Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଯୋଗାଣ ମନ୍ତ୍ରୀଙ୍କଠୁ ୨୫ ଲକ୍ଷ ଠକିନେଲେ

ଭୁବନେଶ୍ୱର: ଜମି ଜାଲିଆତି ମାମଲାରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସେ ଢେଙ୍କାନାଳ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଏହି ଘଟଣା ୨୦୨୧ ମସିହାରେ ଘଟିଥିଲା। ସେ…

ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ପୁରୀ-ପାଟନା ଏକ୍ସପ୍ରେସ ଟ୍ରେନ

ପୁରୀ: ଆଜି ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ପୁରୀ-ପାଟନା ଏକ୍ସପ୍ରେସ ଟ୍ରେନ। ସାକ୍ଷୀଗୋପାଳ ବୀରାରାମଚନ୍ଦ୍ରପୁର ନିକଟରେ । ଟ୍ରେନ ଲାଇନ ପାର୍‌ ହେବା ବେଳେ ଟ୍ରାକ୍ଟରଟି ଟ୍ରାକ୍‌ରେ ଅଟକି ଯାଇଥିଲା । ଫଳରେ ଦ୍ରୁତଗତିରେ ଆସୁଥିବା ପୁରୀ-ପାଟନା ଏକ୍ସପ୍ରେସ ର ଧକ୍କାରେ ଟ୍ରାକ୍ଟର ଚୁରମାର…

ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାନ ରଖି କାନ୍ଦିଲେ ଚାଷୀ

ପୁରୀ: ପୁରୀ ଜିଲ୍ଲାର ବ୍ରହ୍ମଗିରି ସମେତ ବିଭିନ୍ନ ଅଞ୍ଚଳର ୭୦ ପ୍ରତିଶତ ଲୋକ ଲୋକେ ଚାଷ ଉପରେ ନିର୍ଭର କରନ୍ତି । ହେଲେ ସରକାର ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ରଖୁଥିବା ଅଭିଯୋଗ ହୋଇଛି । ଗତ ରବି ଋତୁରେ ଚାଷୀମାନଙ୍କ ସମସ୍ତ ଧାନ କିଣିବା ପାଇଁ ସରକାରଙ୍କ ତରଫରୁ ଧାନ କିଣିବାପାଇଁ ଘୋଷଣା…

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ ଘଟଣା; ବିଜ୍ଞାନ ଶିକ୍ଷକ ନିଲମ୍ବିତ

କେନ୍ଦ୍ରାପଡ଼ା: ରାଜନଗର ବ୍ଲକ୍‌ର ଏକ ଉଚ୍ଚ ବିଦ୍ୟାଳୟ ଶିକ୍ଷକଙ୍କ ନାଁରେ ୭ ଛାତ୍ରୀଙ୍କ ଅଭିଯୋଗ । ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତ ଶିକ୍ଷକ ଅମର ପ୍ରସାଦ ମଲିକଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ତାଳଚୁଆ ଥାନାରେ ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ପରେ ଶିକ୍ଷକଙ୍କୁ ନିଲମ୍ବନ କଲେ…

ଭାରତ-ବାଂଲାଦେଶ ସୀମାରେ ହାଇଟେକ୍ ନିରୀକ୍ଷଣ: ବଡି-ୱାର୍ଣ୍ଣ କ୍ୟାମେରା ଯୁକ୍ତ ୨୫୦୦ ଯବାନ ମୁତୟନ

ନୂଆଦିଲ୍ଲୀ: ବାଂଲାଦେଶରୁ ଭାରତକୁ ବାରମ୍ବାର ଅନୁପ୍ରବେଶ କରୁଥିବା ରିପୋର୍ଟ ଆସୁଛି । ଏହାକୁ ଦେଖି ସୀମା ସୁରକ୍ଷା ବାହିନୀ (BSF) ୪,୦୯୬ କିଲୋମିଟର ଲମ୍ବା ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ନଜର ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ଏହା ଅଧୀନରେ, ବିଏସଏଫ ସୀମାରେ…

