Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସାବଧାନ୍ ! ଆବଶ୍ୟକତାଠାରୁ ଅଧିକ ଲୁଣ ଖାଉଛନ୍ତି କି?

ନୂଆଦିଲ୍ଲୀ: ଲୁଣ ବିନା ଖାଦ୍ୟରେ ସ୍ବାଦ ଆସେନି । ହେଲେ ଖାଇବାକୁ ସ୍ବାଦିଷ୍ଟ କରୁଥିବା ଲୁଣରେ ଲୁଚି ରହିଛି ସ୍ବାସ୍ଥ୍ୟ ପାଇଁ ଅନେକ ବିପଦ। ଆବଶ୍ୟକତାଠାରୁ ଅଧିକ ଲୁଣ ଖାଇଲେ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏବେ ଖାଦ୍ୟ ରୁଚି ବଦଳିଥିବା ବେଳେ ଲୋକେ ଚିପ୍ସ ଓ ପ୍ରୋସେସଡ ଖାଦ୍ୟ…

ଚୀନ୍ Vs ତାଇଓ୍ବାନ…କାହାର କେତେ ଦମ୍?

ନୂଆଦିଲ୍ଲୀ: ଚୀନର ଘୋଷଣା ବଢାଇଲା ଚିନ୍ତା । ହେବ କି ଚୀନ୍-ତାଇଓ୍ବାନ୍ ଯୁଦ୍ଧ? ତାଇଓ୍ବାନ୍ ଅଭିନ୍ନ ଅଂଶ, ଏହାକୁ ଫେରାଇ ନେବାକୁ ପ୍ରସ୍ତୁତ ବୋଲି ନିକଟରେ କହିଛନ୍ତି ଚୀନ ସରକାର । ଏଥିପାଇଁ ସେନା ବଳର ବ୍ୟବହାର କରିବାକୁ ପଡିଲେ କରାଯିବ । ଚୀନର ଏଭଳି ବୟାନ କେବଳ ତାଇଓ୍ବାନ୍ ନୁହେଁ ପୂରା…

ପ୍ରଥମ ନୁହେଁ ନିମିଷା…..ଶୁଳିରେ ଚଢିଲେଣି କେତେ ଭାରତୀୟ?

ନୂଆଦିଲ୍ଲୀ: ୟେମେନର ରାଜଧାନୀ ସନାର ଏକ ଜେଲରେ ୩୮ ବର୍ଷୀୟ ଭାରତୀୟ ନର୍ସ ନିମିଷା ପ୍ରିୟା ଏବେ ମୃତ୍ୟୁ ନେଇ ଘଣ୍ଟା ଗଣୁଛନ୍ତି। କାରଣ ସେଠାକାର କୋର୍ଟ ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛି । ଏବେ ତାଙ୍କ ଜୀବନ ମାତ୍ର ଦୁଇ ଦିନର । ଏହି ସମୟରେ, କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ…

କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡ଼ୁଛି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବାଲେଶ୍ବର ଫକିର ମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ, କଂଗ୍ରେସର ଦିଲ୍ଲୀ ପ୍ରେସମିଟ୍‌କୁ ଟାର୍ଗେଟ୍‌ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏନେଇ ସେ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ଯେ, ସରକାର ତ୍ୱରିତ ଓ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।…

‘ଲଘୁଚାପ ବର୍ଷା ପରିମାଣ ଦେଖି ଡ୍ୟାମର ନିଷ୍କାସନକୁ ନେଇ ଆକଳନ କରିବାକୁ ହେବ’

ଭୁବନେଶ୍ବର: ଆଜିର ସ୍ଥିତି ଅନୁସାରେ, ବିଭିନ୍ନ ନଦୀର ଜଳସ୍ତର ସତର୍କ ଲେବୁଲରୁ କମ ଅଛି । ଲଘୁଚାପରେ ଦେଖିବାକୁ ପଡିବ କେତେ ବର୍ଷା ହେଉଛି ଓ ଜଳ ପ୍ରବେଶ ଓ ନିଷ୍କାସନ ସ୍ଥିତି ଦେଖିବାକୁ ପଡିବ । ସୁବର୍ଣ୍ଣରେଖାରେ ଯେଉଁ ବର୍ଷା ହେବ, ତାହା ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମର ନିଷ୍କାସନକୁ ନେଇ…

