Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

NASA Shuts Down: କାହିଁକି ସଙ୍କଟରେ ଆମେରିକାର ପ୍ରମୁଖ ମହାକାଶ ସଂସ୍ଥା ନାସା?

ନୂଆଦିଲ୍ଲୀ: ଭାରତ ଉପରେ ଉଚ୍ଚ ଶୁଳ୍କ ଲାଗୁ କରିଥିବା ଡୋନାଲ୍ଡ ଟ୍ରମ୍ପ ଏବେ ବଡ଼ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଆର୍ଥିକ ସଙ୍କଟ ଯୋଗୁଁ, ଆମେରିକାର ପ୍ରମୁଖ ମହାକାଶ ସଂସ୍ଥା ନାସା ଏହାର ଦୈନନ୍ଦିନ ଅପଡେଟ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖିଛି। ନାସା ଏହାର…

Rashmika and Vijay: ନିର୍ବନ୍ଧ କଲେ ବିଜୟ-ରଶ୍ମିକା!

ମୁମ୍ବାଇ: ସତ ହେଲା କି ଚର୍ଚ୍ଚା?, ବିବାହ ବନ୍ଧନରେ ବାନ୍ଧି ହେବେ  ବିଜୟ-ରଶ୍ମିକା!, ସରିଲାଣି ନିର୍ବନ୍ଧ!... ବର୍ଷ ବର୍ଷ ଧରି ଡେଟିଂ କରିବା ପରେ ଏବେ ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଧାନା ଉଭୟ ସିକ୍ରେଟ ନିର୍ବନ୍ଧ କରିଥିବା ଖବର ସାମ୍ନାକୁ ଆସିଛି । ଦୁହେଁ କେବଳ…

ବେଆଇନ ଚାଲାଣବେଳେ ୫୫ଦାଦନ ଉଦ୍ଧାର

ବଲାଙ୍ଗୀର:୫୫ଜଣ ଦାଦନ ଶ୍ରମିକୁଙ୍କ କଣ୍ଟାବାଞ୍ଜି ପୋଲିସ ଉଦ୍ଧାର କରିଛନ୍ତି । ରାତି ଅଧିଆ ଚଢାଉ କରି ବଲାଙ୍ଗିର ପୋଲିସ କଣ୍ଟାବାଞ୍ଜିରୁ ଉଦ୍ଧାର କରିଛି । ରାଜ୍ୟ ବାହାରକୁ ଚାଲାଣ ହେବା ପୂର୍ବରୁ ଜଣେ ଦାଦନ ସର୍ଦ୍ଦାରଙ୍କ ଘରୁ ଶ୍ରମିକ ମାନଙ୍କୁ ପୋଲିସ ଉଦ୍ଧାର କରିଛି । ସର୍ଦ୍ଦାର ଜଣକ…

Sir Creek Dispute: ସର କ୍ରିକ୍ କ’ଣ?, ପାକିସ୍ତାନକୁ ଚେତାଇ ଦେଲା ଭାରତ…

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପାକିସ୍ତାନ ସର କ୍ରିକ ଅଞ୍ଚଳରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ କରେ, ତେବେ ଏହାକୁ ପ୍ରତିଶୋଧମୂଳକ ଜବାବ ଦିଆଯିବ ଯାହା ପାକିସ୍ତାନର ଇତିହାସ ଏବଂ ଭୂଗୋଳ ଉଭୟକୁ…

ଆସୁଛି ଆଉ ଏକ ଲଘୁଚାପ ! ଆସନ୍ତା ୯ ତାରିଖ ବେଳକୁ…

ଭୁବନେଶ୍ବର: ଆସନ୍ତା ୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସମ୍ଭାବନା ରହିଛି । ଆସନ୍ତା ୯ରୁ ୧୫ ତାରିଖ ଯାଏ ପୂର୍ବ ଭାରତରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଏଥିରେ ଆକଳନ କରାଯାଇଛି। ଏପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ଥିବା ଅବପାତ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ।…

