Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Putin, Xi’s Conversation: ୧୫୦ ବର୍ଷ ବଞ୍ଚିବ ମଣିଷ?, ପୁଟିନ ଏବଂ ଜିନପିଙ୍ଗ ହେଉଥିଲେ କଥା….କଏଦ୍ କଲା ହଟ୍…

ନୂଆଦିଲ୍ଲୀ: ବୁଧବାର ଦିନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କାନ୍ଧରେ କାନ୍ଧ ମିଶାଇ ଚାଲିବା ସମୟରେ, ଏକ ହଟ୍ ମାଇକ୍ ସେମାନଙ୍କୁ ଅଙ୍ଗ ପ୍ରତିରୋପଣ ଏବଂ ମଣିଷ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବା ସମ୍ଭାବନା ଉପରେ ଆଲୋଚନା କରୁଥିବାର କଏଦ କରିଥିଲା।…

Naxal Encounter: ନକ୍ସଲ କମାଣ୍ଡର ସହ ଗୁଳି ବିନିମୟ, ୨ ଯବାନ ସହିଦ, ଜଣେ ଗୁରୁତର

ରାଞ୍ଚି: ବୁଧବାର ବିଳମ୍ବିତ ରାତିରେ ପାଲାମୁ (Palamu)ଜିଲ୍ଲାର ମାନତୁ ଥାନା ଅଞ୍ଚଳର କେଦଲ ଜଙ୍ଗଲରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ (Naxal Encounter) ହୋଇଥିଲା। ଏହି ସମୟରେ ପାଲାମୁ ପୋଲିସର ଦୁଇ ସାହସୀ ଯବାନ ସୁନୀଲ ରାମ ଏବଂ ସାନ୍ତାନ ମେହେଟା ସହିଦ ହୋଇଛନ୍ତି ଓ ଜିଲ୍ଲା…

Low pressure rainfall : ସାରା ରାଜ୍ୟରେ ବର୍ଷା ସମ୍ଭାବନା; ଆଜି ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର:ଲଘୁଚାପ ପ୍ରଭାବ(Low pressure)ରେ ଆସନ୍ତା ୭ ତାରିଖ ଯାଏଁ ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି ହୋଇଛି। ସୂଚନାଥାଉକି ଆଜି ସାରା ରାଜ୍ୟରେ ବର୍ଷା ସମ୍ଭାବନା ଥିବାବେଳେ, ପ୍ରବଳ ବର୍ଷା ପାଇଁ ରାଜ୍ୟରେ ୩ ଜିଲ୍ଲା ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରକୁ ୟେଲୋ ୱାର୍ଣ୍ଣିଂ…

MBBS seats: ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି ଭୁବନେଶ୍ବର

ଭୁବନେଶ୍ବର: ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ କ୍ୟାମ୍ପସ-୨ରେ ଚଳିତ ଶିକ୍ଷାବର୍ଷରୁ ଏମବିବିଏସ୍ ପାଠ୍ୟକ୍ରମ ନିମନ୍ତେ ୫୦ଟି ସିଟ୍ ବୃଦ୍ଧି କରିବାକୁ ଜାତୀୟ ମେଡିକାଲ କମିଶନ (ଏନ୍ ଏମ୍ ସି) ଅନୁମୋଦନ କରିଛନ୍ତି। ଜାନୁଆରୀ ୨୦୨୩ରେ କଟକ - ଭୁବନେଶ୍ବର…

ଭାରତର ଅର୍ଥନୀତି ମୃତ: ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରି ପୁଟିନ୍ ଦେଲେ ବଡ଼ ବୟାନ

ବେଜିଂ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତକୁ ଏକ ‘ଅର୍ଥନୈତିକ ମହାଶକ୍ତି’ ବୋଲି ପ୍ରଶଂସା କରିଛନ୍ତି। ଏହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ମନ୍ତବ୍ୟର ଜବାବରେ ଆସିଛି। ଟ୍ରମ୍ପ ଭାରତୀୟ ଅର୍ଥନୀତିକୁ ‘ମୃତ’ ବୋଲି କହିଥିଲେ। ପୁଟିନ ଏହି କଥାକୁ ଖଣ୍ଡନ କରିଛନ୍ତି।…

