Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମନସା ଦେବୀ ପରେ ଔସାନେଶ୍ୱର ମନ୍ଦିରରେ ଦଳାଚକଟା; ୨ ମୃତ ୩୦ ଜଣ ଆହତ

ଲକ୍ଷ୍ନୌ: ଉତ୍ତରାଖଣ୍ଡର ମନସା ଦେବୀ ମନ୍ଦିର ପରେ ଏବେ ଉତ୍ତପ୍ରଦେଶର ବାରବାଙ୍କିର ଔସାନେଶ୍ୱର ମହାଦେବ ମନ୍ଦିରରେ ଦଳାଚକଟା ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଦୁଇ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ…

ଭାରତରେ କେଉଁ ଭାଷା ସବୁଠାରୁ ଅଧିକ କୁହାଯାଏ? ଜାଣନ୍ତୁ ଶ୍ରେଷ୍ଠ ୫ଟି ଭାଷାର ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: ଭାରତ ତାର କଳା, ସଂସ୍କୃତି ଏବଂ ଭାଷାଗତ ବିବିଧତା ପାଇଁ ବିଶ୍ୱରେ ଅନନ୍ୟ। ଏଠାରେ କଥିତ ଭାଷାଗୁଡ଼ିକ କେବଳ ଯୋଗାଯୋଗର ମାଧ୍ୟମ ନୁହେଁ ବରଂ ଦେଶର ସାଂସ୍କୃତିକ, ଐତିହାସିକ ଏବଂ ସାମାଜିକ ପରିଚୟକୁ ମଧ୍ୟ ପ୍ରତିଫଳିତ କରେ। ୨୦୧୧ ଜନଗଣନା ଅନୁସାରେ, ଭାରତରେ ୧୨୧ଟି ଭାଷା ଅଛି। ଆଜି…

ଦୁବାଇ ନୁହେଁ ବରଂ ଏହି ଦେଶରେ ଅଧିକ ଶସ୍ତାରେ ମିଳେ ସୁନା…

ନୂଆଦିଲ୍ଲୀ: ସୁନା ଏପରି ଏକ ଜିନିଷ ଯାହାକୁ କିଣିବାକୁ ସମସ୍ତେ ସ୍ୱପ୍ନ ଦେଖନ୍ତି। ବିଶେଷକରି ଭାରତରେ ମହିଳାମାନେ ଏହାକୁ ବହୁତ ଭଲ ପାଆନ୍ତି। ଭାରତରେ ବିବାହ, ପର୍ବ କିମ୍ବା ବିଶେଷ ଅବସରରେ ସୁନା ଅଳଙ୍କାର କିଣିବା ଏକ ପରମ୍ପରା ପାଲଟିଛି। କିନ୍ତୁ ଆଜିର ସମୟରେ ସୁନାର ମୂଲ୍ୟ ଏତେ ଅଧିକ…

‘ଆମେ ପାକିସ୍ତାନର ଶତୃ ନୁହଁ, ପାକ୍ ସହ ପୁନଃ କ୍ରିକେଟ୍ ଖେଳିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ’

ଶ୍ରୀନଗର: ପାକିସ୍ତାନ ସହ ପୁଣି ଥରେ କ୍ରିକେଟ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ଆଉ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି । ସେ ପାକିସ୍ତାନ ସହିତ କ୍ରିକେଟ ଖେଳିବା ନିଷ୍ପତ୍ତି ପାଇଁ କେନ୍ଦ୍ର…

ଅବଦୁଲ କଲାମ ଆଇଲାଣ୍ଡରୁ ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ;ଲକ୍ଷ୍ୟଭେଦ କ୍ଷମତା ୧୫୦-୫୦୦ କିମି

ଭୁବନେଶ୍ବର: ଭାରତକୁ ମିଳିଲା ଆଉ ଏକ ବଡ ସଫଳତା । ଆତ୍ମନିର୍ଭରଶୀଳ ରଣନୈତିକ ପ୍ରତିରକ୍ଷା ଭିତ୍ତିଭୂମି ଆଡ଼କୁ ଭାରତର ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି । ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ ହୋଇଛି । ଆଜି (ସୋମବାର) ସକାଳ ୯.୪୫ରେ ଅବଦୁଲ କଲାମ ଆଇଲାଣ୍ଡରୁ…

ବ୍ଲାକ୍ ମନି ବିଷୟରେ ଶୁଣିଥିବେ… କିନ୍ତୁ ରେଡ୍ ମନି ଓ ପିଙ୍କ୍ ମନି କ’ଣ ଜାଣନ୍ତି କି?

