Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Xi and Trump meet: କୋଳାକୋଳି ହେଲେ ୨ ମହାଶକ୍ତି, ଚମକି ପଡିଲା ବିଶ୍ବ…

ନୂଆଦିଲ୍ଲୀ: ୮ ବର୍ଷ ପରେ ଚୀନ ମାଟିରେ ଡୋନାଲ୍ଡ ଟ୍ରମ୍ପ ଭବ୍ୟ ସ୍ବାଗତ କଲେ ରାଷ୍ଟ୍ରପତି ସି ଜିନପିଙ୍ଗ ଦେଲେ ବଡ ମ୍ୟାସେଜ୍, ଚମକି ପଡିଲା ବିଶ୍ବ! ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ଆଞ୍ଚଳିକ ସୁରକ୍ଷା ବିବାଦ ମଧ୍ୟରେ ଆମେରିକା…

ସୁନା ଦରରେ ହଟଚମଟ: ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ସୁନା ଓ ରୂପା ମୂଲ୍ୟ

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ବଢୁଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ଡଲାରର ମୂଲ୍ୟରେ ପରିବର୍ତ୍ତନ ଯୋଗୁଁ ସୁନା ଓ ରୂପା ଦରରେ ଅସ୍ଥିରତା ଲାଗି ରହିଛି। ଆଜି (୧୪ ମେ ) ଭାରତୀୟ ସରାଫା ବଜାରରେ ସୁନା ଦରରେ ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି। ​୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ସୁନା…

UP Storm Death : ଉତ୍ତରପ୍ରଦେଶରେ ପ୍ରକୃତିର ତାଣ୍ଡବ, ଝଡ ତୋଫାନରେ ଉଡିଗଲେ ଲୋକ…ଏପର୍ଯ୍ୟନ୍ତ ଗଲାଣି ୮୯…

ଲକ୍ଷ୍ନୌ: ବୁଧବାର ରାତିରେ ଉତ୍ତର ପ୍ରଦେଶରେ ଝଡ଼, ବଜ୍ରପାତ ଏବଂ ପ୍ରବଳ ବର୍ଷା ତାଣ୍ଡବ ସୃଷ୍ଟି ରଚିଛି। ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ଝଡତୋଫାନ ଯୋଗୁଁ ମୃତ୍ୟୁ ସଂଖ୍ୟା ୮୯ରେ ପହଞ୍ଚିଛି। ପ୍ରୟାଗରାଜ, ଭାଦୋହୀ, କାନପୁର ଦେହାତ ଏବଂ ଫତେପୁର ସମେତ ଅନେକ ଜିଲ୍ଲାରୁ ବ୍ୟାପକ…

ବକ୍ରି-ଇଦ୍ ପୂର୍ବରୁ ପଶ୍ଚିମବଙ୍ଗରେ କଠୋର ନିୟମ ଜାରି କଲେ ଶୁଭେନ୍ଦୁ ସରକାର

କୋଲକତା: ବକ୍ରି-ଇଦ୍ ପୂର୍ବରୁ, ପଶ୍ଚିମବଙ୍ଗ ସରକାର ଏକ ବଡ଼ ନିର୍ଦ୍ଦେଶ ଜାରି କରିଛନ୍ତି । ସରକାର ପଶୁ ହତ୍ୟା ସମ୍ପର୍କରେ ନୂତନ ନିୟମ ଜାରି କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଖୋଲାରେ କିମ୍ବା ଯେକୌଣସି ସାର୍ବଜନୀନ ସ୍ଥାନରେ ପଶୁ ହତ୍ୟା…

ଟାୟାରରେ ଏବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ: ସାଇବର ଟାୟାର କ’ଣ ଏବଂ ଏହା କିଭଳି କାମ କରେ?

ଭୁବନେଶ୍ୱର: ଆଗାମୀ ଦିନରେ କେବଳ ଆପଣଙ୍କ ଗାଡ଼ି ନୁହେଁ, ବରଂ ଗାଡ଼ିର ଟାୟାର ମଧ୍ୟ ସ୍ମାର୍ଟ ହେବାକୁ ଯାଉଛି। ବଦଳୁଥିବା ସମୟ ସହିତ ଅଟୋମୋବାଇଲ୍ ଦୁନିଆରେ 'ସାଇବର ଟାୟାର' ଟେକ୍ନୋଲୋଜିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହା କେବଳ ଏକ ରବର ଚକ ନୁହେଁ, ବରଂ ଏଥିରେ ଲାଗିଥିବା ସେନସର ଏବଂ AI…

କାଳବୈଶାଖୀର କରାଳ ରୂପ: ରାତି ହେଲେ ବଦଳୁଛି ପାଣିପାଗ, ୧୮ ଯାଏଁ ୧୨ ଜିଲ୍ଲାକୁ ସତର୍କତା

ଭୁବନେଶ୍ୱର: ରାଜ୍ୟରେ ଏବେ ପ୍ରକୃତିର ଦ୍ୱିବିଧ ରୂପ ଦେଖିବାକୁ ମିଳୁଛି। ଦିନରେ ଅସହ୍ୟ ଗୁଳୁଗୁଳି ଓ ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ସନ୍ଧ୍ୟା ନଇଁଲେ କାଳବୈଶାଖୀର ତାଣ୍ଡବ ସବୁକିଛି ଛିନଛତ୍ର କରିଦେଉଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା…

ଚିନି ରପ୍ତାନି ଉପରେ ଭାରତ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ସେପ୍ଟେମ୍ବର ପର୍ଯ୍ୟନ୍ତ ଲାଗିଲା ରୋକ…

ନୂଆଦିଲ୍ଲୀ: ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇ ଏହାକୁ କାର୍ଯ୍ୟକାରୀ କରିଛନ୍ତି । ମୋଦି ସରକାର ଚିନି ରପ୍ତାନି ଉପରେ ନିଷେଧ କରିଛନ୍ତି, ଯାହା ତୁରନ୍ତ କାର୍ଯ୍ୟକାରୀ ହେବ । ଭାରତ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଆଉ କୌଣସି ଦେଶକୁ ଚିନି ରପ୍ତାନି କରିବ ନାହିଁ । କଞ୍ଚା, ଧଳା ଏବଂ…

୧୭ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା, ଆଜି ପାଇଁ ୬ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଲର୍ଟ

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଏବେ ଏହା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି । ତେବେ ଏହା ଅବପାତରେ ପରିଣତ ହେବାର ବିଶେଷ ସମ୍ଭାବନା ନାହିଁ ।…

ହଷ୍ଟେଲ୍‌ ରୁମ୍‌ରେ ଭୋଜି ଆଳରେ ପ୍ରେମିକାକୁ ଗଣଦୁଷ୍କର୍ମ, ୪ ଇଞ୍ଜିନିୟରିଂ ଛାତ୍ର ଗିରଫ

ଭୁବନେଶ୍ବର: ରାଜଧାନୀରେ ପୁଣି ଲଜ୍ଜା । ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ପ୍ରେମିକ ସହ ତାର ୪ ବନ୍ଧୁଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଏଭଳି ଘଟଣା ଘଟିଛି ରାଜଧାନୀର ଇନଫୋଭ୍ୟାଲି ଥାନା ଅଞ୍ଚଳରେ । ଗିରଫ ଅଭିଯୁକ୍ତ ମାନେ ହେଲେ ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳର…

ଆମେରିକା ସହ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତରେ ଇରାନ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଯୁଦ୍ଧର ଆଶଙ୍କା ଘନେଇଥିବା ବେଳେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରାଘଚୀ ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତରେ ଭାରତରେ ପହଞ୍ଚିଛନ୍ତି। ଆମେରିକା ଏବଂ ଇସ୍ରାଏଲ୍ ସହ ଇରାନର ସମ୍ପର୍କ ଅତ୍ୟନ୍ତ ତିକ୍ତତାପୂର୍ଣ୍ଣ ସ୍ଥିତିରେ ଥିବା ବେଳେ, ଅରାଘଚୀଙ୍କ ଏହି ଭାରତ ଗସ୍ତକୁ…