Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Gujarat New Cabinet: ହର୍ଷ ସାଂଘଭି କିଏ?, ଗୁଜୁରାଟରେ ଭୂପେନ୍ଦ୍ର ପଟେଲଙ୍କ ନୂତନ କ୍ୟାବିନେଟରେ ବନିଲେ ଯୁବ…

ଗାନ୍ଧୀନଗର: ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ନୂତନ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ଶୁକ୍ରବାର ଶେଷ ହୋଇଛି । ମୋଟ ୧୯ ଜଣ ନୂତନ ମନ୍ତ୍ରୀ ଶପଥ ନେଇଛନ୍ତି । ଗୋଟିଏ ଦିନ ପୂର୍ବରୁ, ଗୁରୁବାର, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ଛାଡ଼ି ସମସ୍ତ ୧୨ ମନ୍ତ୍ରୀ ନୂତନ…

ବ୍ରାଉନ ସୁଗର ଡିଲ୍‌ ବେଳେ ମାଡ଼ି ବସିଲା ସ୍ପେସାଲ କ୍ରାଇମ୍ ୟୁନିଟ୍, ୩ ଗିରଫ

ଭୁବନେଶ୍ବର: ବ୍ରାଉନ ସୁଗର ଡିଲ୍‌ ବେଳେ ମାଡ଼ି ବସିଲା ସ୍ପେସାଲ କ୍ରାଇମ୍ ୟୁନିଟ୍। ୫୫୬ ଗ୍ରାମ୍ ବ୍ରାଉନସୁଗାର ଜବତ ସହ ୩ ଗିରଫ। ଖୋର୍ଦ୍ଧାର ଜଣେ ମହିଳା ଓ ନିମାପଡ଼ାର ୨ ଯୁବକ ଗିରଫ। ଦାମୀ କାର୍‌ରେ ଚାଲାଣ ବେଳେ ଖୋର୍ଦ୍ଧାରୁ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍‌। ନଗଦ ୫ ଲକ୍ଷ ୧୦ ହଜାର…

ଖୁବଶୀଘ୍ର ହେବ ଯୁକ୍ତ ଦୁଇ ପରୀକ୍ଷା, ଜାଣନ୍ତୁ କେବେ ମିଳିବ ଆଡମିଟ୍ କାର୍ଡ

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଫେବ୍ରୁଆରୀ ୧୫ରୁ ୨୫ ମଧ୍ୟରେ ଯେକୌଣସି ତାରିଖରେ ଆରମ୍ଭ ହେବ ପରୀକ୍ଷା। ଏନେଇ ସୂଚନା ଦେଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ…

୪ କିଲୋ ୭୯୫ ଗ୍ରାମ ଓଜନର ୨ଟି ହାତୀ ଦାନ୍ତ ଜବତ, ୨ ଅଭିଯୁକ୍ତ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକରୁ ୪ କିଲୋ ୭୯୫ ଗ୍ରାମ ଓଜନର ଦୁଇଟି ହାତୀ ଦାନ୍ତ ଜବତ କଲା ଏସଟିଏଫ୍ । ଡିଲ୍ ଚାଲିଥିବା ବେଳେ ଚଢାଉ କରି ଏଥିରେ ସଂପୃକ୍ତ ଥିବା ୨ ଅଭିଯୁକ୍ତ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଚନ୍ଦନ ମହାପାତ୍ର ଓ ଶରତ ଖଟେଇ । ଏନେଇ ସୂଚନା ଦେଲେ…

ଭାରତର ବ୍ରହ୍ମାସ୍ତ୍ର ପ୍ରସ୍ତୁତ…ନାସିକରେ ପ୍ରଥମ ଥର ପାଇଁ ଉଡାଣ ଭରିଲା Tejas Mk-1A ଲଢ଼ୁଆ ବିମାନ…

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ନାସିକରେ ହିନ୍ଦୁସ୍ତାନ ଏରୋନଟିକ୍ସର ନୂତନ ଉତ୍ପାଦନ ସୁବିଧାରୁ ତେଜସ୍ LCA MK-1A ଲଢ଼ୁଆ ବିମାନ ଉଦ୍ଘାଟନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ "LCA MK-1A ର ତୃତୀୟ ଉତ୍ପାଦନ ଲାଇନ" ଏବଂ "HTT-40 ବିମାନର ଦ୍ୱିତୀୟ ଉତ୍ପାଦନ…

ଡିଭାଇଡର ଉପରେ ଚଢିଗଲା କାର୍, ୩ ମୃତ

ବରଗଡ଼: ଡିଭାଇଡର ଉପରେ ଚଢିଗଲା କାର୍, ୩ ଜଣଙ୍କ ମୃତ୍ୟୁ ହୋଇଛି। ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବରଗଡ଼ ଭଟଲି ଛକ ଓଭର ବ୍ରିଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ମାଡ଼ିଗଲା କାର୍।…

Odisha Police: ମାଓବାଦୀ ଧରାନ୍ତୁ,ପୁରସ୍କାର ପାଆନ୍ତୁ; ସୂଚନା ଦେବା ପାଇଁ ଏହି ନଂରେ…

ବୌଦ୍ଧ : ବୌଦ୍ଧ ଜିଲାରେ ମାଓବାଦୀ ଧରାଇବା ପାଇଁ ପୋଷ୍ଟର ମାରି ପୁରସ୍କାର ଘୋଷଣା କରିଛି ପୋଲିସ। ହାଡ଼କୋର ମାଓବାଦୀଙ୍କୁ ଧରାନ୍ତୁ, ପୁରସ୍କାର ପାଆନ୍ତୁ ଏଭଳି କିଛି ପୋଷ୍ଟରରେ ଲେଖାହୋଇଛି। ଜିଲ୍ଲା ପୋଲିସ ପକ୍ଷରୁ ପୋଷ୍ଟର ଲଗାଇଥିବା ସୂଚନା । ୧୦ ମାଓବାଦଙ୍କ ପାଇଁ ୪ କୋଟି ୩୦ ଲକ୍ଷ ଟଙ୍କା…

Europe Russia Third World War: ତୃତୀୟ ବିଶ୍ବଯୁଦ୍ଧ ପ୍ରସ୍ତୁତିରେ ୟୁରୋପ…

ନୂଆଦିଲ୍ଲୀ: ୟୁକ୍ରେନରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଚାଲିଥିବା ଯୁଦ୍ଧ ମଧ୍ୟରେ, ୟୁରୋପ ତୃତୀୟ ବିଶ୍ୱଯୁଦ୍ଧର ବିପଦ ବିରୁଦ୍ଧରେ ପ୍ରସ୍ତୁତି ଆରମ୍ଭ କରିଛି। ମସ୍କୋର ବାରମ୍ବାର ବିମାନ ଆକ୍ରମଣ ସୁରକ୍ଷା ବିପଦ ସୃଷ୍ଟି କରିବା ପରେ, ୟୁରୋପ ଏକ ଅବିଶ୍ୱସନୀୟ ଯୋଜନା ବିକଶିତ କରିଛି,…

Trump-Putin To Meet: ଗାଜା ପରେ, ଏବେ ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବେ ଟ୍ରମ୍ପ; ହଙ୍ଗେରୀରେ ପୁଟିନଙ୍କ ସହ ହେବ…

ନୂଆଦିଲ୍ଲୀ: ଗାଜାରେ ଯୁଦ୍ଧବିରତି ଦ୍ୱାରା ଉତ୍ସାହିତ ହୋଇ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ଉପରେ କାମ କରୁଛନ୍ତି। ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକିଙ୍କ ସହ ସାକ୍ଷାତ କରିବାର ଗୋଟିଏ ଦିନ ପୂର୍ବରୁ, ଟ୍ରମ୍ପ ରୁଷ ରାଷ୍ଟ୍ରପତି ଭ୍ଲାଦିମିର…

Gujarat Cabinet: ଗୁଜୁରାଟର ନୂଆ ମନ୍ତ୍ରୀମଣ୍ଡଳ: ପ୍ରକାଶ ପାଇଲା ୨୫ ନୂଆ ମନ୍ତ୍ରୀଙ୍କ ନାମ, ମନ୍ତ୍ରୀ ହେଲେ…

ଗାନ୍ଧୀନଗର: ଗୁଜରାଟ ସରକାରରେ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ନୂତନ ମନ୍ତ୍ରୀଙ୍କ ତାଲିକା ପ୍ରଦାନ କରିଛନ୍ତି। ଗୁଜରାଟରେ ୨୫ ଜଣ ନୂତନ ମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇଛି। ଯେଉଁଥିରେ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ…