Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରନୱେରେ ପିଟି ହେଲା ଇଣ୍ଡିଗୋ ବିମାନ; ଯାତ୍ରୀମାନେ ଅଳ୍ପକେ…

ମୁମ୍ବାଇ:ଶନିବାର (୧୬ ଅଗଷ୍ଟ) ମୁମ୍ବାଇ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନର ପଛ ଭାଗ ରନୱେ ସହିତ ଧକ୍କା ହୋଇଛି। ସୌଭାଗ୍ୟବଶତଃ ବିମାନରେ ଥିବା ସମସ୍ତ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସୂଚନାନୁଯାୟୀ,ଇଣ୍ଡିଗୋର A321 ବିମାନର ଟେଲ୍…

ପୁଣି ଜଣେ ଥାନାଧିକାରୀ ନିଲମ୍ବିତ

ଛତ୍ରପୁର: କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହେଲେ ଥାନାଧିକାରୀ । ଗଞ୍ଜାମ ଜିଲା ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତିଙ୍କୁ ଆଜି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନିଲମ୍ବନ କରିଛନ୍ତି । ଚମାଖଣ୍ଡି ଆଇଆଇସି ସବ୍ୟସାଚୀ ମଲ୍ଲଙ୍କୁ ଛତ୍ରପୁର ଥାନାର ଅତିରିକ୍ତ ଦାୟିତ୍ୱ ପ୍ରଦାନ…

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନଧାର୍ଯ୍ୟ ହୋଇଛି । ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତୁଳା ଲଗ୍ନରେ ଅଗଷ୍ଟ ୨୮ ତାରିଖ ଗୁରୁବାର ସକାଳ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଅର୍ପଣ ନିମ‌ନ୍ନେ…

୧୨ଟି ନୂଆ ଏନଏସି ପାଇଁ ଡ୍ରାଫ୍ଟ ନୋଟିସ୍‌ ଜାରି

ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେଇଛନ୍ତି । ସରକାର ସମ୍ବଲପୁର, ଅନୁଗୁଳ, ବାଲେଶ୍ବର, ମୟୂରଭଞ୍ଜ, ରାୟଗଡ଼ା, ସୁବର୍ଣ୍ଣପୁର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏନଏସି ଗଠନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସେନେଇ…

ବାଲିପାଟଣା ଯୁବକଙ୍କ ମୃତ୍ୟୁ ଘଟଣାରେ ୩ ଗିରଫ; ଜମିଜମାକୁ ନେଇ…

ଭୁବନେଶ୍ୱର:ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅଞ୍ଚଳରେ ଗତକାଲି ପୋଡ଼ି ହୋଇଥିବା ଗୁରୁତର ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଛି । ଏହି ଘଟଣାରେ ବାପା ସୁରେନ୍ଦ୍ର ନାଥ ମଠିଆ, ସାବତ ମାଆ ପ୍ରଭାତୀ ମଠିଆ ଓ ସାବତ ସାନ ଭାଇ ପ୍ରଶାନ୍ତ ମଠିଆଙ୍କୁ ଗିରଫ କରିଛି ପୋଲିସ । ବାଲିପାଟଣା…

ଟ୍ରାଫିକ୍ ନିୟମକୁ ଫୁ’: ଯୁବତୀଙ୍କୁ ଓଲଟା ଟାଙ୍କି ଉପରେ ବସାଇ ବାଇକ୍ ଚଳାଇଲେ ଯୁବକ

ଭୁବନେଶ୍ୱର: କିଛି ଦିନ ବ୍ୟବଧାନ ପରେ ପୁଣି ଭାଇରାଲ ହେବାରେ ଲାଗିଛି ଚଳନ୍ତା ବାଇକରେ ଯୁବତୀଙ୍କୁ ଓଲଟା ଟାଙ୍କି ଉପରେ ବସାଇ ବାଇକ ଚଲାଇବାର ଦୃଶ୍ୟ । ପୂର୍ବରୁ ସ୍ୱାମୀ-ସ୍ତ୍ରୀଙ୍କର ବିପଜ୍ଜନକ ବାଇକ ଚଳାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯୋଉଥିପାଇଁ ସେମାନଙ୍କୁ ମୋଟା…

ଆକ୍ସନମୋଡରେ ଏସଟିଏଫ୍; ପାନ ଦୋକାନରୁ ବିପୁଳ ନିଶାଦ୍ରବ୍ୟ ଜବତ, ୪ ଅଟକ

ଭୁବନେଶ୍ବର: ଭୁବନେଶ୍ବର ଏୟାରଫିଲଡ ଥାନା ଅଞ୍ଚଳରେ ଏସଟିଏଫ୍ ଟିମ୍ ର ଚଢାଉ । ବିଭିନ୍ନ ପାନ ଦୋକାନ ଓ ସ୍ନାକ୍ସ ଦୋକାନରେ ଚଢ଼ାଉ କରି ବିପୁଳ ମାତ୍ରାରେ ମାଦକ ଦ୍ରବ୍ୟ ଜବତ କରିବା ସହ ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି । ଶିକ୍ଷାନୁଷ୍ଠାନ ଅଧୀନରେ ଗଞ୍ଜେଇ, ଡ୍ରଗ୍ସ ଭଳି…

ପାକିସ୍ତାନର ଟୁଲ୍ କିଟ୍ ଜ୍ୟୋତି ମାଲହୋତ୍ରା! ୟୁଟ୍ୟୁବରଙ୍କ ନାଁରେ ୨୫୦୦ ପୃଷ୍ଠାର ଚାର୍ଜସିଟ୍ ଜାରି କଲା ଏସଆଇଟି

ନୂଆଦିଲ୍ଲୀ: ଗୁପ୍ତଚର ଅଭିଯୋଗରେ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଗିରଫ କରାଯାଇଥିଲା। ହରିୟାଣା ପୋଲିସ ହଠାତ୍ ମେ ୧୬ ତାରିଖରେ ଜ୍ୟୋତିଙ୍କୁ ଗିରଫ କରିଥିଲା। ପ୍ରାୟ ୩ ମାସ ପରେ, ପୋଲିସ ଏବେ ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିଛି। ପୋଲିସ ଚାର୍ଜସିଟ୍‌ରେ କହିଛି ଯେ ଜ୍ୟୋତି ଦୀର୍ଘ…

ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା: ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ରାଉଲକେଲା: ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା । ସ୍ୱାଧୀନତା ଦିବସ ଅବସରରେ ଚାଇବାସାରେ ପୋଲିସ ଏବଂ ସୁରକ୍ଷାବାହିନୀକୁ ମାଓବାଦୀଙ୍କ ବିରୋଧରେ ବଡ଼ ସଫଳତା ମିଳିଛି। ସର୍ଚ୍ଚ ଅପରେସନ୍‌ ବେଳେ ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ। ରାଉରକେଲା ଓଡିଶା-ଝାଡ଼ଖଣ୍ଡ ସୀମାରେ ବିପୁଳ ପରିମାଣର ମାଓ…

ହିମାଳୟ ରାଜ୍ୟଗୁଡ଼ିକରେ କାହିଁକି ବାରମ୍ବାର ବାଦଲ ଫଟା ବର୍ଷା ହେଉଛି? ଏହା ପଛର କାରଣ କ’ଣ?

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଲିରେ ହୋଇଥିବା ବାଦଲ ଫଟା ବର୍ଷା ଘଟଣାର ପୀଡିତମାନେ ଏପର୍ଯ୍ୟନ୍ତ ସେମାନଙ୍କ ଦୁଃଖରୁ ବାହାରି ନଥିବାବେଳେ, ସେହି ସମୟରେ ଜମ୍ମୁ ଏବଂ କଶ୍ମୀରର କିସ୍ତୱାରେ ସମାନ ଘଟଣା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଚଳିତ ବର୍ଷ, ହିମାଚଳ ପ୍ରଦେଶ…