Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ୱେବସାଇଟରେ ମହାପ୍ରଭୁ ଜଗନ୍ନାଥଙ୍କ ଅନଲାଇନ୍ ଦର୍ଶନ ଦାବି!

ପୁରୀ: ପ୍ରଭୁ ଜଗନ୍ନାଥଙ୍କ ନାମ ବ୍ୟବହାର କରି ଭକ୍ତମାନଙ୍କୁ ଠକିବାର ଏକ ନୂତନ ରାକେଟ୍ ପୋଲିସ ସାମ୍ନାକୁ ଆସିଛି।ଯାହା ଦ୍ୱାରା ଠକମାନେ ପୁରୀ ଶ୍ରୀମନ୍ଦିରରେ ବିଭିନ୍ନ ସେବା ଯୋଗାଇବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଟଙ୍କା ସଂଗ୍ରହ କରିବା ପାଇଁ ତିଆରି କରିଥିବା ଏକ ନକଲି ୱେବସାଇଟ୍ ଖୋଳତାଡ଼…

Train Accommodation: ଯାତ୍ରୀଙ୍କ ସୁବିଧା ପାଇଁ ପୁନଃସ୍ଥାପନ ହେଲା ଟ୍ରେନ ରହଣି ସ୍ଥାନ

ଭୁବନେଶ୍ୱର: ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ବିଭିନ୍ନ ଷ୍ଟେସନରେ ଅନେକ ଗୁରୁତ୍ୱପୂର୍ଣ୍ଣ ମେଲ୍/ଏକ୍ସପ୍ରେସ୍ ଟ୍ରେନର ରହଣି ସ୍ଥଳ ପୁନଃସ୍ଥାପିତ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ପ୍ରତ୍ୟାହାର କରାଯାଇଥିବା ଏହି ରହଣିସ୍ଥଳ ଗୁଡ଼ିକୁ ଯାତ୍ରୀ ଏବଂ ଜନପ୍ରତିନିଧିଙ୍କ ଚାହିଦାକୁ…

PM Modi and Japanese Prime Minister: ଜାପାନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ: ଭାରତ ଏବଂ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଟୋକିଓ ଗସ୍ତରେ ଅଛନ୍ତି । ଏହି ସମୟରେ ମୋଦି ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କୁ ଏକ ସ୍ୱତନ୍ତ୍ର ଉପହାର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି…

RBI: ଏହି ଘରୋଇ ବ୍ୟାଙ୍କ ଉପରେ ୪୫ ଲକ୍ଷ ଟଙ୍କାର ଜରିମାନା ଲଗାଇଲା ଆରବିଆଇ; କାରଣ ହେଲା…

ନୂଆଦିଲ୍ଲୀ: ଦେଶର ଘରୋଇ କ୍ଷେତ୍ରର ବ୍ୟାଙ୍କ ବନ୍ଧନ ବ୍ୟାଙ୍କ(Bandhan Bank) ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରାୟ ୪୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ବନ୍ଧନ ବ୍ୟାଙ୍କ ଉପରେ ୪୪.୭ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। କାରଣ ବ୍ୟାଙ୍କ କିଛି ନିୟମ ପାଳନ…

Illegal Brown Sugar: ବ୍ରାଉନସୁଗର ବେପାର କରିବା ବେଳେ ମାଡି ବସିଲା ପୋଲିସ

ପୁରୀ: ବେଧଡକରେ କରୁଥିଲେ ଧଳା ଜହର ବ୍ୟବସାୟ । ଆଇନକୁ ଆଖିଠାର ମାରି ପୁଳା ପୁଳା ଟଙ୍କା ରୋଜଗାର କରୁଥିଲେ । ଆଉ ପୋଲିସ ଜାଣିବା ପରେ ଆକ୍ସନ ନେଇଛି । ପୁରୀ ଜିଲ୍ଲାରେ ଏମିତି ଘଟଣା ଘଟିଛି । ଚନ୍ଦନପୁର ପୋଲିସ ପ୍ରାୟ ୧୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଥିବା ସୂଚନା ମିଳିଛି । ଚନ୍ଦନପୁର…

Odisha Police SI Recruitment: ଅକ୍ଟୋବର ୪ ଏବଂ ୫ ରେ ହେବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର: ଅକ୍ଟୋବର ୪ ଓ ୫ରେ ହେବ ପୋଲିସ SI ପରୀକ୍ଷା। ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି। ସେପ୍ଟେମ୍ବର ୨୦ ପରଠୁ ଡାଉନ୍‌ଲୋଡ୍‌ କରିପାରିବେ ଆଡମିଟ୍‌ କାର୍ଡ। odishapolice.gov.inରୁ ଡାଉନ୍‌ଲୋଡ୍‌ କରିପାରିବେ ଆଡମିଟ୍‌ କାର୍ଡ। ଓଡ଼ିଶା ପୋଲିସ ନିଯୁକ୍ତି…

Blue Aadhaar Card: ବ୍ଲୁ ଆଧାର କାର୍ଡ କ’ଣ? ଏହା କାହିଁକି ଆବଶ୍ୟକ ଏବଂ କିପରି ଆବେଦନ କରିବେ..

ନୂଆଦିଲ୍ଲୀ: ବ୍ଲୁ ଆଧାର କାର୍ଡ ହେଉଛି ଛୋଟ ପିଲାମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ସ୍ୱତନ୍ତ୍ର ସୁବିଧା । ଏହା ଅଧୀନରେ, ନବଜାତ ଶିଶୁ ପାଇଁ ମଧ୍ୟ ଆଧାର କାର୍ଡ (ଶିଶୁ ଆଧାର ବାୟୋମେଟ୍ରିକ୍ ଅପଡେଟ୍) ତିଆରି କରାଯାଇପାରିବ ଯାହା ପାଇଁ ବାୟୋମେଟ୍ରିକ୍ ଆବଶ୍ୟକ ନାହିଁ,…

Farmers’s Registration Period: ରାଜ୍ୟ ସରକାରଙ୍କ ବଡ ଘୋଷଣା: ବଢିବ ଚାଷୀ ପଞ୍ଜୀକରଣ ଅବଧି

ଭୁବନେଶ୍ୱର: ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା। ବଢିବ ଚାଷୀ ପଞ୍ଜୀକରଣ ଅବଧି। ଯେଉଁ ଚାଷୀ ରହିଗଲେ, ସେମାନଙ୍କ ପାଇଁ ବିଚାର ଚାଲିଛି। ଖୁବଶୀଘ୍ର ନିଷ୍ପତି ନିଆଯିବ। କିନ୍ତୁ ପଞ୍ଜୀକରଣ ଅବଧି ବଢିବ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ‌…

India-Japan Strategic Ties: ପସ୍ତେଇବ ଆମେରିକା, ଭାରତ କରିସାରିଲାଣି ପ୍ରସ୍ତୁତି….

ନୂଆଦିଲ୍ଲୀ: ପସ୍ତେଇବ ଆମେରିକା । ଭାରତ ଉପରେ ଶୁଳ୍କ ଓଲଟା ଭାରୀ ପଡିବ । ସବୁ ପ୍ରସ୍ତୁତି କରିସାରିଲାଣି ଭାରତ । ଆମେରିକା ସହିତ ଶୁଳ୍କ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାପାନ ଗସ୍ତ ୨୧ଶ ଶତାବ୍ଦୀର ଭାରତର ଭବିଷ୍ୟତକୁ ନୂତନ ପଥରେ ଅଗ୍ରସର କରିବା ଆରମ୍ଭ କରିଛି। ଭାରତ…

Delhi Kalkaji Temple: ‘ଦିଲ୍ଲୀରେ ଆଉ କେହି ସୁରକ୍ଷିତ ନୁହଁନ୍ତି’

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଦିଲ୍ଲୀର କାଲକାଜୀ ମନ୍ଦିରରେ ଜଣେ ସେବାଦାରଙ୍କୁ ପିଟି ପିଟି ହତ୍ୟା କରାଯିବା ଘଟଣାରେ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଅନ୍ୟପକ୍ଷରେ, ସମଗ୍ର ମାମଲାରେ ରାଜନୈତିକ ଆରୋପ ଏବଂ ପ୍ରତିଆରୋପ ମଧ୍ୟ ଆରମ୍ଭ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ…