ…ଥରେ ହେଲେ ବି ଖେଳିନାହାନ୍ତି…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ନୂତନ ସଭାପତିଙ୍କ ନାମ ସେପ୍ଟେମ୍ବର ୨୮ ତାରିଖରେ, BCCIର ବାର୍ଷିକ ସାଧାରଣ ବୈଠକ ଦିନ ଘୋଷଣା କରାଯିବ। ବର୍ତ୍ତମାନ, ସମସ୍ତଙ୍କ ନଜର BCCIର ନୂତନ ସଭାପତି ଭାବରେ କାହାକୁ ନିଯୁକ୍ତ କରାଯିବ ତାହା ଉପରେ ରହିଛି। ଏହାରି ଭିତରେ ଶନିବାର…

India-Pakistan clash in Asia Cup: ସୁପର ସଣ୍ଡେରେ ପୁଣି ମଇଦାନକୁ ଓହ୍ଲାଇବେ ଭାରତ-ପାକିସ୍ତାନ, ମାତ୍ ଦେବାକୁ…

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୪ର ବିବାଦ ପରେ ପୁଣି ମଇଦାନରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଶେଷ ସାକ୍ଷାତର ମାତ୍ର ଆଠ ଦିନ ପରେ ଏସିଆ କପରେ ଆଉ ଏକ ଭାରତ-ପାକିସ୍ତାନ ମୁକାବିଲା ଆଜି ସୁପର ସଣ୍ଡେରେ ହେବାକୁ ଯାଉଛି । ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ପାଇଁ ଉତ୍ତେଜନାପୂର୍ଣ୍ଣ…