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଏବଂ ଅବୈଧ ରୋଜଗାର ଖବରରେ ଆପଣ ପ୍ରାୟତଃ କଳାଧନର ନାମ ଶୁଣିଥିବେ। ବିମୁଦ୍ରୀକରଣ ସମୟରେ ଏହା ବିଷୟରେ ଅନେକ ଚର୍ଚ୍ଚା ଜୋର ଧରିଥିଲା, କିନ୍ତୁ ଆପଣ କ’ଣ ରେଡ ମନି ଏବଂ ପିଙ୍କ୍ ମନି ବିଷୟରେ ଶୁଣିଛନ୍ତି? ଯଦି ଆପଣ ଏହା ଶୁଣି ନାହାଁନ୍ତି, ତେବେ ଆସନ୍ତୁ ଆମେ ଆପଣଙ୍କୁ…

ଭାରତ ହେଉଛି ଭାରତ, ଏହାକୁ ଅନୁବାଦ କରାଯିବା ଉଚିତ୍ ନୁହେଁ: ମୋହନ ଭାଗବତ

ଥିରୁବନନ୍ତପୁରମ୍: କେରଳର କୋଚିରେ ଶିକ୍ଷା ସଂସ୍କୃତ ଉଥ୍ୟାନ ନ୍ୟାସ ଦ୍ୱାରା ଆୟୋଜିତ ଜାତୀୟ ଶିକ୍ଷା ସମ୍ମିଳନୀ 'ଜ୍ଞାନ ସଭା'ରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ କହିଛନ୍ତି ଯେ ଏହା ସତ୍ୟ ଯେ ଇଣ୍ଡିଆ ହିଁ ଭାରତ, କିନ୍ତୁ ଭାରତ ହେଉଛି ଭାରତ। ଏହାର ପରିଚୟ…

କଶ୍ମୀରରୁ ବଡ଼ ଖବର: ପହଲଗାମ ଆକ୍ରମଣର ତିନି ଆତଙ୍କୀ ନିପାତ!

ଶ୍ରୀନଗର: କଶ୍ମୀରରୁ ବଡ଼ ଖବର। ଶ୍ରୀନଗରର ଲିଡ୍ୱାସ୍ ଅଞ୍ଚଳରେ ସୋମବାର ଦିନ ସୁରକ୍ଷାବଳ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ କରି 'ଅପରେସନ୍ ମହାଦେବ' ଅନ୍ତର୍ଗତ ତିନି ଆତଙ୍କବାଦୀଙ୍କୁ ମାରି ଦେଇଛନ୍ତି। ଏହି ଆତଙ୍କବାଦୀମାନେ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆର୍‌ଏଫ୍) ସହିତ ଜଡ଼ିତ ଥିଲେ…

କୁଜଙ୍ଗରେ ଲଜ୍ଜା; ୪ ମାସର ମୃତ ଶିଶୁକୁ ପ୍ରସବ କଲେ ନବମ ଶ୍ରେଣୀ ଛାତ୍ରୀ

ଜଗତସିଂହପୁର: ପୁଣି ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ଜିଲ୍ଲା ଗୋପିଆକୁଦ କୁଜଙ୍ଗ ଅଞ୍ଚଳରେ ଏଭଳି ଖବର ସାମ୍ନାକୁ ଆସିଛି । ନବମ ଶ୍ରେଣୀ ଛାତ୍ରୀ ଜଣକ ଜଗତସିଂହପୁର ମେଡିକାଲରେ ୪ ମାସର ମୃତ ଶିଶୁ ପ୍ରସବ କରିଥିବା ଜଣାପଡିଛି l ବର୍ତ୍ତମାନ ନାବାଳିକାର…

ବିକ୍ରି ହୋଇଥିବା ଶିଶୁକନ୍ୟା ଉଦ୍ଧାର;ଦାରିଦ୍ର୍ୟତା ଯୋଗୁଁ ୨୦ ହଜାରରେ…

ବଲାଙ୍ଗୀର:ଉଦ୍ଧାର ହେଲା ବିକ୍ରି ହୋଇଥିବା ଶିଶୁକନ୍ୟା । ଦାରିଦ୍ର୍ୟ ଯନ୍ତ୍ରଣାରେ କେମିତି କରିବେ ଶିଶୁ କନ୍ୟାର ଲାଳନ ପାଳନ ,ଶେଷରେ କୌଣସି ଉପାୟ ନପାଇ ମାତ୍ର ୨୦ ହଜାର ଟଙ୍କାରେ ଦମ୍ପତ୍ତି ବିକ୍ରି କରିଦେଲେ ନିଜ ଶିଶୁ କନ୍ୟାକୁ। ଟିଟଲାଗଡ ଥାନା ବାଗଡେର ଗାଁର ଏକ ଦାଦନ ଶ୍ରମିକ ପରିବାର…