ବଦଳିବ ପ୍ରାଥମିକ ସ୍କୁଲ ପିଲାଙ୍କ ପରିଚୟ ପତ୍ର ରଙ୍ଗ…

ଭୁବନେଶ୍ୱର: ଓଡ଼ିଶା ସରକାର ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସ୍କୁଲ ଡ୍ରେସ୍ କୋଡ୍ ଏବଂ ଆଇ ଡିି କାର୍ଡ ରଙ୍ଗ ବଦଳିବାକୁ ଯାଉଛନ୍ତି। ସରକାରୀ ସୂଚନା ଅନୁଯାୟୀ, ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପରିଚୟ ପତ୍ରର ରଙ୍ଗ ଗେରୁଆ ହେବ।…

ଚୀନର ସିଇଓ ମଙ୍କଙ୍କ ନାଁରେ ସଂଗୀନ ଅଭିଯୋଗ

ନୂଆଦିଲ୍ଲୀ: ବିବାଦ ଘେରରେ ବୌଦ୍ଧ ଆସ୍ଥାର ପ୍ରମୁଖ କେନ୍ଦ୍ର ଚୀନର ଶାଓଲିନ ମନ୍ଦିରର ପ୍ରମୁଖ ମଠାଧୀଶ ସି ୟୋଙ୍ଗଜିନ । ତାଙ୍କ ବିରୋଧରେ ଦୁର୍ନୀତି, ମହିଳାଙ୍କ ସହ ଅନୈତିକ ସଂପର୍କ ଓ ସନ୍ତାନ ଜନ୍ମ କରିବା ଭଳି ସଂଗୀନ ଅଭିଯୋଗ ଆସିଛି । ସେ ଅପରାଧିକ ଗତିବିଧିରେ ସାମିଲ ଥିବା ନେଇ ସନ୍ଦେହ…

ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଲାଭଖୋର ନୀତି; ଅଳ୍ପ ଦିନରେ ପିଚୁ ରାସ୍ତା ଫାଟି ଗର୍ତ୍ତ ସୃଷ୍ଟି

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଦୁର୍ନୀତି ଏକ ସାଧାରଣ ବ୍ୟାପାର ଭଳି ମନେ ହେଉଛି । ବିଶେଷ କରି କୋଟିକୋଟି ଟଙ୍କାରେ ନିର୍ମିତ ହେଉଥିବା ରାସ୍ତା କାମରେ ବ୍ୟାପକ ଦୁର୍ନୀତି ହେଉଥିବା ଖବର ସାମ୍ନାକୁ ଆସୁଛି । କେବେ ପୂର୍ତ୍ତ ବିଭାଗ ତ କେବେ ଗ୍ରାମ୍ୟ ଉନ୍ନୟନ…

ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଗସ୍ତରେ କେତେ ଟଙ୍କା ଖର୍ଚ୍ଚ ହୁଏ? ଜାଣନ୍ତୁ ମୋଦିଙ୍କ ସବୁଠାରୁ ମହଙ୍ଗା ବିଦେଶ ଗସ୍ତ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ଏବେ ବି ଖବରର ଶିରୋନାମାରେ ରହିଛି। ପ୍ରଧାନମନ୍ତ୍ରୀ ପ୍ରାୟତଃ ଅନ୍ୟ ଦେଶ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏବଂ ଅନ୍ୟାନ୍ୟ ଅନେକ କାରଣ ପାଇଁ ବିଦେଶ ଗସ୍ତ କରନ୍ତି। ଭାରତରେ ତାଙ୍କୁ ଯେତେ ପ୍ରେମ ମିଳେ, ଭାରତୀୟ ଏବଂ ବିଦେଶରେ…

ମନସା ଦେବୀ ପରେ ଔସାନେଶ୍ୱର ମନ୍ଦିରରେ ଦଳାଚକଟା; ୨ ମୃତ ୩୦ ଜଣ ଆହତ

ଲକ୍ଷ୍ନୌ: ଉତ୍ତରାଖଣ୍ଡର ମନସା ଦେବୀ ମନ୍ଦିର ପରେ ଏବେ ଉତ୍ତପ୍ରଦେଶର ବାରବାଙ୍କିର ଔସାନେଶ୍ୱର ମହାଦେବ ମନ୍ଦିରରେ ଦଳାଚକଟା ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଦୁଇ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ…