Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

GST exemption:’କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ସାମଗ୍ରୀ ଉପରୁ ସମ୍ପୂର୍ଣ୍ଣ ଜିଏସଟି ଛାଡ଼ ହେଉ’

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ପୂର୍ବରୁ ପ୍ରଚଳିତ ହୋଇ ଆସୁଥିବା ଜିଏସଟି ସ୍ଲାବ୍ରରେ ପରିବର୍ତ୍ତନ ଆଣିବା ପରେ, କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ଜିନିଷ ଉପରୁ ସମ୍ପୂର୍ଣ୍ଣ ଜିଏସଟି ଛାଡ଼ ଦାବି ଗ୍ରହଣ କରାଯାଇ ନଥିବାରୁ, ବିଜୁ ଜନତା ଦଳ କ୍ଷୋଭ ପ୍ରକାଶ କରିଛି । ଏହାଛଡା ନୂତନ ସ୍ଲାବ…

Anganwadi worker: ଅଙ୍ଗନବାଡ଼ି ଦିଦିଙ୍କ ୪ ଭିନ୍ନ ଜନ୍ମ ତାରିଖ; ଏବେ ଚାକିରିରୁ ବିଦା …

ମୟୂରଭଞ୍ଜ: ଜଣେ ମହିଳାଙ୍କର ୪ଟି ଭିନ୍ନ ଜନ୍ମ ତାରିଖ । ଭିନ୍ନ ଭିନ୍ନ ଜନ୍ମ ତାରିଖ ପାଇଁ ଚାକିରିରୁ ଅଙ୍ଗନବାଡ଼ି ଦିଦି ବିଦା ହେଲେ । ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଦେବାନବାହାଳୀ-୨ ଅଙ୍ଗନଓ୍ବାଡ଼ିର ଦିଦିଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ତାଙ୍କର ନାଁ ହେଲା ସୁମି ସିଂ ଶମ୍ବୁରାଇ।…

Subhadra Money: ଏହିମାନେ ଆଉ ପାଇବେନି ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ସୁଭଦ୍ରା ହିତାଧିକାରୀଙ୍କୁ ନେଇ ଖୋଳତାଡ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । କଟିଥିବା ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ବଡ ପଦକ୍ଷେପ ନିଆଯିବ । କିପରିଭାବେ ଯୋଗ୍ୟଙ୍କୁ ସାମିଲ କରାଯିବ ଏବଂ ଅଯୋଗ୍ୟଙ୍କୁ ଏଥିରୁ ବାତିଲ କରାଯିବ ସେଥିପାଇଁ ସରକାର ତତ୍ପରତା ଦେଖାଇଛନ୍ତି ।…

Dura Puja: ଦୁର୍ଗାପୂଜା ପୂର୍ବରୁ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, କଟକର ୬ଟି ସ୍ଥାନରେ ସୁଉଚ୍ଚ ତୋରଣ ପାଇଁ ଅନୁମତି

କଟକ: ଦୁର୍ଗାପୂଜା ପୂର୍ବରୁ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି। କଟକର ୬ଟି ସ୍ଥାନରେ ସୁଉଚ୍ଚ ତୋରଣ ପାଇଁ ଦିଆଗଲା ଅନୁମତି। ରାଣୀହାଟ, ଚାନ୍ଦିନୀଚୌକ, ବାଦାମବାଡ଼ି ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ। ସେହିପରି ଖାନ୍‌ନଗର, ମାଲଗୋଦାମ, ଶିଖରପୁର ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଦୁଇଟି…

Puja Melody: ଏଥର ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟ ମନା, ଦିଆଯିବ ନିଶାମୁକ୍ତ ବାର୍ତ୍ତା

ଭୁବ‌ନେଶ୍ବର: ଆରମ୍ଭ ହେଲାଣି ପାର୍ବଣ ଋତୁ। ଆଉ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଶାସନ। ଚଳିତ ବର୍ଷ ପୂଜାରେ ପ୍ରଶାସନ ପକ୍ଷରୁ କଡ଼ାକଡ଼ି କରାଯାଇଛି। ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ୍ ପୋଲିସ। ଲୋକଙ୍କ ସୁରକ୍ଷା ପୋଲିସର ପ୍ରାଥମିକତା କହିଲେ କମିସନର ।ଏଥର ପୂଜା…

Anganwadi In Schools: ଏବେ ସବୁ ଅଙ୍ଗନବାଡି ସ୍କୁଲ୍‌ରେ ସାମିଲ୍‌ ସମ୍ଭବ ନୁହେଁ: ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲ୍‌ରେ ଅଙ୍ଗନବାଡି ସାମିଲ ନେଇ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ଦେଇଛନ୍ତି ପ୍ରତିକ୍ରିୟା। ମନ୍ତ୍ରୀ କହିଛନ୍ତି, ‘ଶିଶୁବାଟିକା ୩କୁ ସ୍କୁଲ୍‌ରେ ସାମିଲ କରାଯାଇଛି। ଏବେ ବି ଶିଶୁବାଟିକା ୧ ଓ ୨ ଅଙ୍ଗନବାଡ଼ି କେନ୍ଦ୍ରରେ ଅଛି। ବର୍ତ୍ତମାନ ସବୁ ଅଙ୍ଗନବାଡି ବନ୍ଦ କରି…

US top court: ‘ୟୁକ୍ରେନ ଶାନ୍ତି ପାଇଁ ଭାରତ ଉପରେ ଶୁଳ୍କ ଜରୁରୀ…’, କୋର୍ଟରେ ଯୁକ୍ତି ବାଢିଲେ…

ନୂଆଦିଲ୍ଲୀ: ଆମେରିକାରେ ସୁପ୍ରିମକୋର୍ଟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶୁଳ୍କ ଆତଙ୍କ, ଟ୍ରମ୍ପଙ୍କ ଟିମ ଯୁକ୍ତି ବାଢିଲେ ଯେ ୟୁକ୍ରେନରେ ଶାନ୍ତି ଆଣିବା ପାଇଁ ଭାରତ ଉପରେ ଶୁଳ୍କ ଚାପ ଜରୁରୀ । ତେବେ ସମ୍ପ୍ରତି, ଆମେରିକା ଭାରତ ସମେତ ଅନେକ ଦେଶ ଉପରେ ଭାରୀ ଶୁଳ୍କ ଲଗାଇଛନ୍ତି । ଟ୍ରମ୍ପଙ୍କ…

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା NIRF ରାଙ୍କିଂ ତାଲିକା, ଶୀର୍ଷରେ IIT ମାଡ୍ରାସ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା NIRF ରାଙ୍କିଂ ତାଲିକା। NIRF ରାଙ୍କିଂ ତାଲିକାର ଶୀର୍ଷରେ IIT ମାଡ୍ରାସ। ସାମଗ୍ରିକ ପ୍ରତିଷ୍ଠାନ ତାଲିକାର ଶୀର୍ଷରେ IIT ମାଡ୍ରାସ ସ୍ଥାନ ପାଇଛି। ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆଜି ଜାତୀୟ ପ୍ରତିଷ୍ଠାନ ରାଙ୍କିଂ…

Trump-Putin: ଚୀନରୁ ବିଦାୟ ନେଉ ନେଉ ଟ୍ରମ୍ପଙ୍କୁ ଶିଷ୍ଟାଚାର ଶିଖାଇଗଲେ ପୁଟିନ୍, କହିଲେ,’ଭାରତ-ଚୀନ୍…

ନୂଆଦିଲ୍ଲୀ: ଚୀନରେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ଏବଂ ସାମରିକ ପରେଡରେ ଯୋଗ ଦେବା ପରେ ଏବେ ରୁଷକୁ ଫେରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ହେଲେ ପରେଡରେ ଯୋଗ ଦେବା ପରେ ସାମ୍ବାଦିକଙ୍କ ସହ ବହୁତ ସମୟ ଆଲୋଚନା କରିଥିଲେ ପୁଟିନ୍ । ବିଶ୍ବ ରାଜନୀତିର ବିଭିନ୍ନ…

Shree Jagannatha Temple: ପୁଣି ଭାଇରାଲ୍ ହେଲା ଶ୍ରୀଜଗନ୍ନାଥ ମନ୍ଦିର ପରିସର ଫଟୋ

ପୁରୀ:କଟକଣାକୁ କରାଯାଉଛି ବେଖାତିର । କଡା ଚେକିଂ ସତ୍ତ୍ବେ ଶ୍ରୀଜଗନ୍ନାଥ ମନ୍ଦିର ପରିସର ଫଟୋ ଉଠିଛି ଓ ଶ୍ରୀମନ୍ଦିର ଭିତର ଫଟୋ ପୁଣି ଭାଇରାଲ ହୋଇଛି । ଶ୍ରୀମନ୍ଦିର ଭିତରରେ ଯୁବକ ଜଣକ ନିଜର ଫଟୋ ଉଠେଇଛନ୍ତି ଓ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି । ମହାରାଷ୍ଟ୍ର ବୈଭବ ଦୂର ପାଟିଲ…