Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଉ ନାହାନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ, ୮୧ ବୟସରେ ପରଲୋକ 

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପିତା ଶିବୁ ସୋରେନଙ୍କ ମୃତ୍ୟୁ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। 'ଦିଶୋମ୍ ଗୁରୁ' ନାମରେ ଜଣାଶୁଣା ଶିବୁ ସୋରେନ…

ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ପୁଣି ଆଇଇଡି ବିସ୍ଫୋରଣ

ସୁନ୍ଦରଗଡ଼: ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ପୁଣି ଆଇଇଡି ବିସ୍ଫୋରଣ। ପୃଥକ ପୃଥକ ଦୁଇଟି ସ୍ଥାନରେ ଆଇଇଡି ବିସ୍ଫୋରଣ ହୋଇଛି। ଝାଡ଼ଖଣ୍ଡ କରମପଦା ରେଲୱେ ଷ୍ଟେସନ ନିକଟରେ ବିସ୍ଫୋରଣ ହୋଇଥିବା ବେଳେ ଓଡ଼ିଶାର କେ. ବଲାଙ୍ଗ ଥାନା ରେଞ୍ଜଡ଼ା ରେଲୱେ ଟ୍ରାକ୍‌ରେ ବିସ୍ଫୋରଣ ଘଟିଛି। ସୂଚନା ଅନୁସାରେ…

‘ୟୁକ୍ରେନ ଯୁଦ୍ଧକୁ ପାଣ୍ଠି ଦେଉଛି ଭାରତ’: ଟ୍ରମ୍ପଙ୍କ ଶୀର୍ଷ ପରାମର୍ଶଦାତା ଓଗାଳିଲେ ବିଷ, ଦେଲେ ୧୦୦%…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଦଳ ଲଗାତାର ଭାରତ ବିରୁଦ୍ଧରେ ବିଷ ଓଗାଳୁଛନ୍ତି। ଡୋନାଲ୍ଡ ଟ୍ରମ୍ପ ଏପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଭାରତ ବିରୁଦ୍ଧରେ, ଏମିତିକି ଭାରତକୁ ଅପମାନ କରି ଅନେକ ବୟାନ ଦେଇଛନ୍ତି। ଏବେ ହ୍ୱାଇଟ୍ ହାଉସରେ ତାଙ୍କର ଶୀର୍ଷ…

ଆସନ୍ତା ୭ରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୭ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପ୍ରଭାବରେ ୯ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପରେ ଏହି ଘୂର୍ଣ୍ଣିବଳୟ ରହିବ। ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଓଡ଼ିଶା ଓ…

ମିନି ବସ୍‌କୁ ଧକ୍କା ଦେଲା ହାଇୱା: ୧୬ ଯାତ୍ରୀ ଆହତ

ସୁବର୍ଣ୍ଣପୁର: ମିନି ବସକୁ ପଛରୁ ଧକ୍କା ଦେଲା ହାଇୱା। ଏହି ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଥିବା ସୂଚନା। ରବିବାର ବିଳମ୍ଵିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଝିଙ୍କି କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଏହି ଦୁର୍ଘଟଣା ଘଟିଛି। ଫଳରେ ୧୬ ଜଣ ଯାତ୍ରୀ…

ଫିଟିକିରି ସହ ଏହି ଜିନିଷ ମିଶାଇ ମୁହଁରେ କରନ୍ତୁ ମାଲିସ.. ଦୂର ହେବ ଦାଗ

ଭୁବନେଶ୍ବର:ଫିଟିକିରି ଏକ ପ୍ରାକୃତିକ ଭାବରେ ସୃଷ୍ଟି ହେଉଥିବା ଖଣିଜ ଯୌଗିକ, ଯାହା ଡବଲ୍ ସଲଫେଟ୍ ଲବଣରୁ ତିଆରି। ସ୍ଫଟିକ ଆକାରରେ ମିଳୁଥିବା ଫିଟିକିରି ରଙ୍ଗହୀନ କିମ୍ବା ଧଳା ହୋଇପାରେ। ଏହା ତ୍ୱଚା ଯତ୍ନରେ ଏକ ରାମବାଣ ପ୍ରମାଣିତ ହୋଇପାରେ । ତେବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ମୁହଁର…

ବାପଟ୍‌ଲା ପଥର ଖାଦାନ ବିସ୍ଫୋରଣ: ୮କୁ ବଢିଲା ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ବାପତଲା ଜିଲ୍ଲାରେ ରବିବାର ଦିନ ଏକ ଗ୍ରାନାଇଟ୍ ଖଣିରେ ଦୁର୍ଘଟଣା ଘଟିଛି। ପୂର୍ବରୁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ୮କୁ ବଢିଲା ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା। ମୃତକ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକର ଦୁଇ ଜଣ ଶ୍ରମିକ ଥିବା ସୂଚନା । ଜଣେ…

ଉଷୁମ ପାଣିରେ ମହୁ ମିଶାଇ ପିଇଲେ ମିଳେ ଚମତ୍କାର ଲାଭ…

ଭୁବନେଶ୍ବର: ମହୁରେ ଭିଟାମିନ୍ ସି, ଭିଟାମିନ୍ ବି-କମ୍ପ୍ଲେକ୍ସ, ପୋଟାସିୟମ୍, କ୍ୟାଲସିୟମ୍ ଏବଂ ଆଇରନ୍ ସମେତ ଅନେକ ପୋଷକ ତତ୍ତ୍ୱ ରହିଛି। କେବେଠୁ କେଉଁ କାଳରୁ ମହୁକୁ ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ ଭାବରେ ବିବେଚନା କରାଯାଇ ଆସୁଛି। ତେବେ ମହୁ ସହିତ, ମହୁ ପାଣି ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ…

ଡ଼କ୍ଟର ଯଦୁନାଥ ପ୍ରସାଦ ଦାସଙ୍କ ଜୀବନ ଆଧାରିତ ପ୍ରାମାଣିକ ଚଳଚ୍ଚିତ୍ର ‘ହୃଦୟର ମଣିଷ’ ଲୋକାର୍ପିତ

ଭୁବନେଶ୍ୱର: ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଓ ଚିତ୍ରଶିଳ୍ପୀ ଡ଼କ୍ଟର ଯଦୁନାଥ ପ୍ରସାଦ ଦାସଙ୍କ ୯୨ତମ ଜନ୍ମଦିବସ ଉପଲକ୍ଷେ କେତକୀ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା ଏକ ବିଶେଷ ପ୍ରାମାଣିକ ଚଳଚ୍ଚିତ୍ର "ହୃଦୟର ମଣିଷ - ଲାଇଫ୍ ଆଣ୍ଡ ୱର୍କ୍ସ ଅଫ୍ ଡକ୍ଟର ଜେ.ପି.ଦାସ" ଲୋକାର୍ପଣ ହୋଇଯାଇଛି। ରବିବାର…

ବାଲେଶ୍ୱର ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣାରେ ୨ ଗିରଫ, ୪କୁ ପହଞ୍ଚିଲା ଗିରଫଦାରୀ ସଂଖ୍ୟା

ବାଲେଶ୍ୱର: ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି। ଜଣେ ଛାତ୍ର ଓ ଜଣେ ଅଣଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଜ୍ୟୋତି ପ୍ରକାଶ ବିଶ୍ବାଳ ଓ ଶୁଭ୍ର ସମ୍ବିତ ନାୟକ ଗିରଫ ହୋଇଛନ୍ତି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉଭୟ ୧୫ ଦିନିଆ ବିଚାର…