ନୂଆ ଜିଏସଟି ଦେଶବାସୀଙ୍କୁ ଦେଲା ବଡ଼ ଆଶ୍ୱସ୍ତି! ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରୁ ଟିକସ ଛାଡ଼

ନୂଆଦିଲ୍ଲୀ: ଜିଏସଟି ପରିଷଦର ୫୬ତମ ବୈଠକରେ ବୀମା ଧାରକଙ୍କ ପାଇଁ ଏକ ବଡ଼ ରିଲିଫ ଘୋଷଣା କରାଯାଇଛି। ସମସ୍ତ ବ୍ୟକ୍ତିଗତ ଜୀବନ ଓ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରୁ ଜିଏସଟି ଛାଡ଼ କରାଯାଇଛି। ଏହି ନୂଆ ନିୟମ ୨୨ ସେପ୍ଟେମ୍ବର, ନବରାତ୍ରିର ପ୍ରଥମ ଦିନରୁ ଲାଗୁ ହେବ ବୋଲି କେନ୍ଦ୍ରୀୟ…

ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ଜିଏସଟି ପରିଷଦର ୫୬ତମ ବୈଠକରେ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ୧୨% ଓ ୨୮% ଟିକସ ସ୍ଲାବକୁ ପୂରାପୂରି ହଟାଇ ଦିଆଯାଇଛି। ଏବେ ମାତ୍ର ଦୁଇଟି ଜିଏସଟି ସ୍ଲାବ - ୫% ଓ ୧୮% - ରହିବ। ଏହା ସହିତ ତମାଖୁ ଜାତୀୟ ତଥା ବିଲାସପୂର୍ଣ୍ଣ ଜିନିଷ ପାଇଁ ୪୦% ନୂଆ ସ୍ଲାବ ମଞ୍ଜୁର ହୋଇଛି।…

ଜିଏସଟିରେ ସଂସ୍କରଣ : ସ୍ଲାବ ତିନିରୁ ଦୁଇକୁ ହ୍ରାସ, ଜାଣନ୍ତୁ କେଉଁ ଜିିନିଷ ଉପରେ କେତେ ଲାଗିବ ଜିଏସଟି

ନୂଆଦିଲ୍ଲୀ: ଜିଏସଟି ପରିଷଦର ୫୬ତମ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜିଏସଟି ସ୍ଲାବକୁ ତିନିରୁ ହ୍ରାସ କରି ଦୁଇଟି କରାଯାଇଛି। ଏବେ କେବଳ ୫% ଏବଂ ୧୮% ସ୍ଲାବ ରହିବ। ୨୮% ସ୍ଲାବକୁ ପୂରାପୂରି ହଟାଇ…

ପୂଜା ପୂର୍ବରୁ ସରିବ କଟକ ଓ ଭୁବନେଶ୍ୱରର ରାସ୍ତା ମରାମତି କାମ

ଭୁବନେଶ୍ୱର: ଆଗକୁ ଦୁର୍ଗାପୂଜା ଆସୁଥିବାରୁ ଜନସାଧାରଣଙ୍କ ଯାତାୟାତକୁ ନଜରରେ ରଖି ଓଡ଼ିଶା ସରକାର ସହରର ପ୍ରମୁଖ ରାସ୍ତାଗୁଡ଼ିକର ମରାମତି କାର୍ଯ୍ୟ ସେପ୍ଟେମ୍ବର ୨୦ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ସେପ୍ଟେମ୍ବର ୬ ତାରିଖରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ…

ନବରଙ୍ଗପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା; ଓଡ଼ିଶା ଡିଜିପିଙ୍କୁ ଏନଏଚଆରସିଙ୍କ ନୋଟିସ୍

ଭୁବନେଶ୍ୱର: ନବରଙ୍ଗପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ସ୍ବତଃ ସଂଜ୍ଞାନ ନେଇଛନ୍ତି। ସୂଚନା ଅନୁଯାୟୀ, ୨୯ ଅଗଷ୍ଟ ୨୦୨୫ରେ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଜନୈକ ବ୍ୟକ୍ତି ଅନେକ ଥର ଛୁରାମାଡ଼ କରିଥିଲେ।…