Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ତିରୁପତି ବ୍ୟତୀତ ଆନ୍ଧ୍ରପ୍ରଦେଶର ସମସ୍ତ ବିମାନବନ୍ଦରରେ ଖୋଲିବ ବାର୍, ଜାଣନ୍ତୁ କ’ଣ ନୂଆ ନୀତି..

ଅମରାବତୀ: ଆନ୍ଧ୍ରପ୍ରଦେଶର ବିମାନବନ୍ଦରଗୁଡ଼ିକରେ ଏବେ ବାର ଖୋଲିବ । ସରକାର ତାଙ୍କର ନୂତନ ବାର ନୀତି ୨୦୨୫୨୮ରେ ପ୍ରକାଶ କରିଛନ୍ତି । ଏହା ଅଧୀନରେ, ଏବେ ରାଜ୍ୟର ସମସ୍ତ ବିମାନବନ୍ଦରରେ ବାର ଖୋଲିବାକୁ ଅନୁମତି ଦିଆଯିବ । ତିରୁପତି ବ୍ୟତୀତ ସମସ୍ତ ବିମାନବନ୍ଦରରେ ବାର ଖୋଲିବାକୁ ଅନୁମତି…

ଯାତ୍ରୀଙ୍କ ପାଇଁ ବଡ଼ ଖବର: ବନ୍ଦ ହୋଇଯିବ ଭୁବନେଶ୍ଵର-ଦୁବାଇ ବିମାନ ସେବା

ଭୁବନେଶ୍ଵର: ବନ୍ଦ ହୋଇଯିବ ଭୁବନେଶ୍ଵର-ଦୁବାଇ ବିମାନ ସେବା। ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ଵର-ଦୁବାଇ ବିମାନ ସେବାକୁ ବନ୍ଦ କରି ଦିଆଯିବ। ଆସନ୍ତା ଅକ୍ଟୋବର ୨୪ ତାରିଖରୁ ଏହି ରୁଟରେ କମ୍ପାନୀ ଏହାର ସେବା ବନ୍ଦ କରିବା ନେଇ ସୂଚନା ମିଳିଛି। ଏହି ରୁଟରେ ଆଉ ଯାତ୍ରା ସୁବିଧା ପାଇବେନି ଯାତ୍ରୀ।…

ଦାଦାବଟି ପାଇଁ ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ: ଧିରେ ଧିରେ ପୁରୀ ସହରରେ ବଢି ଚାଲିଛି ଅପରାଧ। ଦାଦାବଟି ପାଇଁ ଅନେକ ସମୟରେ ସହରରେ ଆକ୍ରମଣର ଶିକାର ହେଉଛନ୍ତି ସାଧାରଣ ଲୋକ। ଏମିତିକି ଦାଦାବଟି ପାଇଁ ଜଣେ ସେବାୟତ ମଧ୍ୟ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଶ୍ରୀମନ୍ଦିର ଦରଜୀ ସେବାୟତଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ।…

ମାକ୍ରନଙ୍କ କାନରେ ଫୁସ୍ ଫୁସ୍ କରି ଟ୍ରମ୍ପ କହୁଥିଲେ ପୁଟିନଙ୍କ ପ୍ଲାନ୍, ହେଲେ ମାଇକ୍ ପୂରା ଦୁନିଆକୁ ଶୁଣାଇଦେଲା….

