Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜଙ୍ଗଲପାଡୁ ସୀମାନ୍ତ ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଜଙ୍ଗଲପାଡୁ ସୀମାନ୍ତ ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ। ଭୟଙ୍କର ବିସ୍ଫୋରଣରେ ୩ ଶ୍ରମିକଙ୍କ ମୃତ୍ୟୁ, ଅନେକ ଗୁରୁତର ହୋଇଥିବା ସୂଚନା । ମୃତକମାନେ ବିହାର, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଅଂଚଳର ଶ୍ରମିକ। ଗୁରୁତରମାନେ ଶ୍ରୀକାକୁଲମ୍ ଟେକ୍କାଲି ହସ୍‌ପିଟାଲରେ…

ରାଜଧାନୀରେ ବୁଲିଲା ବୁଲଡୋଜର, ବସ୍ତି ଅଞ୍ଚଳରୁ ହଟିଲା ରାସ୍ତାକୁ ମାଡି ବସିଥିବା ଦୋକାନ

ଭୁବନେଶ୍ୱର: ରାଜଧାନୀରେ ବୁଲିଲା ବୁଲଡୋଜର। ଭୁବନେଶ୍ବର ଖାରବେଳନଗର ବସ୍ତି ଅଞ୍ଚଳରେ ବୁଲିଲା ବୁଲଡୋଜର। ୟୁନିଟ ୩ ଶ୍ରୀୟା ଛକରୁ ବ୍ଲାଇଣ୍ଡ ସ୍କୁଲ ରାସ୍ତାରେ ବିଏମସି ପକ୍ଷରୁ ବଡ଼ ଧରଣର ଉଛେଦ ଚାଲିଛି । ଖାରବେଲ ନଗର ଥାନା ପୋଲିସ, ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ ଓ ବରିଷ୍ଠ ଅଧିକାରୀଙ୍କ…

ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରେ ହିଁ ଅପରେସନ ସିନ୍ଦୂରର ବିଜୟ ହୋଇଥିଲା: ବାୟୁସେନା ମୁଖ୍ୟ

ଗାଜିଆବାଦ: ବୁଧବାର ଗାଜିଆବାଦର ହିଣ୍ଡନ୍ ବାୟୁସେନା ଘାଟିରେ ୯୩ତମ ଭାରତୀୟ ବାୟୁସେନା ଦିବସ ସମାରୋହ ଆୟୋଜିତ ହୋଇଛି । ଏହି ଅବସରରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ ଅପରେସନ ସିନ୍ଧୁରର ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ । ସେ ବ୍ୟାଖ୍ୟା କରିଥିଲେ ଯେ, ଅପରେସନ ଯୋଜନା,…

ଆତ୍ମସମର୍ପଣ କଲା ମାଓ ନେତା ରୁବେନ୍;ମୁଣ୍ଡରେ ଥିଲା ୮ଲକ୍ଷ ପୁରସ୍କାର

ହାଇଦ୍ରାବାଦ: ସିପିଆଇର ଜଣେ ବରିଷ୍ଠ ମାଓ ନେତା ମନ୍ଦା ରୁବେନ ମଙ୍ଗଳବାର ତେଲେଙ୍ଗାନାର ୱାରାଙ୍ଗଲ ଜିଲ୍ଲାରେ ଆତ୍ମସମର୍ପଣ କରିଛନ୍ତି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ରୁବେନଙ୍କ ମୁଣ୍ଡରେ ₹୮ ଲକ୍ଷ ପୁରସ୍କାର ରହିଥିଲା । ସେ ଦକ୍ଷିଣ ବସ୍ତରର ବରିଷ୍ଠ ଡିଭିଜନ କମିଟି ସଚିବ ଥିଲେ ଏବଂ…

୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ କାର୍ଯ୍ୟନିର୍ବାହୀ ଅଧିକାରୀ

କଟକ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଗଞ୍ଜାମ ବେଲଗୁଣ୍ଠା ଏନଏସି ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ବକେୟା ଦରମା କରାଇ ଦେବା ପାଇଁ ଲାଞ୍ଚ ନେଉଥିବାବେଳେ, ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ଏହି କାମ ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସୂଚନା ମୁତାବକ,…

ଟ୍ୱିନ ସିଟିରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି, ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: ରାଜଧାନୀରେ ଛେଚୁଛି ବର୍ଷା; ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ। ୪୫ ମିନିଟ୍‌ ହେଲା ଜୋରଦାର ବର୍ଷା। ରାସ୍ତାରେ ଲହଡ଼ି ମାରୁଛି ବର୍ଷା ପାଣି। ଯିଏ ଯେଉଁଠି ସେଇଠି, ଯାତାୟାତ ଠପ୍‌। ହଠାତ ଭୁବନେଶ୍ୱରରେ ମାଡି ଆସିଲା ବର୍ଷା । ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି । ବୁଧବାର…

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବୈଠକରେ ନିଆଗଲା ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମ୍ମିଳନୀ କକ୍ଷରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସେଗୁଡିକ…

Pakistan Against Afghan Terror: ଆତଙ୍କରେ ଆତଙ୍କବାଦୀ ଜନକ!

ନୂଆଦିଲ୍ଲୀ: ବିଶ୍ବ ଆଗରେ ଆତଙ୍କବାଦର କାରଖାନା...ହେଲେ ଏବେ ପ୍ରହସନ କରୁଛି ପାକିସ୍ତାନ...ଆଫଗାନିସ୍ତାନରେ ବଢୁଥିବା ଆତଙ୍କବାଦକୁ ଭୟ କରୁଛି...ମୂଳପୋଛ କରିବା ପାଇଁ ଦେଇଛି ଆହ୍ବାନ... ଯେଉଁ ଦେଶ ବର୍ଷ ବର୍ଷ ଧରି ବିଶ୍ୱର ସବୁଠାରୁ ଭୟଙ୍କର ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ଲୁଚାଇ…

ଗୁଣୁପୁରରେ ଫୁଟିଲା ଗୁଳି; ଜଣେ ମୃତ

ଗୁଣୁପୁର: ବ୍ରହ୍ମପୁର ପରେ ରାୟଗଡା ଜିଲ୍ଲାର ଗୁଣୁପୁରରେ ଫୁଟିଲା ଗୁଳି । ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଆନ୍ଧ୍ର-ଓଡିଶା ସୀମାନ୍ତ ରାମନାଗୁଡ଼ା ବ୍ଲକର ଶିକଲା ପାହାଡ଼ ଉପରେ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ମୃତକ ହେଲେ ଆନ୍ଧ୍ର ପ୍ରଦେଶର ପାର୍ବତୀପୁର…

ଆଇନଜୀବୀ ପୀତବାସ ପଣ୍ଡାଙ୍କ ମେରୁଦଣ୍ଡରୁ ବାହାରିଲା ୯ଏମଏମ୍‌ ଗୁଳି

ବ୍ରହ୍ମପୁର: ବ୍ରହ୍ମପୁରରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣା । ପୀତବାସଙ୍କ ମେରୁଦଣ୍ଡରୁ ବାହାରିଲା ୯ଏମଏମ୍‌ ଗୁଳି । ହତ୍ୟାକାଣ୍ଡକୁ ନେଇ ଖୋଳତାଡ ଜାରି ରଖିଛି ପୋଲିସ । ହତ୍ୟାକାଣ୍ଡ ପଛରେ ସାର୍ପ ସୁଟର ଥିବା ସନ୍ଦେହ କରାଯାଉଛି । ପୂର୍ବରୁ ଯୋଜନା ମୁତାବକ…