Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Eastern Regional Agriculture Conference:ଭୁବନେଶ୍ବରରେ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ;କୃଷି କ୍ଷେତ୍ରରେ ସଫଳ…

ଭୁବନେଶ୍ବର: ମଙ୍ଗଳବାର ଭୁବନେଶ୍ୱରରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରିବ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି କରିବା ଏବଂ କେନ୍ଦ୍ର ଓ ରାଜ୍ୟ…

ଗ୍ରାଣ୍ଡ କ୍ରସ୍ ଅଫ୍‌ ରୟାଲ ନରୱେଜିଆନ ଅର୍ଡର ଅଫ୍ ମେରିଟରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନରୱେର ସର୍ବୋଚ୍ଚ ସମ୍ମାନ ସମ୍ମାନିତ ହେଲେ ପିଏମ୍ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଓସଲୋଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ନରୱେର ମହାମହିମ ରାଜା ହେରାଲ୍ଡ ପଞ୍ଚମଙ୍କ ଦ୍ୱାରା 'ଗ୍ରାଣ୍ଡ କ୍ରସ୍ ଅଫ୍‌ ରୟାଲ ନରୱେଜିଆନ ଅର୍ଡର ଅଫ୍ ମେରିଟରେ' (Grand…

BSE Odisha:ବଢିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍‌ଅପ୍‌ ଅବଧି; ଜାଣନ୍ତୁ ତାରିଖ…

ଭୁବନେଶ୍ବର: ବଢ଼ିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍‌ଅପ୍‌ ଅବଧି । ମେ’ ୨୫ ତାରିଖ ଯାଏଁ ଅବଧି ବଢିଲା । ପରୀକ୍ଷା ପାଇଁ ଫର୍ମ ପୂରଣ ମେ ୮ ରୁ ୧୮ ପର୍ଯ୍ୟନ୍ତ ଚାଲିବା ନେଇ ନିଷ୍ପର୍ତ୍ତି କରାଯାଇଥିଲା। କିନ୍ତୁ ଏହାର ଅବଧି ମେ’ ୨୫ ତାରିଖ ବଢ଼ାଇଲା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ।…

SEBI Sets Up Bbsr Office: ରାଜ୍ୟରେ ଇନଭେଷ୍ଟମେଣ୍ଟ କ୍ଷେତ୍ରରେ ବଢୁଛି ଚାହିଦା;ଭୁବନେଶ୍ୱରରେ ଖୋଲିବ SEBIର ଅଫିସ୍

ଭୁବନେଶ୍ବର: ଅଧିକରୁ ଅଧିକ ନିବେଶକଙ୍କୁ ଷ୍ଟକ୍ ମାର୍କେଟ୍, ମ୍ୟୁଚୁଆଲ୍ ଫଣ୍ଡ୍ ଓ SIP ସହ ଯୋଡ଼ିବା ଲକ୍ଷ୍ୟରେ SEBI ପକ୍ଷରୁ ଭୁବନେଶ୍ୱରରେ ନୂଆ ବ୍ରାଞ୍ଚ କାର୍ଯ୍ୟାଳୟ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବ ଭାରତରେ ସେବିର ପ୍ରଥମ କାର୍ଯ୍ୟାଳୟ ହେବ। ଏନେଇ ଆଜି ଏକ MoU ସ୍ୱାକ୍ଷର…

Defence industrial ties:ରାଜନାଥ ସିଂହଙ୍କ ଭିଏତନାମ ଏବଂ ଦକ୍ଷିଣ କୋରିଆ ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ:ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଦିନ ଭିଏତନାମ ଏବଂ ଦକ୍ଷିଣ କୋରିଆର ଚାରି ଦିନିଆ ଗସ୍ତରେ ଯାଇଛନ୍ତି । ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର ପ୍ରତିରକ୍ଷା ସହଭାଗୀତାକୁ ସୁଦୃଢ଼ ​​କରିବା, ରଣନୈତିକ ସାମରିକ ସହଯୋଗ ବୃଦ୍ଧି କରିବା ଏବଂ ଭାରତ-ପ୍ରଶାନ୍ତ…

