Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସୋନମ ୱାଙ୍ଗଚୁକଙ୍କୁ ଅଟକ ଘଟଣାରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଡକ୍ଟର ଗୀତାଞ୍ଜଳି ଜେ. ଆଙ୍ଗମୋଙ୍କ ଦ୍ୱାରା ଦାୟର ହୋଇଥିବା ଏକ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ଲଦାଖ ପ୍ରଶାସନ ଏବଂ ରାଜସ୍ଥାନ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ସୋନମ ୱାଙ୍ଗଚୁକଙ୍କୁ କେଉଁ କାରଣରୁ ଅଟକ…

ଟ୍ବିନସିଟି ସହ ଏସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ଓଡ଼ିଶାର ଟ୍ବିନସିଟି ଭୁବନେଶ୍ୱର ଏବଂ କଟକ ସମେତ ପାଞ୍ଚଟି ଜିଲ୍ଲା ପାଇଁ ଏକ ଅରେଞ୍ଜ ଆଲର୍ଟ ଜାରି କରିଛି। କଟକ, ଗଞ୍ଜାମ, ଯାଜପୁର, କନ୍ଧମାଳ ଏବଂ ଖୋର୍ଦ୍ଧା (ଭୁବନେଶ୍ୱର) ଜିଲ୍ଲାର କିଛି ସ୍ଥାନରେ ଆଗାମୀ ୩ ଘଣ୍ଟା ମଧ୍ୟରେ ମଧ୍ୟମ ଧରଣର ଝଡ଼ବର୍ଷା…

ଏହି ରାଜ୍ୟକୁ ମିଳିଲା ପ୍ରଥମ ମେଟ୍ରୋ…ଦେଶର ୨୪ତମ ମେଟ୍ରୋ ସହର ପାଲଟିଲା

ପାଟନା: ବିହାରର ରାଜଧାନୀ ପାଟନାରେ ରହୁଥିବା ଲକ୍ଷ ଲକ୍ଷ ଲୋକଙ୍କ ସ୍ୱପ୍ନ ଆଜି ପୂରା ହୋଇଛି । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ବିହାରର ରାଜଧାନୀ ପାଟନାରେ ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିଛନ୍ତି । ପାଟନା ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଦଘାଟନ ପରେ…

କଟକରେ ଶାନ୍ତି ବଜାୟ ରଖିବାକୁ ଅପିଲ କଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଦଶହରା ଭସାଣ ଶୋଭାଯାତ୍ରା ସମୟରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଅଶାନ୍ତ ହୋଇପଡିଛି ଭାଇଚାରାର ସହର କଟକ । ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବାର ନାଁ ନେଉନାହିଁ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସହରରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଜାରି ହୋଇଛି । ରବିବାର…

କଟକ ଉତ୍ତେଜନା: ‘ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ’

କଟକ: କଟକରେ ଉତ୍ତେଜନା ପରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି ଡିଜିପି ୱାଇ ବି ଖୁରାନିଆ । ସେ କହିଛନ୍ତି ଯେ, ସ୍ଥିତି ନେଇ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ସରିଛି । ଆଇନ ଶୃଙ୍ଖଳା ବଜାୟ ରଖିବାକୁ କମିସନରେଟ ପୋଲିସ ଓ ଓଡ଼ିଶା ପୋଲିସ ସଂପୂର୍ଣ୍ଣ…

କଟକରେ କର୍ଫ୍ୟୁ; ଜାଣନ୍ତୁ କ’ଣ ଖୋଲା ଓ କ’ଣ ବନ୍ଦ

କଟକ: କଟକ ସହରରେ ଶୁକ୍ରବାର ରାତିରେ ଦରଘା ବଜାର ଅଞ୍ଚଳରେ ମା ଦୁର୍ଗାଙ୍କ ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିଲା ହିଂସାକାଣ୍ଡ। ଏବେ ସ୍ଥିତିକୁ ଦୃଷ୍ଟିରେ ରଖି ରବିବାର ରାତିରୁ କଟକରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। କର୍ଫ୍ୟୁ ଜାରି କରାଯାଇଥିବା ଅଞ୍ଚଳଗୁଡ଼ିକ ହେଲା…