Modi Praises Trump: ଗାଜାରେ ଶାନ୍ତି ଫେରାଇ ଆଣିବା ପାଇଁ ଟ୍ରମ୍ପଙ୍କ ପ୍ରୟାସକୁ ପ୍ରଶଂସା କଲେ ମୋଦି, ସୋସିଆଲ…

ନୂଆଦିଲ୍ଲୀ: ଦୁଇ ବର୍ଷର ଯୁଦ୍ଧ ପରେ, ଗାଜାରେ ଶାନ୍ତି ପାଇଁ ଆଶା ବୃଦ୍ଧି ପାଇଛି। ହମାସ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଯୋଜନାର ଅନେକ ପ୍ରମୁଖ ସର୍ତ୍ତରେ ରାଜି ହୋଇଛି। ଏହି ସମୟରେ, ଇସ୍ରାଏଲ ମଧ୍ୟ କହିଛି ଯେ ଏହା ଆଉ ଗାଜା ଉପରେ ଆକ୍ରମଣ କରିବ ନାହିଁ। ଏହା ଟ୍ରମ୍ପଙ୍କ ଶାନ୍ତି ଯୋଜନାର…

ଭାଇଚାରା ସହରରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ;ଭଙ୍ଗାରୁଜା, ଢେଲା ମାଡ଼, ଅଟକି ରହିଲା ମେଢ଼

କଟକ: କଟକରେ ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ । ଦରଘା ବଜାର ସ୍ଥିତ ହାତୀପୋଖରୀ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ କାରଣରୁ ୬ ଗୁରୁତର ହୋଇଛନ୍ତି । ଦଶହରା ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ହାତୀପୋଖରୀ ନିକଟରେ ତୀବ୍ର ଉତ୍ତେଜନା ସୃଷ୍ଟି…

ଏହି ଦେଶରେ ରହିଛି ସୁସ୍ଥ ହାର୍ଟ୍‌ର ସ୍ପେଶାଲ୍ ସିକ୍ରେଟ୍

ମଣିଷ ଶରୀରର ହୃଦପିଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ପୂରା ଶରୀରକୁ ଶକ୍ତି ଯୋଗାଏ। ହାର୍ଟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ । ତେଣୁ ଏହାର ଯତ୍ନ ନେବା ମଧ୍ୟ ଆବଶ୍ୟକ। ଖାଦ୍ୟପେୟ ଅନିୟମିତତା ହେଉ ବା ଶାରୀରିକ ପରିଶ୍ରମର ଅଭାବ, ବର୍ତ୍ତମାନ ହୃଦରୋଗ ଏକ ବଡ ସମସ୍ୟା ହୋଇ ଛିଡା…

ଅନାସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଲେ କୁନ୍ଦୁରା ବ୍ଲକ ଅଧ୍ୟକ୍ଷା

ଜୟପୁର: ଅନାସ୍ଥା ଭୋଟ ପୂର୍ବରୁ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅଧ୍ୟକ୍ଷାଙ୍କ ଇସ୍ତଫା । କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଜେଶ୍ୱରୀ ପରଜା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଅଧ୍ୟକ୍ଷା ଗୁରୁବାର ଜୟପୁର ଉପଜିଲ୍ଲାପାଳ ଅକା ବରମ ଶାଶ୍ୟ ରେଡ୍ଡୀଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ…

୨ ବର୍ଷରୁ କମ ବୟସର ପିଲାଙ୍କୁ କଫ୍ ସିରପ୍ ମନା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଗତ କିଛି ଦିନ ମଧ୍ୟରେ କଫ୍ ସିରପ୍ ଯୋଗୁଁ ୧୨ ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ପିଲାମାନେ ଗୋଟିଏ ପରେ ଗୋଟିଏ ମୃତ୍ୟୁବରଣ କରୁଥିବା ଖବର ଲୋକଙ୍କୁ ଭୟଭୀତ କରିଥିଲା। ମୃତ୍ୟୁ ପରେ ସନ୍ଦିଗ୍ଧ କଫ୍ ସିରପ୍ ମଧ୍ୟ ପରୀକ୍ଷା ପାଇଁ…