Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Israel-Hamas Ceasefire: ଗାଜାର ଧ୍ୱଂସାବଶେଷରେ ଫୁଟିଛି ନୂଆ ଆଶାର ଫୁଲ, ଯୁଦ୍ଧବିରତି ପରେ ଘରକୁ ଫେରିଲେ ହଜାର ହଜାର…

ନୂଆଦିଲ୍ଲୀ: ବୋମା ଏବଂ କ୍ଷେପଣାସ୍ତ୍ରର କୁଆପଥର ଦ୍ୱାରା ବିଧ୍ୱସ୍ତ ଗାଜାରେ ପୁଣି ଥରେ ନୂଆ ଆଶା ସଞ୍ଚାର ହୋଇଛି । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ଶୁକ୍ରବାର ଅପରାହ୍ନରେ କାର୍ଯ୍ୟକାରୀ ହୋଇଥିବା ଅସ୍ତ୍ରବିରତି ପରେ ଶନିବାର ସକାଳ ସୁଦ୍ଧା ହଜାର ହଜାର…

“ମୋ ସମ୍ମାନରେ ସେ ଗ୍ରହଣ କଲେ,” ନୋବେଲ ଶାନ୍ତି ପୁରସ୍କାର ନେଇ କହିଲେ ଟ୍ରମ୍ପ, “ମୁଁ…

ନୂଆଦିଲ୍ଲୀ: ନୋବେଲ୍ ପୁରସ୍କାର କମିଟି ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋଙ୍କୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ବିଜେତା ଘୋଷଣା କରିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ନୋବେଲ ଶାନ୍ତି ପୁରସ୍କାର ଜିତିବାର ଆଶା ମଉଳି ଯାଇଥିଲା। ଆଉ ଏହା ପରେ ଭେନେଜୁଏଲାର ବିରୋଧୀ ଦଳ ନେତା…

Koraput Deomali: ଏଣିକି ଦେଓମାଳିରେ ବାହାର ତମ୍ବୁ ମନା

କୋରାପୁଟ: ଏଣିକି ଦେଓମାଳିରେ ବାହାର ତମ୍ବୁ ମନା। ବାହାର ତମ୍ବୁ ବାରଣ ନେଇ ନୋଟିସ ଜାରି କଲା କୋରାପୁଟ ଜିଲ୍ଲା ପ୍ରଶାସନ। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକରେ ରହିଥିବା ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳିରେ ରାତ୍ରୀଯାପନ ପାଇଁ ବାହାର ତମ୍ବୁ ବା ଟେଣ୍ଟ ଉପରେ ବାରଣ କରାଯାଇଛି। ନୋଟିସ…

Trump Tariffs: ଟ୍ରମ୍ପଙ୍କ ଆଉ ଏକ ଟାରିଫ୍ ବୋମା, ଜାଣନ୍ତୁ କାହା ଉପରେ ପଡିବ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଟାରିଫ୍ ବୋମା। ଚୀନ୍ ଉତ୍ପାଦ ଉପରେ ଲଗାଇଲେ ଅତିରିକ୍ତ ଶହେ ପ୍ରତିଶତ ଶୁଳ୍କ। ନଭେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ୍। ଆମେରିକୀୟ ଶିଳ୍ପ ପାଇଁ ଅତ୍ୟାବଶ୍ୟକ ବିରଳ ପୃଥିବୀ ଉପାଦାନର ରପ୍ତାନି ଉପରେ ଚୀନ୍ ର ପ୍ରତିବନ୍ଧକ…

Weather Update: ୧୨ ଯାଏଁ ରାଜ୍ୟରେ ଲଘୁଚାପ ଜନିତ ବର୍ଷା, କେବେ ବିଦାୟ ନେବ ମୌସୁମୀ?

ଭୁବନେଶ୍ୱର: ଦକ୍ଷିଣ ବାଂଲାଦେଶ ଓ ଏହା ପାଖାପାଖି ଉତ୍ତର ବଙ୍ଗୋପସାଗର ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୫.୮ କି.ମି ପର୍ଯ୍ୟନ୍ତ ବ୍ୟାପିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ୧୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି।…

