Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅଖିଳେଶ ହୁଅନ୍ତୁ କି ପାଓ୍ବାର…ବିରୋଧୀ ଏକାଠି

ନୂଆଦିଲ୍ଲୀ: ଅଖିଳେଶ ଯାଦବ ହୁଅନ୍ତୁ କି ମମତା ବାନାର୍ଜୀ। ପୂରା ବିରୋଧୀ ଏକ ସ୍ବର। ଭୋଟ୍ ଚୋରି ଅସ୍ତ୍ର ଚଳାଇ ବିରୋଧୀଙ୍କୁ ଗୋଟିଏ ମଞ୍ଚକୁ ଆଣିଛନ୍ତି ରାହୁଲ ଗାନ୍ଧୀ। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଇଣ୍ଡିଆ ବ୍ଲକର ନେତାମାନେ ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ…

ପାକିସ୍ତାନୀ ଧମକରେ ନାହିଁ ଦମ୍…

ନୂଆଦିଲ୍ଲୀ: ଆମେରିକା ମାଟିରୁ ଭାରତକୁ ପରମାଣୁ ଧମକ। ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିରଙ୍କ ଧମକ । ଭବିଷ୍ୟତରେ ଯଦି ଭାରତ ସହ ଯୁଦ୍ଧରେ ପାକିସ୍ତାନର ଅସ୍ତିତ୍ବ ବିପଦରେ ପଡେ, ତେବେ ପରମାଣୁ ହତିଆର ବ୍ୟବହାର କରିବେ। ଅଧା ବିଶ୍ବକୁ ଧ୍ବଂସ କରିବାକୁ ଖୋଲା ଚେତାବନୀ ଦେଇଛନ୍ତି ମୁନିର। ତେବେ…

ମହାପ୍ରସାଦ ଅନଲାଇନରେ ବିକ୍ରି ନେଇ ଶ୍ରୀମନ୍ଦିର ପ୍ରଶାସନ ରାଜି ନାହାନ୍ତି: ମନ୍ତ୍ରୀ

ଭୁବନେଶ୍ବର: ଅନଲାଇନରେ ମହାପ୍ରସାଦ ବିକ୍ରି ନେଇ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ମହାପ୍ରସାଦର ପବିତ୍ରତା ଭିନ୍ନ ଅଟେ । ଏହାକୁ ସାଙ୍ଗରେ ନେବା ସମୟରେ ଏହାର ପବିତ୍ରତା ଅକ୍ଷୁର୍ଣ୍ଣ ରହିବ କି ନାହିଁ ସେନେଇ ସନ୍ଦେହ ଆମ ଭିତରେ ଅଛି । ନିକଟ…

ଦିଲ୍ଲୀରେ ସାଂସଦଙ୍କ ପାଇଁ ୧୮୪ଟି ଟାଇପ୍‌ ୭ କ୍ୱାର୍ଟର୍ସର ଲୋକାର୍ପଣ.

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ବାବା ଖଡକ ସିଂହ ମାର୍ଗରେ ସାଂସଦଙ୍କ ପାଇଁ ନିର୍ମିତ ୧୮୪ଟି ନୂତନ ଫ୍ଲାଟ୍ ଉଦଘାଟନ କରିଛନ୍ତି। ଏହି ସମସ୍ତ ଫ୍ଲାଟ୍ ଟାଇପ୍-୭ ବହୁମହଲା ଆପାର୍ଟମେଣ୍ଟ। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଏକ 'ସିନ୍ଦୁର' ଗଛ ଲଗାଇବା ସହ ଶ୍ରମଜିବୀ…

ଏହି ଦିନ ଜୀବନର ଶେଷ ତାରିଖ….

ନୂଆଦିଲ୍ଲୀ:  ପୃଥିବୀରେ ଜୀବନ ସଞ୍ଚାର ଅମ୍ଳଜାନ ଉପରେ ଆଧାରିତ । ଯେହେତୁ ଅନ୍ୟ ଗ୍ରହଙ୍କ ଅପେକ୍ଷା ପୃଥିବୀରେ ଅମ୍ଳଜାନର ପରିମାଣ ବେଶୀ, ତେଣୁ ଏଠାରେ ଜୀବଜନ୍ତୁ ବାସ କରିପାରନ୍ତି । ପୃଥିବୀରେ ଜୀବନର ଆଧାର ହେଉଛି ଅମ୍ଳଜାନ ଯାହା ଆମକୁ ନିଶ୍ୱାସ ନେବା ଏବଂ ବଞ୍ଚିବାର ଶକ୍ତି ପ୍ରଦାନ କରେ ।…

ଏଣିକି ବୁଲା କୁକୁରଙ୍କ ଆତଙ୍କରୁ ମିଳିବ ମୁକ୍ତି, ଆସିଲା ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ ପ୍ରାୟତଃ ଦେଖାଯାଏ। ଲୋକମାନେ କୁକୁରମାନଙ୍କ ଯୋଗୁଁ ଭୟରେ ରହିବାକୁ ବାଧ୍ୟ ହେଉଛନ୍ତି। କାରଣ କୁକୁରମାନେ ଅନେକ ଲୋକଙ୍କୁ ଆକ୍ରମଣ କରିଛନ୍ତି। ଏବେ ସୁପ୍ରିମକୋର୍ଟ ଏହି ମାମଲାରେ ଏକ ବଡ଼ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟଙ୍କ…

କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ; ୧୪୭ ନିର୍ବାଚନ ମଣ୍ଡଳୀ ବୁଲିବେ ପିସିସି ସଭାପତି

ଭୁବନେଶ୍ବର: ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀ ଦିନରୁ ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ କରିବ କଂଗ୍ରେସ । ଏହି ସମୟରେ ମାଲକାନ ଗିରିରୁ ଆରମ୍ଭ ହେବ ପଦଯାତ୍ରା । ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ପଦଯାତ୍ରା ଆରମ୍ଭ କରିବା ନେଇ ସୂଚନା ରହିଛି । ପିସିସି ସଭାପତି ଏହି ସତ୍ୟାଗ୍ରହ ଯାତ୍ରାରେ…

ପୁରୁଷ, ମହିଳା କ’ଣ?, ବର୍ଷିଲେ ସୁପ୍ରିମକୋର୍ଟ, କେନ୍ଦ୍ର ସରକାରଙ୍କୁ ଦେଲେ କଡା ନିର୍ଦ୍ଦେଶ…

ନୂଆଦିଲ୍ଲୀ: ପୁରୁଷ ମହିଲା କ’ଣ?, ଯୋଗ୍ୟତା ଅନୁସାରେ ଚୟନ ହେଉ….ସେନାରେ ଜେଏଜି କର୍ପସରେ ଦୁଇଜଣ ମହିଳାଙ୍କୁ ନିଯୁକ୍ତି ଦେବା ପାଇଁ ଦାୟର ଆବେଦନ ଉପରେ ସୁପ୍ରିମକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି । ଆଜି ପୁରୁଷ ମହିଳା କୋଟା ନେଇ ସେନା ଆଇନ ଶାଖାକୁ ଭତ୍ସନା କରିଛନ୍ତି ସର୍ବୋଚ୍ଚ ନ୍ୟାୟଳାୟ…

ଅଭିଯୋଗ ଶୁଣୁ ଶୁଣୁ ଚିହିଁକି ଉଠିଲେ ମୁଖ୍ୟମନ୍ତ୍ରୀ, କହିଦେଲେ କିଛି ଏପରି….

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ଭୁବନେଶ୍ୱର ୟୁନିଟ ୨ ସ୍ଥିତ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ଏହି ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଅଭିଯୋଗ ଶୁଣିବା ସମୟରେ ଆଜି ଜଣେ ଅଭିଯୋଗକାରୀଙ୍କ ଉପରେ ରାଗି ଯାଇଥିଲେ ମୁଖ୍ୟମନ୍ତ୍ରୀ…

‘ଖୁବଶୀଘ୍ର କଟକରେ ହୋଇପାରେ ବିମାନବନ୍ଦର!’

କଟକ: କଟକବାସୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର କଟକରେ ହେବ ବିମାନବନ୍ଦର। ସିଲଭର ସିଟିରେ ଖୁବ୍ ଶୀଘ୍ର ନିଜସ୍ୱ ଏକ ବିମାନବନ୍ଦର ତିଆରି ହୋଇପାରେ ବୋଲି କହିଛନ୍ତି କଟକର ସାଂସଦ ଭତୃହରି ମହତାବ। ସେ ଏକ ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ଏହି ସୂଚନା ଦେଇଛନ୍ତି। ଖବର ଅନୁସାରେ ସାଂସଦ…