Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୁରୀ ଅଘଟଣରେ ୩ ଜଣଙ୍କ ମୃତ୍ୟୁ ନେଇ ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା

ଭୁବନେଶ୍ବର: ପୁରୀ ଶରଧାବାଲିରେ ୩ ଜଣଙ୍କ ମୃତ୍ୟୁ ନେଇ ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଦଳାଚକଟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସେ ସମବେଦନା ଜଣାଇବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।…

କାହିଁକି ଘଟିଲା ଶରଧାବାଲିରେ ଦଳଚକଟା ଅଘଟଣ: ପ୍ରତ୍ୟେକ୍ଷଦର୍ଶୀ କହିଲେ ସତ…

ପୁରୀ: ଆଜି ବଡି ଭୋର୍ ସକାଳୁ ଶରଧାବାଲିରେ ରଥ ସମ୍ମୁଖରେ ବଡ ଅଘଟଣ ଘଟିଛି । ଦର୍ଶନ ପାଇଁ ଅତ୍ୟଧିକ ଭିଡ଼ ଯୋଗୁ ଠେଲାପେଲାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ କାହିଁକି ଏପରି ଅଘଟଣ ଘଟିଲା? ସୁରକ୍ଷା ବ୍ୟବସ୍ଥାରେ ଏତେ ପୋଲିସ୍ ନିୟୋଜିତ ହେଲା…

ପୁରୀ ଅଘଟଣ ନେଇ ସ୍ପଷ୍ଟ କଲେ ଜିଲ୍ଲାପାଳ; ସେପଟେ, ସ୍ଥିତି ଅନୁଧ୍ୟାନ କଲେ ଡିଜିପି

ପୁରୀ: ପୁରୀ ଶରଧାବାଲିରେ ୩ ଭକ୍ତଙ୍କ ମୃତ୍ୟୁ ଘଟଣାରେ ସ୍ଥିତି ଅନୁଧ୍ୟାନ କଲେ ପୋଲିସ ମହାନିର୍ଦ୍ଦେଶକ । ଘଟଣାସ୍ଥଳରେ ପ୍ରମୁଖ ଅଧିକାରୀଙ୍କ ସହ ସ୍ଥିତିର ଅନୁଧ୍ୟାନ କଲେ ଡିଜିପି ୱାଇ ବି ଖୁରାନିଆ । ପୋଲିସର ନିର୍ଦ୍ଦେଶ ସମସ୍ତେ ମାନନ୍ତୁ ବୋଲି କହିଲେ ଡିଜିପି । ଭକ୍ତ ମୋବାଇଲ୍‌ରେ ଫଟୋ…

‘ଆତ୍ମଘାତୀ ବିସ୍ଫୋରଣ ପାଇଁ ଭାରତ ଦାୟୀ’, ପାକିସ୍ତାନର ଆରୋପକୁ କଡା ଜବାବ ଦେଲା ଭାରତ….

ନୂଆଦିଲ୍ଲୀ: ଶନିବାର ପାକିସ୍ତାନରେ ଏକ ଆତ୍ମଘାତୀ ବିସ୍ଫୋରଣରେ ୧୩ ଜଣ ସୈନିକଙ୍କ ପ୍ରାଣ ଯାଇଛି । ଯାହାକୁ ନେଇ ଦୁଷ୍ଟ ପାକିସ୍ତାନ ଭାରତକୁ ଦାୟୀ କରିଛି । କାଳେ ଏହି ବିସ୍ଫୋରଣ ପଛରେ ଭାରତର ହାତ ବୋଲି କହିଛି ପାକିସ୍ତାନ । ଯାହାର କଡା ଜବାବ ରଖିଛନ୍ତି ଭାରତ ସରକାର । ପାକିସ୍ତାନର ଏଭଳି…

ଆସନ୍ତା ୩ ଦିନ ପ୍ରବଳ ବର୍ଷିବ!, ଆଜି ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ବାଂଲାଦେଶ ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଛି ଏକ ଘୂର୍ଣ୍ଣିବଳୟ । ରବିବାର ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେବ । ଫଳରେ ଆସନ୍ତା ତିନି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଳାରେ…

ଏହି ଭୁଲ୍ ଯୋଗୁଁ ବର୍ଷାଦିନେ ବଢ଼ିଥାଏ ସ୍କିନ ଆଲର୍ଜି …!

ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମ ଋତୁ ପରେ ମୌସୁମୀ ବର୍ଷା ପ୍ରାଣୀଜଗତକୁ ଆଶ୍ୱସ୍ତି ପ୍ରଦାନ କରିଥାଏ । କିନ୍ତୁ ଏହି ବର୍ଷା ଋତୁରେ ସ୍କିନ ଆଲର୍ଜି ଏବଂ ସଂକ୍ରମଣର ଆଶଙ୍କା ମଧ୍ୟ ବହୁ ଗୁଣରେ ବୃଦ୍ଧି ପାଏ। ଏହି ଋତୁରେ ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ପାଏ । ଆର୍ଦ୍ରତା ଯୋଗୁଁ ଶରୀରରେ ପ୍ରଚୁର…

ପୁରୀ ଶରଧାବାଲିରେ ଠେଲାପେଲା; ୩ ମୃତ, ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ

ପୁରୀ: ଶରଧାବାଲିରେ ଠେଲାପେଲା ଓ ଦଳାଚକଟାରେ ୩ ଭକ୍ତଙ୍କ ମୃତ୍ୟୁ ହୋଇଛି । ରଥ ସମ୍ମୁଖରେ ଏହି ଅଘଟଣ ଘଟିଥିବା ସୂଚନା । ଆଜି ଭୋର ୪ଟା ୨୦ରେ ଅଘଟଣ ଘଟିଥିବା ସୂଚନା । ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ଭିଡ଼ ଲାଗିଥିଲା । ଅତ୍ୟଧିକ ଭିଡ଼ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ମୃତକମାନେ…

ଚତୁର୍ମାସ ସମୟରେ ଶନିଙ୍କ ଓଲଟା ଚଳନ;୪ ରାଶିଙ୍କୁ ମିଳିବ ଲାଭ

ଭୁବନେଶ୍ବର: ହିନ୍ଦୁ ଧର୍ମରେ ଚତୁର୍ମାସର ବହୁତ ଗୁରୁତ୍ୱ ରହିଛି। ଏହି ସମୟରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ଯାଆନ୍ତି । ଚଳିତ ବର୍ଷ ଚତୁର୍ମାସ ୬ ଜୁଲାଇ (ରବିବାର)ଠାରୁ ଆରମ୍ଭ ହେଉଛି ଓ ୧ ନଭେମ୍ବର ୨୦୨୫ରେ ଶେଷ ହେବ । ତେବେ ଚଳିତ ବର୍ଷ ଚତୁର୍ମାସରେ ଶନିଦେବ ଓଲଟା ଚଳନ ଅବସ୍ଥାରେ ରହିବେ,…

ଶ୍ରୀ ଭାଗବତ ସାର ୮୨: ମାନବଙ୍କ ଉଦ୍ଧାର ପାଇଁ ପୁନଶ୍ଚ ରଚନା ହେଲା ମହାଭାରତ ଓ ପଞ୍ଚମ ବେଦ ଭାବରେ ଅଷ୍ଟାଦଶ ପୁରାଣ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ମହର୍ଷି ବ୍ୟାସଦେବ ବେଦକୁ ଚାରି ଭାଗ କରି ଦେଲେ ସତ, ତଥାପି ସ୍ତ୍ରୀ ଓ ଶୁଦ୍ର (ଚାରି ବର୍ଣ ମଧ୍ୟରେ ଅଧମ ବର୍ଣ )ଙ୍କର ବେଦ ଚର୍ଚ୍ଚା କରିବାର ଅଧିକାର ରହିଲା ନାହିଁ। ପତିତ ମନୁଷ୍ୟ ମାନେ ମଧ୍ୟ ବେଦ ଚର୍ଚ୍ଚାରୁ ବଞ୍ଚିତ ହେଲେ।…