ତାଲା ଭାଙ୍ଗି ୫ ଜଣଙ୍କ ଘରୁ ସିରିଜ୍‌ ଲୁଟ୍‌; ଗ୍ରାମବାସୀ ଆତଙ୍କିତ

କଟକ: ଗୋଟିଏ ଘରୁ ନୁହେଁ ପାଞ୍ଚ ପାଞ୍ଚ ଜଣଙ୍କ ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର । ବାଙ୍କୀରେ ହୋଇଛି ସିରିଜ ଚୋରି । ବୈଦେଶ୍ୱର ଥାନାଠାରୁ ମାତ୍ର ପାଞ୍ଚ ଶହ ମିଟର ଦୂରରେ ଥିବା ବୈଦେଶ୍ୱର ଗାଁରୁ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟ୍‌ ଘଟଣା ସାମ୍ନାକୁ ଆସିଛି ।…

ଏହି ରାଜ୍ୟକୁ ମିଳିଲା ନୂଆ ରାଜ୍ୟପାଳ ଏବଂ ଉପରାଜ୍ୟପାଳ….ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ଦୁଇଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନୂତନ ରାଜ୍ୟପାଳ ଏବଂ ଉପରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି । ରାଷ୍ଟ୍ରପତି ଭବନ ଦ୍ୱାରା ସୋମବାର ୧୪ ଜୁଲାଇ ୨୦୨୫ରେ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ଏହା ଘୋଷଣା କରାଯାଇଛି।…

ଓଲଟିଲା ଆମ୍ବ ବୋଝେଇ ଟ୍ରକ: ୯ ମୃତ, ୧୧ ଆହତ

ବିଜୟଓ୍ବାଡା: ଆନ୍ଧ୍ରପ୍ରଦେଶର ଅନ୍ନମାୟା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଆମ୍ବ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣାରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ସେହି ସମୟରେ ୧୧ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି । ଆହତମାନଙ୍କୁ…

ମାଓବାଦୀ ରାସ୍ତାରେ ଖଞ୍ଜିଥିଲେ ଆଇଇଡି, ବିସ୍ଫୋରଣରେ ୪ ଗ୍ରାମବାସୀ ଆହତ

ଛତିଶଗଡ: ନକ୍ସଲବାଦୀଙ୍କ ଘୃଣ୍ୟ କାର୍ଯ୍ୟକଳାପ ପୁଣିଥରେ ସାମ୍ନାକୁ ଆସିଛି। ମଦେଦ ଅଞ୍ଚଳରେ ମାଓବାଦୀ ଙ୍କ ଦ୍ୱାରା ବିଛାଯାଇଥିବା ଆଇଇଡି ବିସ୍ଫୋରଣ ଫଳରେ ୪ ଜଣ ଗ୍ରାମବାସୀ ଆହତ ହୋଇଛନ୍ତି। ଆହତ ଗ୍ରାମବାସୀଙ୍କୁ ଜିଲ୍ଲା ହସ୍ପିଟାଲ ବିଜାପୁରରେ ଭର୍ତ୍ତି କରାଯାଇଛି। ଆହତ ଗ୍ରାମବାସୀଙ୍କ…

‘ବିଶେଷ କିଛି କରିପାରିବନି ଭାରତ’: ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ଉପରେ କିଛି ଏପରି କହିଲେ ଏଜି….

ନୂଆଦିଲ୍ଲୀ: ୟେମେନରେ ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ଆସନ୍ତା ୧୬ ତାରିଖରେ ଫାସୀ ଦିଆଯିବ । ଏହାକୁ ନେଇ ଆଜି ସୁପ୍ରିମକୋର୍ଟରେ ନିମିଷା ପ୍ରିୟାଙ୍କୁ ମୃତ୍ୟୁଦଣ୍ଡରୁ ରକ୍ଷା କରିବା ପାଇଁ ଦାୟର ହୋଇଥିବା ଏକ ଆବେଦନର ଶୁଣାଣି ହୋଇଥିଲା। ବିଚାରପତି ବିକ୍ରମ ନାଥ ଏବଂ ବିଚାରପତି ସନ୍ଦୀପ…