Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୁରୀ ସହ ଦୀଘା ରଥଯାତ୍ରାକୁ ତୁଳନା କରି ଅଡୁଆରେ ବରିଷ୍ଠ ସାମ୍ବାଦିକ ରାଜଦୀପ; ସବ୍ୟସାଚୀଙ୍କ ଦୃଢ ବିରୋଧ

ଭୁବନେଶ୍ବର: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ନେଇ ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସର୍‌ଦେଶାଇ। ପୁରୀ ରଥଯାତ୍ରା ସହିତ ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ରଥଯାତ୍ରାକୁ ତୁଳନା କରି ଜାତୀୟସ୍ତରରେ ଏକ ପ୍ରୋପାଗଣ୍ଡା ତିଆରି କରିବାକୁ ଚେଷ୍ଟା କରିଛନ୍ତି…

ଆଦାନୀଙ୍କ ସହ ରାଜ୍ୟରେ ବନ୍ଦରଭିତ୍ତିକ ଶିଳ୍ପର ବିକାଶ ଉପରେ ଆଲୋଚନା କଲେ ମୋହନ ମାଝୀ

ଭୁବନେଶ୍ବର: ବିଶିଷ୍ଟ ଶିଳ୍ପପତି ତଥା ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଆଜି ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଉଭୟଙ୍କ ମଧ୍ୟରେ ରାଜ୍ୟର ଶିଳ୍ପ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା । ବିଶେଷକରି…

ଓଏସ୍‌ଜା ପକ୍ଷରୁ “ଓଡ଼ିଶା କ୍ରୀଡା ବିକାଶ ଓ ସୁଯୋଗ” କନକ୍ଲେଭ୍‌

ଭୁବନେଶ୍ବର:ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓଏସ୍‌ଜା) ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ‘ଓଡ଼ିଶା କ୍ରୀଡ଼ା: ବିକାଶ ଓ ସୁଯୋଗ’ ଶୀର୍ଷକ କନ୍‌କ୍ଲେଭ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବଛାବଛା କ୍ରୀଡ଼ା ସାମ୍ବାଦିକ ଓ କ୍ରୀଡ଼ାବିତ୍‌ଙ୍କ ସହ ସାରା ଦେଶର ୨୪ଜଣ ଜାତୀୟସ୍ତରୀୟ…

ସୀମାନ୍ତବାସୀ ଉତ୍ସାହିତ; କୋଟିଆ ରଥଯାତ୍ରାରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀଙ୍କ ସହ ୫ମନ୍ତ୍ରୀ

କୋରାପୁଟ:ସୀମାନ୍ତ କୋଟିଆରେ ରଥ ଟାଣିଲେ ଉପମୁଖ୍ୟମନ୍ତ୍ରୀଙ୍କ ସହ ୫ ମନ୍ତ୍ରୀ । କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତରେ ରଥଟଣା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ ସିଂଦେଓ ଅନ୍ୟ ମନ୍ତ୍ରୀ, ଏମ୍‌ପି ଓ ବିଧାୟକମାନେ ରଥ ଟାଣି…

ଆଇଏସଆଇଏସର ଭାରତ ମୁଖ୍ୟ ସାକିବର ମୃତ୍ୟୁ ; ଜାଣନ୍ତୁ ମୃତ୍ୟୁର କାରଣ ..

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଭାରତ ମୁଖ୍ୟ ସାକିବ ନାଚନର ଦେହାନ୍ତ । ବ୍ରେନ ହେମରେଜ ଯୋଗୁଁ ସାକିବର ମୃତ୍ୟୁ ହୋଇଛି । ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସାକିବର ବୟସ ୫୭ ବର୍ଷ ଥିଲା। ଅସୁସ୍ଥତା କାରଣରୁ ସାକିବକୁ ତିହାର ଜେଲରୁ…

ଯାଜପୁରରେ ଜୁଲାଇ ୧ରୁ ଖୋଲିବ ହୋଟେଲ୍‌, ମାର୍ଗଦର୍ଶିକା ପାଳନ କରି ଖୋଲିବାକୁ ଅନୁମତି

ଯାଜପୁର: ଯାଜପୁରରେ ବ୍ୟାପିଥିବା ଡାଇରିଆ କାରଣରୁ ଲୋକଙ୍କ ସ୍ବାସ୍ଥ୍ୟଓ ସୁରକ୍ଷାକୁ ନଜରରେ ରଖି ଜିଲ୍ଲାରେ ସମସ୍ତ ହୋଟେଲ୍‌, ଜଳଖିଆ ଦୋକାନ, ମୃଦୁ ପାନୀୟ କାରଖାନା ଓ ଉଠା ଦୋକାନ ଆଦିକୁ ସ୍ବଳ୍ପ ଦିନ ପାଇଁ ବନ୍ଦ କରିଦିଆଯାଇଥିଲା । ଏବେ ଜିଲ୍ଲାରେ ଡାଇରିଆର ପ୍ରଭାବ କମି ସ୍ଥିତି…

୩୭ ଗ୍ରାମ ବ୍ରାଉନ ସୁଗାର ଜବତ, ୪ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜେଲଖାନା ଛକରେ ବ୍ରାଉନ ସୁଗାର ଜବତ । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ବରଗଡ଼ ଜିଲ୍ଲା ନିବାସୀ ଗିରିଜା ଶଙ୍କର ତ୍ରିପାଠୀ (୪୪), ଚୈତନ୍ୟ ମଲ୍ଲିକ (୩୫), ସୁଶାନ୍ତ ବାରିକ (୨୪) ଏବଂ ହେମନ୍ତ ଦେବତା (୫୧) । ସେମାନଙ୍କ…

କୁଲଡ଼ିହା ଅଭୟାରଣ୍ୟରୁ ହାତୀ ଦାନ୍ତ ଲୁଟ୍ ଘଟଣାରେ ଆଉ ୪ ଶିକାରୀ ଗିରଫ

ନୀଳଗିରି: ନୀଳଗିରି କୁଲଡ଼ିହା ଅଭୟାରଣ୍ୟରୁ ହାତୀ ଦାନ୍ତ ଲୁଟ୍ ଘଟଣାରେ ପୂର୍ବରୁ ଜଣକୁ ଗିରଫ କରିଥିବାବେଳେ, ଆଜି ପୁଣି ଆଉ ୪ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ମାନେ ହେଲେ ମୁନା ସିଂ ଗିରଫ ହୋଇଥିବା ବେଳେ ଆଜି ତପନ ମାଝୀ, ପଣ୍ଡା ସିଂ ଓ ଲେକେ ସିଂ । ତେବେ ଏହି…

ଖଣ୍ଡପଡା ଗଡଜାତ ଜଗନ୍ନାଥଙ୍କ ରଥଯାତ୍ରାରେ ଛେରା ପହଁରା କଲେ ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ

ନୟାଗଡ: ଖଣ୍ଡପଡା ଗଡଜାତ ଜଗନ୍ନାଥଙ୍କ ରଥଯାତ୍ରାରେ ଛେରା ପହଁରା ନୀତି ସମ୍ପନ୍ନ କଲେ ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ । ଖଣ୍ଡପଡ଼ାର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ ଙ୍କ ଅସୁସ୍ଥତା କାରଣରୁ ତାଙ୍କ ପ୍ରତିନିଧି ଭାବେ ତାଙ୍କର ପୁତ୍ର ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ ଏହି ଦାୟିତ୍ବ…

‘ଆସନ୍ତାକାଲି ଠାରୁ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭ’

ଭୁବନେଶ୍ୱର: କେନ୍ଦ୍ର ନିର୍ବାଚନ ଅଧିକାରୀ ଡ.ବି ଲକ୍ଷ୍ମଣଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଜୁନ୍ ୨୯ ଅର୍ଥାତ୍ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି । ୩ ଦିନ ଧରି ହେବାକୁ ଥିବା ଏହି ନିର୍ବାଚନ ପ୍ରକ୍ରିୟା ଜୁଲାଇ ୧…