Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Devi Won Gold Medal: କାଠମାଣ୍ଡୁରେ ଚମକିଲେ ଓଡ଼ିଆ ପୁଅ; ୨ଟି ସ୍ଵର୍ଣ୍ଣ ପଦକ ଜିତିଲେ ଦେବୀ ପ୍ରସାଦ

ପୁରୀ: ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଲେ ଓଡିଆ ପୁଅ । ନେପାଳରେ ୨ଟି ସ୍ଵର୍ଣ୍ଣ ପଦକ ଜିତିଲେ ଓଡ଼ିଆ ତଥା ଶ୍ରୀକ୍ଷେତ୍ରର ପୁଅ ଦେବୀ ପ୍ରସାଦ । ଏସିଆନ୍ ଶକ୍ତିଉତ୍ତୋଳନ ପ୍ରତିଯୋଗୀତାରେ ବାଜିମାତ କରିଛନ୍ତି ଦେବୀ । ଏସିଆନ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇ ୧୫ ଅଗଷ୍ଟରୁ ୧୭ ଅଗଷ୍ଟ…

Puri New SP: ପର୍ଯ୍ୟଟକଙ୍କ ସୁରକ୍ଷା ସହ ଶ୍ରୀମନ୍ଦିର ଦର୍ଶନ ଶୃଙ୍ଖଳା ମୋ ପାଇଁ ଚାଲେଞ୍ଜ ରହିବ: ଏସପି

ପୁରୀ: ପୁରୀ ଏସପି ଭାବରେ ଦାୟିତ୍ଵ ପାଇବାପରେ ମହାପ୍ରଭୁଙ୍କ ଦର୍ଶନର ସାନ୍ନିଧ୍ୟ ନେଲେ ଏସପି ପ୍ରତୀକ ସିଂ । ଲକ୍ଷ୍ମୀ ମନ୍ଦିରରେ ଭକ୍ତଙ୍କୁ ପିଠା ବାଣ୍ଟିଲେ ନୂଆ ଏସପି । ମହାପ୍ରଭୁଙ୍କ ଦର୍ଶନ ପରେ ଦାୟିତ୍ଵ ତୁଲାଇବାକୁ ଯାଉଥିବାରୁ ଧନ୍ୟ ହୋଇଛି ବୋଲି କହିଛନ୍ତି ପୁରୀର ନୂଆ ଏସପି ପ୍ରତୀକ…

Parineeti & Raghav announce pregnancy: ମାଆ ହେବେ ପରିଣୀତି ଚୋପ୍ରା, ଇନଷ୍ଟାରେ ଖୁସି ଖବର ଦେଇ ଲେଖିଲେ-…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ଶିରୋନାମାରେ ରହିଥାନ୍ତି। ଏବେ ଏହି ଦମ୍ପତି ପ୍ରଶଂସକମାନଙ୍କୁ ଏପରି ଏକ ଖୁସି ଖବର ଦେଇଛନ୍ତି ଯାହାର ଅପେକ୍ଷା ବହୁତ ଦିନ ଧରି ଥିଲା। ବିବାହର ୨ ବର୍ଷ ପରେ, ପରିଣୀତି ଚୋପ୍ରା ଏବଂ ରାଘବ…

Trump’s 50% tariffs: ଟ୍ରମ୍ପଙ୍କ ୫୦% ଶୁଳ୍କ ଦ୍ବାରରେ ଭାରତ: କେମିତି ଦେବ ଜବାବ?, ବସିବ ବଡ ବୈଠକ….

ନୂଆଦିଲ୍ଲୀ: ୱାଶିଂଟନ ପୂର୍ବ ଶୁଳ୍କକୁ ଦ୍ୱିଗୁଣିତ କରିବା ପରେ ବୁଧବାରଠାରୁ, ଆମେରିକା ବଜାରରେ ପ୍ରବେଶ କରୁଥିବା ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ୫୦% ଶୁଳ୍କ ଲାଗୁ ହେବ । ଯାହା ରପ୍ତାନିକାରୀଙ୍କ ଉପରେ ମୂଲ୍ୟ ଚାପ ବୃଦ୍ଧି କରିବ। ଯାହାକୁ ନେଇ ଏବେ ପିଏମଓ କାର୍ଯ୍ୟଳୟରେ ବଡ ବୈଠକ ବସି ନେଇ…

First space traveller: ହନୁମାନ ନା ନୀଲ ଆର୍ମଷ୍ଟ୍ରଙ୍ଗ, ମହାକାଶକୁ ପ୍ରଥମେ କିଏ ଯାଇଥିଲେ?, ଅନୁରାଗ ଠାକୁରଙ୍କ…

