Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା…

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜ୍ୟର ବିକାଶ ଏବଂ ଭବିଷ୍ୟତ ରଣନୀତି ସମ୍ବନ୍ଧୀୟ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ…

ବଜ୍ରାଘାତରେ ଚାଲିଗଲା ୩ଶ୍ରମିକଙ୍କ ଜୀବନ

ବାଲେଶ୍ବର: କେନାଲ କାମ କରୁଥିବାବେଳେ ଟଳିପଡ଼ିଲେ ଶ୍ରମିକ। ସୂଚନାନୁଯାୟୀ, ମୃତକଙ୍କ ମଧ୍ୟରେ ୨ ମହିଳା, ଜଣେ ଜେସିବି ଅପରେଟର ବୋଲି ଜଣାପଡ଼ିଛି। ନୀଳଗିରି ଅଞ୍ଚଳର ଛତ୍ରପୁର ନିକଟରେ ଶନିବାର ଏହି ଅଘଟଣ ଘଟିଛି। ମୃତକମାନେ ‌ହେଲେ ମାମି ସିଂ, ବଢ଼େଇପଲା ଓ ଅଜିତ କୁମାର ହାଜିଦା। ବରହମପୁର…

ଡ୍ରାଇଭର ସଂଘରେ ଫାଟ; ମୁହଁ ଖୋଲିଲେ ସଭାପତି ପ୍ରଶାନ୍ତ ମେଣ୍ଡୁଲି

ଭୁବନେଶ୍ୱର: ଡ୍ରାଇଭର୍ ସଂଘରେ ଫାଟ ନେଇ ସଂଙ୍ଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କାନ୍ଦି କାନ୍ଦି ଭିଡିଓ ଜାରି କଲେ ମେଣ୍ଡୁଲି । ଡ୍ରାଇଭର୍ ଭାଇମାନେ ବିଚାର କରନ୍ତୁ, ଏ ସମୟ ଆଉ ପାଇବନି ବୋଲି ସେ କହିଛନ୍ତି । ଯେଉଁ ଭାଇମାନେ ମାଲିକଙ୍କୁ ଚାହୁଁଛନ୍ତି,…

କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କୁ ହତ୍ୟା ଧମକ;’୨୦ ଜୁଲାଇରେ ବୋମା ପକାଇ ଉଡ଼ାଇ ଦେବୁ’

ପାଟନା: କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କୁ ମିଳିଲା ହତ୍ୟା ଧମକ। ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ହତ୍ୟା ଧମକ ମିଳିଛି। ଏହି ଗମ୍ଭୀର ଘଟଣାର ଏକ ରିପୋର୍ଟ ପାଟନାର ସାଇବର ପୋଲିସ ଷ୍ଟେସନରେ ଦାଖଲ କରାଯାଇଛି। ଏହା ପରେ,…

କ’ଣ ଏହି ‘ଫେକ୍ ଓ୍ବେଡିଂ’? ସୋସିଆଲ ମିଡିଆରେ କରୁଛି ଟ୍ରେଣ୍ଡ୍…..

ନୂଆଦିଲ୍ଲୀ: ଆପଣ ମାନେ ନିହାତି ଡେଷ୍ଟିନେସନ ଓ୍ବେଡିଂ, ସିକ୍ରେଟ୍ ଓ୍ବେଡିଂ, ଭାଇରାଲ ଓ୍ବେଡିଂ ଶୁଣିଥିବେ, ହେଲେ କ’ଣ ଆପଣ ଫେକ୍ ୱେଡିଂ  ନା କେବେ ଶୁଣିଛନ୍ତି କି? ତେବେ ଆଜିକାଲି ଜେନ୍ ଜିଙ୍କ ମଧ୍ୟରେ ଏକ ନୂଆ ଏବଂ ଅଜବ ଧାରା ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।…

ଅଧ୍ୟାପକଙ୍କ ଦୁର୍ବ୍ୟବହାର ସହିନପାରି ନିଜକୁ ଜାଳିଦେଲେ ଛାତ୍ରୀ

ବାଲେଶ୍ୱର: ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ । ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ସ୍ଥିତ ଫକୀର ମୋହନ ମହାବିଦ୍ୟାଳୟରେ । କଲେଜର ଜଣେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି । ଗୁରୁତର ଛାତ୍ରୀଙ୍କୁ ଛାତ୍ରଛାତ୍ରୀ ଓ…

ଓଡ଼ିଶା ଆସୁଛନ୍ତି ମହାମହିମ; କମିଶନରେଟ୍ ପୋଲିସର ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ବର: ଆସନ୍ତା ୧୪ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କ ଦୁଇ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏନେଇ ଜୋରଦାର ଚାଲିଛି ପ୍ରସ୍ତୁତି । ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ୧୪ ତାରିଖ ଅପରାହ୍ନରେ ନୂଆଦିଲ୍ଲୀରୁ…

ରାୟଗଡ଼ାରେ କଙ୍ଗାରୁ କୋର୍ଟ ଘଟଣା: ତଦନ୍ତ କରିବ ୪ ଜଣିଆ କମିଟି

ରାୟଗଡା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଶିକରପାଈ ପଞ୍ଚାୟତ କଞ୍ଜାମଯୋଡ଼ି ଗାଁରେ କଙ୍ଗାରୁ କୋର୍ଟ ଘଟଣାରେ ତଦନ୍ତ କରିବ କମିଟି। ତଦନ୍ତ ପାଇଁ ଗଠନ ହେଲା ଜିଲ୍ଲା ପ୍ରଶାସନର ୪ ଜଣିଆ କମିଟି। ଏନେଇ ସୂଚନା ଦେଲେ ରାୟଗଡ଼ା ଉପଜିଲ୍ଲାପାଳ ରମେଶ କୁମାର ଜେନା। ଟିମ୍‌ରେ ବିଡିଓ,…

ଲସ୍କର ଏବଂ ଜୈସର ବଡ ପ୍ଲାନ, ନେପାଳ ଦେଇ ଭାରତରେ ଆତଙ୍କ ସୃଷ୍ଟି କରିବାର ଚାଲିଛି ଯୋଜନା

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନଗୁଡ଼ିକ ପୁଣି ଥରେ ଭାରତରେ ଅନୁପ୍ରବେଶ କରିବାକୁ ଯୋଜନା କରୁଛନ୍ତି। ନେପାଳର ଜଣେ ଶୀର୍ଷ ଅଧିକାରୀ ଚେତାବନୀ ଦେଇଛନ୍ତି ଯେ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବା ଭଳି ଆତଙ୍କବାଦୀ ସଂଗଠନ ଭାରତ ଉପରେ…

ଖୁବଶୀଘ୍ର ପୃଥିବୀକୁ ଫେରିବେ ଶୁଭାଂଶୁ ଶୁକ୍ଳା, ଅକ୍ସିଅମ୍ ସ୍ପେସ୍ ଘୋଷଣା କଲା ତାରିଖ

ନୂଆଦିଲ୍ଲୀ: ଖୁବଶୀଘ୍ର ପୃଥିବୀ ପୃଷ୍ଠକୁ ଫେରିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। ଅକ୍ସିଅମ୍ ସ୍ପେସ୍ ଘୋଷଣା କରିଛି ଯେ ଏହାର #Ax4 ମିଶନ୍ ଟିମ୍ ୧୪ ଜୁଲାଇ, ୨୦୨୫ରେ ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ ୪:୩୫ ରେ ISS ରୁ ଅଲଗା ହେବ। ଏହି ମିଶନରେ ସାମିଲ ଥିବା ଭାରତୀୟ ମହାକାଶଚାରୀ…