Latest Odisha News
Browsing Category

ମୁଖ୍ୟ ଖବର

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ପୋଡ଼ି ମାରିବା ଘଟଣା, ପେଟ୍ରୋଲ ଦୋକାନୀ ଗିରଫ

ବରଗଡ଼: ବରଗଡ ଗାଇସିଲେଟ ଥାନା ଫିରିଙ୍ଗିମାଲ ଗାଁରେ ନାବାଳିକା ପେଟ୍ରୋଲ ଢାଳି ଜାଳି ହେବା ଘଟଣାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ଏହି ଘଟଣାରେ ପେଟ୍ରୋଲ ଦୋକାନୀ ଗିରଫ। ବ୍ୟକ୍ତଙ୍କର ରାସନ ଦୋକାନ ରହିଛି। ଏହି ଦୋକାନରେ ସେ ପୋଟ୍ରୋଲ ବିକ୍ରି କରନ୍ତି। ରାସନ ଦୋକାନୀ ପ୍ରେମାନନ୍ଦ…

ରାଧାକୃଷ୍ଣନଙ୍କୁ ସମର୍ଥନ କରିବାକୁ ବିରୋଧୀ ଦଳକୁ ଅପିଲ୍ କଲେ ମୋଦି, ଏମିତି ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ…..

ନୂଆଦିଲ୍ଲୀ: ବିଜେପି ସମର୍ଥିତ ଏନଡିଏ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ଆଉ ମଙ୍ଗଳବାର ଏହାକୁ ନେଇ ଏନଡିଏ ସଂସଦୀୟ ଦଳ ବୈଠକ ପରେ, କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳ ସମେତ ସମସ୍ତ ସାଂସଦଙ୍କୁ…

ରଥଯାତ୍ରା ଓ ବାହୁଡ଼ା ଦର୍ଶନ ନେଇ ଆସିବ ମାର୍ଗଦର୍ଶିକା, ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ସମସ୍ୟାର ହେବ ସମାଧାନ

ଭୁବନେଶ୍ୱର: ଗତ ମାସରେ ସରିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ହେଲେ ଆସନ୍ତା ବର୍ଷ ରଥଯାତ୍ରା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରଥଯାତ୍ରା ସରୁ ସରୁ ଆସନ୍ତା ବର୍ଷ ହେବାକୁ ଥିବା ରଥଯାତ୍ରାରେ ବିଶୃଙ୍ଖଳା ରୋକିବାକୁ ଏବେଠୁ ପ୍ରଶାସନ ସଜବାଜ। ଆଜି ବସିବ ଉଚ୍ଚସ୍ତରୀୟ ବୈଠକ । ସନ୍ଧ୍ୟା…

ସୁନା ପୁଅ ଶୁଭାଂଶୁଙ୍କୁ ଭେଟିଲେ ମୋଦି: ପଚାରିଲେ, ‘ମୁଁ ଦେଇଥିବା ହୋମଓ୍ବର୍କ କରିଛ କି?’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଭାରତ ଫେରିଥିବା ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଶୁଭାଂଶୁ ଶୁକ୍ଳାଙ୍କୁ ଭେଟିବା ସମୟରେ ଅନେକ ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ଯେଉଁଥିରେ ସେ ଶୁଭାଂଶୁ ଶୁକ୍ଳାଙ୍କୁ…

ହସରେ ଫାଟିଲା ଓଭାଲ୍ ଅଫିସ୍, ପୋଷାକକୁ ସମାଲୋଚନା କରିଥିବା ରିପୋର୍ଟରଙ୍କୁ କିଛି ଏପରି ଜବାବ ଦେଲେ ଜେଲେନସ୍କି….