ଦୀପିକା ପାଦୁକୋନ ହେଲେ ମାନସିକ ସ୍ୱାସ୍ଥ୍ୟ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଦ ଲିଭ୍ ଲଭ୍ ଲାଫ୍ (LLL) ଫାଉଣ୍ଡେସନ୍ ମାନସିକ ସଚେତନତା ପ୍ରସାର ପାଇଁ କାମ କରେ । ଦୀପିକା ନିଜେ ଡିପ୍ରେସନ୍ ଅନୁଭବ କରିବା ପରେ ମଧ୍ୟ ବ୍ୟକ୍ତିଗତ ଭାବରେ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଛନ୍ତି । ବର୍ତ୍ତମାନ, ତାଙ୍କୁ…

ଟାଇମ୍ସ ହାଇଅର୍ ଏଡ୍ୟୁକେସନ୍ ‘ଓ୍ବାର୍ଲଡ ୟୁନିଭର୍ସିଟି ରାକିଂ ୨୦୨୬’ରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଐତିହାସିକ…

ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଏକ ଐତିହାସିକ ସଫଳତା ହାସଲ କରିଛି । ପ୍ରସିଦ୍ଧ ଟାଇମ୍ସ ହାଇଅର୍ ଏଡ୍ୟୁକେସନ୍ (THE) ‘ଓ୍ବାର୍ଲଡ ୟୁନିଭର୍ସିଟି ରାକିଂ ୨୦୨୬’ରେ ୟୁନିଭର୍ସିଟି ବିଶ୍ୱ ସ୍ତରରେ ୧୫୦୧+ ଓ ଜାତୀୟ ସ୍ତରରେ ୯୮ତମ ସ୍ଥାନ ଅଧିକାର କରିଛି । ଏହି ସଫଳତା ବିଶ୍ୱବିଦ୍ୟାଳୟ…

ଗ୍ରୀଡକୋ ସହ ଆରଇଏଫପିଏଲ ଏବଂ ମେସର୍ସ ଅଲଟ୍ରାଟେକ୍ ସିମେଣ୍ଟ୍ ଲିମିଟେଡ୍ ରିନେବୁଲ ଏନର୍ଜି ବ୍ୟାଙ୍କିଂ ପାଇଁ…

ଭୁବନେଶ୍ୱର: ଗ୍ରୀଡକୋ ସହ ମେସର୍ସ ରିନ୍ୟୁ ଇ-ଫୁଏଲସ୍ ପ୍ରାଇଭେଟ୍ ଲିମିଟେଡ୍ ୫୦ ମେଗାୱାଟ୍ ପାଇଁ ଏବଂ ମେସର୍ସ ଅଲଟ୍ରାଟେକ୍ ସିମେଣ୍ଟ୍ ଲିମିଟେଡ୍ ସହିତ ୬.୨୫ ମେଗାୱାଟ୍ ର ରିନେବୁଲ ଏନର୍ଜି ବ୍ୟାଙ୍କିଂ ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ…

୧୫ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟରେ ବାଜିଲା ମୋହର

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ କ୍ୟାବିନେଟର ୨୮ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କ୍ୟାବିନେଟ ବୈଠକରେ ମୋଟ ୧୦ଟି ବିଭିନ୍ନ ବିଭାଗର ୧୫ଟି ପ୍ରସ୍ତାବ ଆଗତ ପୂର୍ବକ ଆଲୋଚନା କରାଯାଇ ଅନୁମୋଦନ କରାଯାଇଛି l…

ସୁଦୃଢ଼ ହେବ ଭୁବନେଶ୍ୱରର ସହରାଞ୍ଚଳ ଯୋଜନା, ଟିପି ସ୍କିମ୍-୮ ଡ୍ରାଫ୍ଟକୁ ଅନୁମୋଦନ

ଭୁବନେଶ୍ୱର: ରାଜଧାନୀର ଯୋଜନାବଦ୍ଧ ସହରୀ ବିକାଶ ପାଇଁ ଓଡ଼ିଶା ସରକାର ସହର ପରିକଳ୍ପନା ଯୋଜନା (ଟିପି) ଯୋଜନା-୮ର ଡ୍ରାଫ୍ଟ ଯୋଜନାକୁ ଅନୁମୋଦନ ଦେଇଛନ୍ତି। ଏହି ସମ୍ପର୍କିତ ଏକ ସରକାରୀ ବିଜ୍ଞପ୍ତି ଓଡ଼ିଶା ଗେଜେଟରେ ପ୍ରକାଶିତ ହୋଇଛି। ସମ୍ପୃକ୍ତ ଯୋଜନାଟି ଅନ୍ଧାରୁଆ ଓ ଦାସପୁର ମୌଜାରେ…