Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Delhi Kalkaji Temple: ‘ଦିଲ୍ଲୀରେ ଆଉ କେହି ସୁରକ୍ଷିତ ନୁହଁନ୍ତି’

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଦିଲ୍ଲୀର କାଲକାଜୀ ମନ୍ଦିରରେ ଜଣେ ସେବାଦାରଙ୍କୁ ପିଟି ପିଟି ହତ୍ୟା କରାଯିବା ଘଟଣାରେ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଅନ୍ୟପକ୍ଷରେ, ସମଗ୍ର ମାମଲାରେ ରାଜନୈତିକ ଆରୋପ ଏବଂ ପ୍ରତିଆରୋପ ମଧ୍ୟ ଆରମ୍ଭ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ…

ରାଜ୍ୟରେ ସାର ଅଭାବ; କେନ୍ଦ୍ରକୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା, କଳାବଜାର, ଅପମିଶ୍ରଣ ଏବଂ ବଜାରରେ ୟୁରିଆ ମିଳୁନଥିବାରୁ ଚାଷୀ କୂଳ ଏକପ୍ରକାର ହନ୍ତସନ୍ତ ହେଉଛନ୍ତି। ବିଭିନ୍ନ ସ୍ଥାନରେ ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାରେ ସାର ସମସ୍ୟା ଉତ୍କଟ ହୋଇଛି। ସାର ପାଇଁ ଆଜି ରାସ୍ତାରେ ଚାଷୀ…

Modi’s Bullet Train Ride: ଜାପାନ ପିଏମଙ୍କ ସହ ବୁଲେଟ ଟ୍ରେନରେ ବୁଲିଲେ ମୋଦି, ଭାରତ ବି ଚାହୁଁଛି ଏକ…

ନୂଆଦିଲ୍ଲୀ: ଏବେ ପିଏମ୍ ମୋଦି ଜାପାନ ଗସ୍ତରେ ଅଛନ୍ତି । ଆଜି ତାଙ୍କ ଗସ୍ତର ଦ୍ବିତୀୟ ଦିନ । ଏହି ସମୟରେ ସେ ଜାପାନ ପ୍ରଧାନମନ୍ତ୍ରୀ ଶିଙ୍ଗେରୁ ଇଶିବାଙ୍କ ସହିତ ଏକ ବୁଲେଟ୍ ଟ୍ରେନରେ ଯାତ୍ରା କରିଥିଲେ । ସେ ଘଣ୍ଟା ପ୍ରତି ୪୦୦ କିଲୋମିଟର ବେଗରେ ଚାଲୁଥିବା ଏହି ଟ୍ରେନ୍‌ରେ ଟୋକିଓରୁ…

PM Modi Japan Visit: ନୂଆ ପିଢିଙ୍କ ପାଇଁ ସୁଯୋଗର ବାଟ ଖୋଲିଲେ ମୋଦି, ଜାପାନ ସହ କଲେ ଚୁକ୍ତିନାମା, ଦେବ ୫୦…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଗଳାମୀ ନୀତି ବିଶ୍ୱରେ ଅଶାନ୍ତି ସୃଷ୍ଟି କରିଛି। ଭାରତ ମଧ୍ୟ ଏଥିରେ ପ୍ରଭାବିତ ହୋଇଛି। ଯାହାର ବିକଳ୍ପରେ ଭାରତ ବର୍ତ୍ତମାନ ବିଶ୍ୱର ଅନ୍ୟ ସମସ୍ତ ଦେଶ ଏବଂ ବଡ଼ ଅର୍ଥନୀତି ସହିତ କାମ କରିବାକୁ ଯୋଜନା ପ୍ରସ୍ତୁତ କରୁଛି । ଆମେରିକା…

Former Vice President: ବିଧାନସଭାରେ ପେନସନ ପାଇଁ ଆବେଦନ କଲେ ଜଗଦୀପ ଧନଖଡ଼, ଜାଣନ୍ତୁ ଖାତାକୁ ଆସିବ କେତେ…