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଉନାରେ ଏକ ସ୍କୁଲ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ସମୟରେ ବିଜେପି ସାଂସଦ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଛାତ୍ରମାନଙ୍କୁ କହିଥିଲେ ଯେ ଭଗବାନ ହନୁମାନଙ୍କୁ "ମହାକାଶରେ ଯାତ୍ରା କରିଥିବା ପ୍ରଥମ ବ୍ୟକ୍ତି" ଭାବରେ ବିବେଚନା କରାଯାଇପାରିବ।…

Voter Adhikar Yatra: ବିହାରରେ ବିରୋଧୀ ଚକ୍ରବ୍ୟୂହ !

ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି। ରାହୁଲ ଗାନ୍ଧୀ ଓ ତେଜସ୍ବୀ ଯାଦବଙ୍କ ଭୋଟର ଅଧିକାର ଯାତ୍ରା ଇଣ୍ଡିଆ ମେଣ୍ଟର ଯୋଶ୍ ବଢାଇଛି। ସାସାରାମର ଗାନ୍ଧୀ ମଇଦାନରୁ ଆରମ୍ଭ ହୋଇଥିବା ଭୋଟର ଅଧିକାର ଯାତ୍ରାରେ ରାହୁଲ ଓ ତେଜସ୍ବୀଙ୍କ ସହ ରାଜନୈତିକ କଦମତାଲ୍ କରିବେ ବିରୋଧୀ…

Governor Meets Naveen: ନବୀନଙ୍କୁ ଭେଟିଲେ ରାଜ୍ୟପାଳ, ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ

ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ । ନବୀନ ନିବାସ ଯାଇ ବିରୋଧୀ ଦଳ ନେତାଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । ଗତ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ନବୀନ ନିବାସ ଯାଇ…

Dar and Yunus Discuss: ଢାକାରେ ଡାର୍-ୟୁନୁସ ମିଟ୍, ଭାରତକୁ କେତେ ବିପଦ?

ନୂଆଦିଲ୍ଲୀ: ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇଶାକ ଦାର ଶନିବାର ଦୁଇ ଦିନିଆ ଗସ୍ତରେ ବାଂଲାଦେଶରେ ପହଞ୍ଚିଛନ୍ତି। ଗତ ୧୩ ବର୍ଷ ମଧ୍ୟରେ ଏହା ଜଣେ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀଙ୍କ ବାଂଲାଦେଶର ପ୍ରଥମ ରାଷ୍ଟ୍ର ଗସ୍ତ। ଗତ ବର୍ଷ ଅଗଷ୍ଟରେ ଶେଖ ହସିନାଙ୍କ ସରକାରର…

Submarine Deal: ନୌସେନାକୁ ବୁଷ୍ଟ କରିବ ସବ୍‌ମରିନ୍ ଡିଲ୍, ଜର୍ମାନୀଠାରୁ ୬ ବୁଡ଼ାଜାହାଜ କିଣିବ ଭାରତ

ନୂଆଦିଲ୍ଲୀ: ଭାରତ ସରକାର ବାୟୁସେନା ଓ ନୌସେନାର ଶକ୍ତି ବଢ଼ାଇବା ପାଇଁ ଦୁଇଟି ବଡ଼ ଚୁକ୍ତି ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଛଅ ମାସ ଧରି ଅଟକି ରହିବା ପରେ, କେନ୍ଦ୍ର ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ମଝଗାଓଁ ଡକ୍‌ୟାର୍ଡସ ଲିମିଟେଡ୍ (MDL)କୁ ପ୍ରୋଜେକ୍ଟ ୭୫ ଇଣ୍ଡିଆ (P-75I) ଅଧୀନରେ…

ଭୁବନେଶ୍ୱର ବିମାନବନ୍ଦରରେ ଖୋଲିଲା ‘ଉଡାନ ଯାତ୍ରୀ’ କାଫେ; ୧୦ ଟଙ୍କାରେ..

ଭୁବନେଶ୍ୱର: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ ସୋମବାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଯାତ୍ରୀଙ୍କ ପାଇଁ ସୁଲଭ ଖାଦ୍ୟ ଏବଂ ପାନୀୟ ବିକଳ୍ପ ସହିତ 'ଉଡାନ ଯାତ୍ରୀ' କାଫେର ଉଦଘାଟନ କରିଛନ୍ତି। ଏହି ପଦକ୍ଷେପ ସମସ୍ତ…