ବାଲି ମାଫିଆଙ୍କ ଉପରେ ପୋଲିସର ସ୍ୱତନ୍ତ୍ର ସ୍କ୍ବାଡ୍ ଚଢ଼ାଉ

କେନ୍ଦୁଝର: ବାଲି ମାଫିଆଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ। ଆନନ୍ଦପୁର ଅଞ୍ଚଳରେ ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ଚାଲାଣର ବାରମ୍ବାର ଅଭିଯୋଗ ପରେ ଆକ୍ସନ ମୋଡ଼ରେ କେନ୍ଦୁଝର ପୋଲିସ। କେନ୍ଦୁଝରରେ ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ବାଡ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢାଉ କରିଛି।…

ପଥର ମାଫିଆଙ୍କ କବଜାରେ ଋଷିପୀଠ, ବିପଦରେ ସ୍ଥାନୀୟ ଅଞ୍ଚଳ

ନୂଆପଡା: ରାତି ଦିନ ଚାଲିଛି ବ୍ଲାଷ୍ଟିଂ। ଭୟରେ ଅଛନ୍ତି ଗ୍ରାମବାସୀ। ଘରଦ୍ୱାର ଫାଟି ଆଁ କରୁଥିବା ବେଳେ ବିପଦରେ ଏବେ ଐତିହାସିକ ଋଷିପୀଠ ପର୍ଯ୍ୟଟନସ୍ଥଳୀ। ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅଞ୍ଚଳରେ ବେଆଇନ ବ୍ଲାଷ୍ଟିଂ ହେବାରୁ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି । ସମସ୍ତ ନିୟମକୁ ଫୁ କରି…

ରାଜସ୍ବ ବିଭାଗର ନୂଆ ଯୋଜନା: ଏଣିକି ଗାଁକୁ ଯିବ ତହସିଲ ଅଫିସ, ଲୋକଙ୍କ ସମସ୍ୟାର ହେବ ସମାଧାନ

ଭୁବନେଶ୍ୱର: ଏବେ ଗାଁ ଲୋକଙ୍କ ସମସ୍ୟା ସହଜରେ ହେବ ସମାଧାନ। କାରଣ ଗାଁକୁ ଯିବ ତହସିଲ ଅଫିସ। ଲୋକଙ୍କ ସମସ୍ୟା ବୁଝିବେ ଅଧିକାରୀ। ରାଜସ୍ବ ବିଭାଗ ଆରମ୍ଭ କରିବ ନୂଆ ଯୋଜନା। ରାଜସ୍ବ ବିଭାଗ ପକ୍ଷରୁ ଆରମ୍ଭ ହେବ ‘ମୋ ଗାଁ ମୋ ତହସିଲ’ କାର୍ଯ୍ୟକ୍ରମ । ପ୍ରତି ବ୍ଲକରେ ମାସକୁ ୨୦୦ କ୍ୟାମ୍ପ…

ରାଜ୍ୟରେ କଲବଲ କରୁଛି ତାତି: ୪୫ ଡିଗ୍ରୀ ଛୁଇଁପାରେ ପାରଦ

ଭୁବନେଶ୍ୱର: ଉପାନ୍ତରୁ ଊପକୂଳ ସବୁଠି କଲବଲ କରୁଛି ତାତି। ୪୨.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର। ବର୍ତ୍ତମାନ ରାଜ୍ୟ ମଧ୍ୟକୁ ବାୟୁମଣ୍ଡଳର ମଧ୍ୟ ଭାଗରୁ ଉତ୍ତର ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଜଳୀୟବାଷ୍ପର ମାତ୍ରା କମିବା ସହ କାଳବୈଶାଖୀ ପ୍ରଭାବ କମ…

ରାଜ୍ୟରେ ତେଲ ସଂକଟ ନାହିଁ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ସାରା ଓଡ଼ିଶାରେ ଇନ୍ଧନ ଅଭାବ ମଧ୍ୟରେ ସୋମବାର ସରକାର ଦୃଢ଼ ଭାବରେ କହିଛନ୍ତି ଯେ ରାଜ୍ୟରେ କୌଣସି ସ୍ଥାନରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ଅଭାବ ନାହିଁ। ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସାରା…