Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଶ୍ରୀ ଭାଗବତ ସାର ୯୪: ଶ୍ରୀମଦ ଭାଗବତଙ୍କ ଅନନ୍ୟ ବକ୍ତା ଶ୍ରୀସୂତ ବା ଉଗ୍ରଶ୍ରବା ଅଟନ୍ତି

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ଅନନ୍ୟ ବକ୍ତା ଶ୍ରୀସୂତ ବା ଉଗ୍ରଶ୍ରବା ଅଟନ୍ତି, କିନ୍ତୁ ଏହି ଶ୍ରୀସୂତ ନାମକରଣର ଯଥାର୍ଥତା ବିଷୟରେ ଅନୁଶୀଳନ କଲେ ଜଣାଯାଏ ଯେ ମୁନି ଲୋମହର୍ଷଣ ସୂତଜାତୀୟ ଥିଲେ। ଅର୍ଥାତ ବର୍ଣଶଙ୍କର ଥିଲେ ଯଥା ମା ବ୍ରହ୍ମଣୀ ଓ…

ଆସନ୍ତାବର୍ଷ ପୁରୀରେ ହେବ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ

ଭୁବନେଶ୍ବର: ରାଞ୍ଚିରେ ଅନୁଷ୍ଠିତ ୨୭ତମ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଫେରି ଆସିଛନ୍ତି । ଭୁବନେଶ୍ୱର ଫେରିବା ପରେ ବିମାନ ବନ୍ଦର ଠାରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ବର୍ଷ…

ଦୁଇ ବାଇକ୍ ଧକ୍କାରେ ଚାଲିଗଲା ୩ ଜୀବନ,ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଦୁଇ ବୁଲେଟ୍ ମୁହାଁମୁହିଁ ଧକ୍କା। ବାପପୁଅ ସମେତ ୩ ମୃତ । ଜରଡ଼ା ଥାନା ଠଣ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାପପୁଅ ଗାଁକୁ ଫେରିବା ବେଳେ ବିପରୀତ ପଟରୁ ଧକ୍କା ଦେଲା ଆଉ ଏକ ବୁଲେଟ୍ । ବୁଧବାର ଅପରାହ୍ନରେ ବାପ ପୁଅ ବାଇକ୍ ଯୋଗେ ଜରଡ଼ାରୁ ନିଜ ଗ୍ରାମ ସାମନ୍ତରାପୁର…

ଜୁଲାଇ ୧୨ରେ ନବୀନ ପଟ୍ଟନାୟକ ଫେରିବେ ଓଡ଼ିଶା

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶନିବାର ଅର୍ଥାତ ଜୁଲାଇ ୧୨ ତାରିଖ ଦିନ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ବିଜୁ ଜନତା ଦଳ ତରଫରୁ ସୂଚନା ଦିଆଯାଇଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ…

ବିଜେପି ବିଧାୟକଙ୍କ ଗିରଫ ଦାବିରେ ବିଜୁ ମହିଳା ଜନତା ଦଳର ସ୍ୱାଭିମାନ ରାଲି

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ବିଜେପି ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ଆଜି ବିଜୁ ମହିଳା ଜନତା ଦଳ ରାଜରାସ୍ତାକୁ ଓହ୍ଲାଇଛି । ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡିର ବରିଷ୍ଠ ଉପସଭାପତି ପ୍ରମିଳା…

୬ ହାର୍ଡକୋର ମାଓବାଦୀ ଗିରଫ;ଦୁଇ ଜଣଙ୍କ ମୁଣ୍ଡରେ ଥିଲା ପୁରସ୍କାର ରାଶି

ମାଲକାନଗିରି: ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସକୁ ମିଳିଲା ବଡ ସଫଳତା । କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡିଲେ ୬ଜଣ ହାର୍ଡକୋର ମାଓବାଦୀ । ଡିଆରଜି ଓ ସିଆରପିଏଫ ବାହିନୀର ମିଳିତ ଅପରେସନ ବେଳେ ସୁରକ୍ଷା କର୍ମୀ ଏହି ୬ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି । ଛତିଶଗଡ…

ଆକାଉଣ୍ଟ ଜେନେରାଲଙ୍କ ଅଫିସରେ ସର୍ପ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ (ଅଡିଟ ଏବଂ ଆକାଉଣ୍ଟ)ଙ୍କ ଅଫିସରେ ୫୦ରୁ ଉର୍ଦ୍ଧ୍ବ ଅଧିକାରୀମାନଙ୍କୁ ସାପ କାମୁଡ଼ା ରକ୍ଷା ପାଇବା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆଜି ଏହି ସର୍ପ ସଚେତନତା କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ପ୍ରିନ୍ସିପାଲ…

ନନ୍ଦନକାନନରେ ନୂଆ ଅତିଥି; ଗୟଳ ସଂଖ୍ୟା ୧୪କୁ ବୃଦ୍ଧି

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନର ୪୨ ନମ୍ବର ଏନ୍‌କ୍ଲୋଜରରେ ରହୁଥିବା ଗୟଳ ବୁଧବାର ସନ୍ଧ୍ୟାରେ ଏକ ଛୁଆକୁ ଜନ୍ମ ଦେଇଛି। ନନ୍ଦନକାନନରେ ମୋଟ ଗୟଳ ସଂଖ୍ୟା ୧୪କୁ ବୃଦ୍ଧି ହୋଇଛି। ୧୦ଟି ଅଣ୍ଡିରା, ୩ଟି ମାଈ ଥିବା ବେଳେ ଲିଙ୍ଗ ଚିହ୍ନଟ ହୋଇ ନଥିବା ନବଜାତ ଶାବକଟି ଅଛି। ନନ୍ଦନକାନନ…

କାହିଁକି ବିଜେଡି ଛାଡିଲେ ସୁନିତା? କହିଦେଲେ ଭିତିରି କଥା

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ଶଙ୍ଖ ଛାଡି ବିଦ୍ଧିବଦ୍ଧ ଭାବେ କଂଗ୍ରେସରେ ଆଜି ଯୋଗ ଦେଇଛନ୍ତି। ଗତକାଲି ସେ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ। ବ୍ୟକ୍ତିଗତ କାରଣ ଦର୍ଶାଇ ସୁନୀତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ…

ହାଡ଼ ଯାଞ୍ଚ ପାଇଁ ଏହି ଟେଷ୍ଟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…

ଭୁବନେଶ୍ବର:ଆମର ହାଡ଼ ଶରୀରକୁ ଆକାର ଦିଏ, ଅଙ୍ଗଗୁଡ଼ିକୁ ସୁରକ୍ଷା ଦିଏ ଏବଂ ଚାଲିବା ବୁଲିବାରେ ସାହାରା ଯୋଗାଇଥାଏ। କିନ୍ତୁ ଧୀରେ ଧୀରେ ହାଡ଼ଗୁଡ଼ିକ ଦୁର୍ବଳ ହେବାକୁ ଲାଗେ ଏବଂ ଆମେ ଏହା ଜାଣି ମଧ୍ୟ ପାରିନଥାଉ। ଯନ୍ତ୍ରଣା,ଫ୍ୟାକ୍ଚର ଭଳି ସମସ୍ୟା ଦେଖା ନହେବା ପର୍ଯ୍ୟନ୍ତ ଲୋକମାନେ ଏହାକୁ…