Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନାଣ୍ଡୁ ବାବୁ ମୋ ବାପାଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି, ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ପୁଅ ଆଣିଲେ ବଡ଼ ଅଭିଯୋଗ

ପୁରୀ: ଓଡ଼ିଆ ଯାତ୍ରା ଜଗତରେ ପୁଣି ଥରେ ବିବାଦର ଝଡ଼। ଏଥର ମୁଖ୍ୟ ଚରିତ୍ରରେ ଯାତ୍ରା ଅଭିନେତ୍ରୀ ସୋନାଲୀ ଓ ତାଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତ ସିଙ୍ଘାର। ଏକ ନାଟକୀୟ ଘଟଣାକ୍ରମରେ ସୋନାଲୀଙ୍କ ୧୨ ବର୍ଷୀୟ ପୁଅ ପୁରୀର କୃଷ୍ଣପ୍ରସାଦ ଥାନାରେ ପହଞ୍ଚି ବାପାଙ୍କ ପାଇଁ ନ୍ୟାୟ ଦାବି…

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ପ୍ରେମିକକୁ ଉଠାଇଲା ପୋଲିସ କିନ୍ତୁ ପଡ଼ୋଶୀଙ୍କ ବୟାନ ଘଟଣାକୁ କଲା ରହସ୍ୟମୟ

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇରେ ଜଣେ ପ୍ଲସ୍-୩ ଛାତ୍ରୀଙ୍କ ରହସ୍ୟମୟ ମୃତ୍ୟୁ ମାମଲା ଏବେ ଚର୍ଚ୍ଚାର ବିଷୟ। ଛାତ୍ରୀଙ୍କ ପ୍ରେମିକ ପ୍ରମୋଦ ବେହେରାଙ୍କୁ ଚେନ୍ନାଇରୁ ଉଠାଇ ଆଣିଛି କେନ୍ଦ୍ରାପଡ଼ା ପୁଲିସ। ଏକ ସନ୍ଦେହଜନକ ପରିସ୍ଥିତିରେ ଯୁବତୀ ଜଣଙ୍କ ନିଜ ଘରେ ଜଳିଯାଇଥିବା ଦେଖିବାକୁ…

ଋଷ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ଭାରତ ଆସିବାକୁ କଲେ ନିମନ୍ତ୍ରଣ …

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହୋଇଛନ୍ତି। ଏହି ଫୋନ୍ କଲ୍ ସମୟରେ, ଋଷ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ସହ ଜଡିତ ସାମ୍ପ୍ରତିକ ଘଟଣାବଳୀ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ପ୍ରଧାନମନ୍ତ୍ରୀ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ…

ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥକୁ ସମର୍ଥନ କରିବନି ବିଜେଡି, ଇଣ୍ଡିଆ ମେଣ୍ଟ ମୁହାଁ ହେଲେ କି ନବୀନ?

ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ନାହିଁ। ପୂର୍ବତନ ଲୋକସଭା ସାଂସଦ ମହେଶ ସାହୁ ଏହି ସୂଚନା ଦେଇଛନ୍ତି। ଯାହା ଆଗାମୀ ଦିନରେ ବିଜେପି ବିରୋଧରେ ବିଜେଡିର ଏକ ବଡ଼ ଇଙ୍ଗିତ। ମହେଶ…

ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ; ୨ ଯବାନ ଗୁରୁତର

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ। ଏଥିରେ ସିଆରପିଏଫ୍ କୋବ୍ରା ବାହିନୀର ଦୁଇ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ରହିଛି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ଜରେଇକେଲା ସରଣ୍ଡା ଜଙ୍ଗଲରେ…

ସଂସ୍କାର ଟିଭିକୁ ଶ୍ରେଷ୍ଠ ଧାର୍ମିକ ଚ୍ୟାନେଲ ପୁରସ୍କାର, ଦୁଇଟି ବର୍ଗରେ ଜିତିଲା ବିସିଏସ ରତ୍ନ ପୁରସ୍କାର

ନୂଆଦିଲ୍ଲୀ: ଧାର୍ମିକ-ଆଧ୍ୟାତ୍ମିକ ପ୍ରସାରଣ ଜଗତର ଏକ ଜଣାଶୁଣା ନାମ ସଂସ୍କାର ଟିଭି ଦୁଇଟି ବର୍ଗରେ ବିସଏସ (BCS) ରତ୍ନ ପୁରସ୍କାର ଜିତିଛି। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାଂସଦ ଅନୁରାଗ ଠାକୁର ପ୍ରସାରଣ କ୍ଷେତ୍ର ସହିତ ଜଡିତ ଟିଭି-ଡିଜିଟାଲ ପ୍ଲାଟଫର୍ମ ସହିତ ଜଡିତ ଲୋକଙ୍କୁ…

ଭୁବନେଶ୍ବର ଏମ୍‌ସରେ ସିବିଆଇ ଚଢ଼ାଉ;ବିପୁଳ କାଗଜପତ୍ର ଜବତ

ଭୁବନେଶ୍ବର:ଭୁବନେଶ୍ବର ଏମସରେ ସିବିଆଇ ଚଢ଼ାଉ । ନିଯୁକ୍ତି ଜାଲିଆତି ନେଇ ସିବିଆଇର ଚଢ଼ାଉ । ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏମ୍ସ ଭୁବନେଶ୍ବର ସମେତ ରାଜଧାନୀ ଭୁବନେଶ୍ବରର ଏକାଧିକ ସ୍ଥାନରେ ଚଢ଼ଉ କରିଛି। ତେବେ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ନିଯୁକ୍ତି କ୍ଷେତ୍ରରେ…

ନାରୀ ସୁରକ୍ଷା ଦାବି ନେଇ ଏସପିଙ୍କ କାର୍ଯ୍ୟାଳୟ ଘେରାଉ

ନୂଆପଡା: ବର୍ତ୍ତମାନ ରାଜ୍ୟ ବ୍ୟାପି ନାରୀ ନିର୍ଯ୍ୟାତନା ବନ୍ଦ ସହ ଆଇନ ଶୃଙ୍ଖଳା ବିରୁଦ୍ଧରେ ବିଭିନ୍ନ ରାଜନୈତିକ ଦଳ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଥିବା ବେଳେ ନୂଆପଡ଼ା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ପ୍ରଥମେ ଖଡ଼ିଆଳ,…

କେନ୍ଦ୍ର କ୍ୟାବିନେଟର ୫ ବଡ଼ ନିଷ୍ପତ୍ତି: ସୁଲଭ ମୂଲ୍ୟରେ ମିଳିବ ଏଲପିଜି ସିଲିଣ୍ଡର, ଊଜ୍ଜ୍ୱଳା ପାଇଁ ୧୨ ହଜାର କୋଟି…

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସରକାର ପାଞ୍ଚଟି ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିରୁ…

ମହିଳା ଜଣକ କାହିଁକି ନିଜ ଓଢଣୀ ଚିରି ମୁଖ୍ୟମନ୍ତ୍ରୀ ଧାମିଙ୍କୁ ବାନ୍ଧିଲେ ରାକ୍ଷୀ.. ?

ଡେରାଡୁନ:ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଲି ଅଞ୍ଚଳ ଏବେ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନିଜେ ଗ୍ରାଉଣ୍ଡ ଜିରୋରେ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ଗୁଜୁରାଟର ଜଣେ ମହିଳା ଯାତ୍ରୀ ଗଙ୍ଗୋତ୍ରୀରେ ଫସି ରହିଥିଲେ। ଯେତେବେଳେ ତାଙ୍କୁ…