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏବଂ ଅନେକ ୟୁରୋପୀୟ ନେତାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବହୁପକ୍ଷୀୟ ବୈଠକର ସବୁଠାରୁ ବଡ଼ ନିଷ୍କର୍ଷ ଥିଲା ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ…

ପାର୍ବଣରେ ଦାଦା ବଟିକୁ ନାଁ, ଜୋର ଜବରଦସ୍ତି ଚାନ୍ଦା ଆଦାୟ କଲେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ

କଟକ: ପାଖେଇ ଆସିଲାଣି ପାର୍ବଣ। ଏଥିପାଇଁ ପ୍ରସ୍ତୁତ ହେଉଛି ପ୍ରଶାସନ। ପ୍ରତ୍ୟେକ ବର୍ଷ ପାର୍ବଣରେ ଦାଦା ବଟି ଆଦାୟ ହେଉଛି। ଚଳିତ ବର୍ଷ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲକ୍ଷରେ ପ୍ରଶାସନ। ଚଳିତ ଥର ପାର୍ବଣରେ ଜୋର ଜବରଦସ୍ତି ଆଦାୟ କରି ପାରିବେନି ଚାନ୍ଦା। ବିଶୃଙ୍ଖଳା କଲେ ପୋଲିସ ନେବ…

ଶିଶୁ ବାଟିକା ପିଲାମାନଙ୍କୁ ମିଳିବ ମାଗଣା ୟୁନିଫର୍ମ

ଭୁବନେଶ୍ୱର: ରାଜ୍ୟ ସାରା ସ୍କୁଲରେ ଶିଶୁ ବାଟିକାର ଛାତ୍ରଛାତ୍ରୀମାନଙ୍କୁ ମାଗଣା ୟୁନିଫର୍ମ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ, ୩,୧୦,୮୩୯ ଜଣ ନାମ ଲେଖାଇଥିବା ପିଲାଙ୍କୁ ୟୁନିଫର୍ମ, ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍…

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ

ଅନୁଗୁଳ: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆଜି ତାଙ୍କୁ ସୁନ୍ଦରଗଡ଼ର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟକୁ ପଠାଯିବ। ଗତକାଲି ଭୁବନେଶ୍ୱର, ରାଉରକେଲା, ସୁନ୍ଦରଗଡ଼,…

ଉପରାଷ୍ଟ୍ରପତି ନିର୍ବାଚନ: ନାଁ ଘୋଷଣା କଲା ଇଣ୍ଡି ମେଣ୍ଟ, ଏହି ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ନାଁରେ…

ନୂଆଦିଲ୍ଲୀ: ଆଜି ବିରୋଧୀ ଦଳ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଉପରାଷ୍ଟ୍ରପତି ପଦ ପାଇଁ ବିରୋଧୀ ଦଳର ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ସର୍ବସମ୍ମତି ପରେ ଏହି ଘୋଷଣା…

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ପୋଡ଼ି ମାରିବା ଘଟଣା, ପେଟ୍ରୋଲ ଦୋକାନୀ ଗିରଫ

ବରଗଡ଼: ବରଗଡ ଗାଇସିଲେଟ ଥାନା ଫିରିଙ୍ଗିମାଲ ଗାଁରେ ନାବାଳିକା ପେଟ୍ରୋଲ ଢାଳି ଜାଳି ହେବା ଘଟଣାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ଏହି ଘଟଣାରେ ପେଟ୍ରୋଲ ଦୋକାନୀ ଗିରଫ। ବ୍ୟକ୍ତଙ୍କର ରାସନ ଦୋକାନ ରହିଛି। ଏହି ଦୋକାନରେ ସେ ପୋଟ୍ରୋଲ ବିକ୍ରି କରନ୍ତି। ରାସନ ଦୋକାନୀ ପ୍ରେମାନନ୍ଦ…

ରାଧାକୃଷ୍ଣନଙ୍କୁ ସମର୍ଥନ କରିବାକୁ ବିରୋଧୀ ଦଳକୁ ଅପିଲ୍ କଲେ ମୋଦି, ଏମିତି ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ…..

ନୂଆଦିଲ୍ଲୀ: ବିଜେପି ସମର୍ଥିତ ଏନଡିଏ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ଆଉ ମଙ୍ଗଳବାର ଏହାକୁ ନେଇ ଏନଡିଏ ସଂସଦୀୟ ଦଳ ବୈଠକ ପରେ, କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳ ସମେତ ସମସ୍ତ ସାଂସଦଙ୍କୁ…