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୭ ମୃତ, ଅନେକ ୪ ଗୁରୁତର

ଜୟପୁର: ରାଜସ୍ଥାନ ଜୟପୁରର ସୱାଇ ମାନ ସିଂ (SMS) ହସ୍ପିଟାଲରେ ବଡ ଧରଣର ଅଘଟଣ । ହସ୍ପିଟାଲରେ ନିଆଁଲାଗି ୭ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଅଛନ୍ତି । ଟ୍ରମା ସେଣ୍ଟରର ଦ୍ୱିତୀୟ ମହଲାରେ ଅବସ୍ଥିତ ନ୍ୟୁରୋ ଆଇସିୟୁ ୱାର୍ଡର ଷ୍ଟୋରରେ ଏହି ଦୁର୍ଘଟଣା ଘଟିଛି ।…

ଅସୁରକ୍ଷିତ ରାଜଧାନୀ, ଦୁର୍ବୁତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୨ ଗୁରୁତର

ଭୁବନେଶ୍ବର: ରାଜଧାନୀରେ ପୁଣି ଫୁଟିଲା ଗୁଳି । ଭୁବନେଶ୍ବର ଉପକଣ୍ଠ ଇନଫୋଭାଲି ଥାନା ଅଞ୍ଚଳର ଦେଉଳିଆ ପାଟଣା ଭାଇ ଭାଇ ମଠ ନିକଟରେ ଗୁଳିମାଡ଼ ହୋଇଛି । ଏଥିରେ ଜଣେ ଗୁରୁତର ହୋଇଥିବାବେଳେ, ଅନ୍ୟ ଜଣେ ଆହତ ହୋଇଛନ୍ତି । ଦୁଇ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଆସି ୪ ରାଉଣ୍ଡ ଫାୟାରିଂ କରିଥିଲେ…

କଟକର ଏହି ଅଞ୍ଚଳରେ ୩୬ ଘଣ୍ଟା ପାଇଁ ଲାଗିଲା କର୍ଫ୍ୟୁ; ଜରୁରୀ ସେବା ଓ ସ୍କୁଲ୍‌କୁ ଦିଆଯାଇଛି ବାଦ…

କଟକ: କଟକ ସହରରେ ଶୁକ୍ରବାର ରାତିରେ ଦରଘା ବଜାର ଅଞ୍ଚଳରେ ମା ଦୁର୍ଗାଙ୍କ ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିଲା ହିଂସାକାଣ୍ଡ । ଏହାପରେ ବିଶ୍ଵ ହିନ୍ଦୁ ପରିଷଦ ଦ୍ଵାରା ବନ୍ଦ ଡାକରାକୁ ସମର୍ଥନ କରି ରବିବାର ଅନେକ ସଂଗଠନ ପକ୍ଷରୁ ରାଲି ବେଳେ ଉପୁଜିଥିବା ଉତ୍ତେଜନା କାରଣରୁ କଟକରେ ୨୪ ଘଣ୍ଟା…

ଦାର୍ଜିଲିଂରେ ବର୍ଷାର ତାଣ୍ଡବ: ଭୂସ୍ଖଳନ ଏବଂ ପୋଲ ଭୁଶୁଡ଼ି ୧୮ ମୃତ; ରାଷ୍ଟ୍ରପତି- ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ:ଉତ୍ତର ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ଦାର୍ଜିଲିଂ ଜିଲ୍ଲାରେ ଭୂସ୍ଖଳନ ଏବଂ ପୋଲ ଭୁଶୁଡ଼ି ପଡ଼ିବାରୁ ୧୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଦୁଇଜଣ ନିଖୋଜ ଅଛନ୍ତି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ରିପୋର୍ଟ ଅନୁଯାୟୀ,…