ନୂଆଦିଲ୍ଲୀ: ସୋମବାର ହ୍ୱାଇଟ୍ ହାଉସରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ କରିଛନ୍ତି । ପୂର୍ବ ସାକ୍ଷାତକାର ଅପେକ୍ଷା ଏଥର ପରିବେଶ ବେଶ୍ ସକରାତ୍ମକ ରହିଥିବା ବେଳେ ଜେଲେନସ୍କିଙ୍କୁ ସ୍ବାଗତ ବେଳେ ପ୍ରଶଂସା କରିଥିଲେ…

ଯକ୍ଷ୍ମାର ମୂଳୋତ୍ପାଟନ ଦିଗରେ ଆଗକୁ ଆସିଲେ ରାଜ୍ୟପାଳ; ୧୦୦ ରୋଗୀଙ୍କୁ ପୋଷ୍ୟ ଭାବେ କରିବେ ଗ୍ରହଣ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ ଲାଗି ରାଜ୍ୟପାଳଙ୍କ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା । ୧୦୦ ଜଣ ଯକ୍ଷ୍ମା (ଟିବି) ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟପାଳ…

ଉପରାଷ୍ଟ୍ରପତି ନିର୍ବାଚନ: କିଏ ହେବେ ବିରୋଧୀ ଦଳର ଚେହେରା?, ଚର୍ଚ୍ଚାରେ ଏହି ୩ ନାଁ….

ନୂଆଦିଲ୍ଲୀ: ଆସନ୍ତା ମାସ ସେପ୍ଟେମ୍ବର ୯ ରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ରାଜନୈତିକ ମହଲରେ ବିଭିନ୍ନ ଗତିବିଧି ଦେଖିବାକୁ ମିଳୁଛି । ଶାସକ ଦଳ ଏନଡିଏ ଉପରାଷ୍ଟ୍ରପତି ପଦ ପାଇଁ ତାର ପ୍ରାର୍ଥୀ ଘୋଷଣା କରିସାରିଛି । ଏବେ ଖାଲି ଅପେକ୍ଷା ବିରୋଧୀ ମେଣ୍ଟ…

ଲଗାଣ ବର୍ଷାରେ ବେହାଲ ମାୟାନଗରୀ; ଦ୍ବିତୀୟ ଦିନରେ ବି ହାଇଆଲର୍ଟ ଜାରି, ଗଲାଣି ୭ ଜୀବନ

ମୁମ୍ବାଇ: ସାରା ଦେଶରେ ତାଣ୍ଡବ ରଚୁଛି ମୌସୁମୀ ଜନିତ ଲଗାଣ ବର୍ଷା । ଜମ୍ମୁରୁ ଆରମ୍ଭ କରି ମହାରାଷ୍ଟ୍ର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେଉଛି । ତେବେ ଦ୍ବିତୀୟ ଦିନରେ ମଧ୍ୟ ମୁମ୍ବାଇରେ ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଗତ ୮ ଘଣ୍ଟା ମଧ୍ୟରେ ମାୟାନଗରୀରେ ୧୭୭ ମିମି ବର୍ଷା…

ଅବପାତର ରୂପ ନେଲା ଲଘୁଚାପ: ୨ଦିନ ଧରି ପ୍ରବଳ ବର୍ଷିବ! ୩ ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଅବପାତର ରୂପ ନେଲା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଆଜି ମଧ୍ୟାହ୍ନରେ ଅବପାତ ଦକ୍ଷିଣ ଓଡ଼ିଶା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଯାହା ଫଳରେ ଆଜି ୩ଟି ଜିଲ୍ଲା ନବରଙ୍ଗପୁର,…

ସମ୍ବଲପୁରରେ ଏନକାଉଣ୍ଟର; ଅପରାଧୀର ବାମ ଗୋଡରେ ବାଜିଛି ଗୁଳି

ସମ୍ବଲପୁର: ସମ୍ବଲପୁରରେ ଏନ୍‌କାଉଣ୍ଟର । ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ଏମ୍‌ଡି ସାମଦକୁ ଏନକାଉଣ୍ଟର କଲା ପୋଲିସ । ସାମଦ ତାର ଭାଇ ଏମଡି ଓ୍ବାସିମ ଜଣଙ୍କୁ ଛୁରାମାଡ କରି ହତ୍ୟା କରିଥିଲେ । ପୋଲିସ ଉଭୟଙ୍କୁ ଧରିବାକୁ ଯାଇଥିବାବେଳେ, ସେମାନେ ପୋଲିସ ଉପରକୁ ଗୁଳିଚଳାଇଥିଲେ । ଏହାପରେ…