ନୂଆଦିଲ୍ଲୀ: ଦେଶର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ୨୨ ଜୁଲାଇରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସେ ଇସ୍ତଫା ପଛରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଥିଲେ। ଇସ୍ତଫା ଦେବା ପରେ ଜଗଦୀପ ଧନଖଡ଼ ନଜରକୁ ଆସିନାହାଁନ୍ତି। କୌଣସି କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିନଥିଲା। ତାଙ୍କର…

Jagannath Temple Viral Photo: ପୁଣି ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ, ସେୟାର କଲେ ସିକିମ୍…

ଭୁବନେଶ୍ବର: ପୁଣି ପୁରୀ ଶ୍ରୀମନ୍ଦିର ଭିତର ବେଢା ଫଟୋ ସୋସିଆଲ ମିଡିଆରେ ଅପଲୋଡ ହୋଇଛି । ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଶୁକ୍ରବାର ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଆଶିଷ ଲଭିଥିବା ବେଳେ ଶ୍ରୀମନ୍ଦିର ପରିସରରୁ ଉଠାଯାଇଥିବା ତାଙ୍କ ଫଟୋ ତାଙ୍କ…

Purushottam Express: ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଲା ଯୁବକଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ

ଭୁବନେଶ୍ବର: ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଲା ଯୁବକଙ୍କ ମୃତଦେହ। ଭୁବନେଶ୍ବର ଷ୍ଟେସନ ନିକଟରେ ଟ୍ରେନ୍ ଶୌଚାଳୟରୁ ମିଳିଲା ମୃତଦେହ।ଶୌଚାଳୟ ସଫେଇ ବେଳେ ମିଳିଲା ମୃତଦେହ। ତେବେ ଏଯାଏଁ ଯୁବକଙ୍କ ପରିଚୟ ମିଳିନି। ସୂଚନା ଅନୁସାରେ ଭୁବନେଶ୍ବର ଷ୍ଟେସନରୁ ଶବକୁ ଉଦ୍ଧାର କରିଛି GRP ପୋଲିସ…

J&K Cloudburst: ଜମ୍ମୁ-କାଶ୍ମୀରରେ ପୁଣି ବାଦଲଫଟା ବର୍ଷା; ୩ ମୃତ, ୫ ନିଖୋଜ

ଶ୍ରୀନଗର: ପୁଣି ଜମ୍ମୁ-କଶ୍ମୀରରେ ପ୍ରକୃତିର ତାଣ୍ଡବ। ଅଚାନକ ବାଦଲ ଫଟା ବର୍ଷାରେ ଜମ୍ମୁ ଓ କଶ୍ମୀରର ରାମବନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ଜଣ ନିଖୋଜ ଥିବା ସୂଚନା ରହିଛି। ରାମବନ ଜିଲ୍ଲାର ରାଜଗଡ଼ ତହସିଲରେ ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷା…

Journalist Attacked: ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ବିଶାଖାପାଟଣାକୁ ସ୍ଥାନାନ୍ତର

ନବରଙ୍ଗପୁର: କେତେ ସୁରକ୍ଷିତ ଅଛନ୍ତି ସାମ୍ବାଦିକ! ଏବେ ପୁଣି ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଛି ଉନ୍ମକ୍ତ ଯୁବକ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗ୍ରାମରେ ଏପରି ଘଟଣା ଘଟିଛି। ଉନ୍ମକ୍ତ…

Putin India Visit: ପସ୍ତେଇବେ ଟ୍ରମ୍ପ!: ଶୁଳ୍କ ଆଟାକ୍ ଭିତରେ ଏହି ଦିନ ଭାରତ ଆସୁଛନ୍ତି ରାଷ୍ଟ୍ରପତି…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଭିମୁଖ୍ୟ ଏବେ ଅନେକ ରାଷ୍ଟ୍ରରେ ଅସନ୍ତୋଷ ତେଜିଛି । ତାଲିକାର ଶୀର୍ଷରେ ଆମେରିକାର ଘନିଷ୍ଠ ବନ୍ଧୁ ଦେଶ କୁହାଉଥିବା ଭାରତ ରହିଛି । ଭାରତ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଯାହା ଏବେ ସବୁଠି…