Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିରାଟ କୋହଲିଙ୍କ ପବ୍ ନାଁରେ ରୁଜୁ ହେଲା ମାମଲା…

ବେଙ୍ଗାଲୁରୁ: ଆଇନ ସମସ୍ୟାରେ ପଡିପାରନ୍ତି ବିରାଟ କୋହଲି। ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ମାଲିକାନାରେ ଥିବା ପବ୍ ଏବଂ ରେଷ୍ଟୁରାଣ୍ଟ ୱାନ୍ ଏଇଟ କମ୍ୟୁନ୍ ନାଁରେ ଏବେ ମାମଲା ରୁଜ୍ଜୁ ହୋଇଛି। ଏକ ନିର୍ଦ୍ଦିଷ୍ଟ ଧୂମପାନ କ୍ଷେତ୍ର ନଥିବା ଯୋଗୁଁ ଆଇନଗତ ସମସ୍ୟାରେ ପଡ଼ିଛି। ସିଗାରେଟ୍ ଏବଂ…

ବାଲି ମାଫିଆଙ୍କ ଦୌରାତ୍ମ୍ୟ; ଅତିରିକ୍ତ ତହସିଲଦାରଙ୍କୁ ମାଡ ମାରି ଗାଡି ଭାଙ୍ଗିଲେ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ । ଥାନା ଆଗରେ ଆକ୍ରମଣ ସହ ଗାଡ଼ି ଭାଙ୍ଗିଦେଲେ । ମାଫିଆଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ଆହତ ହୋଇଛନ୍ତି । ଆକ୍ରମଣ ବେଳେ ଥାନାକୁ ଦୌଡ଼ି ପଳାଇବାରୁ…

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ୫୦ ଯାତ୍ରୀ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଜାଘାଟିରେ ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବସ୍‌ । ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଚାପିହୋଇ ରହିଥିବା ସୂଚନା । ହାଇଦ୍ରାବାଦରୁ ଯାତ୍ରୀଙ୍କୁ ଧରି ଫେରିବା ବେଳେ ଆଜି ସକାଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଖବରପାଇ ପୋଲିସ ଓ ଦମକଳବାହିନୀ ପହଞ୍ଚି…

ଟ୍ରେନରେ ମିଳିବ ସ୍ଵାଦିଷ୍ଟ ଖାଦ୍ୟ; IRCTC ଆରମ୍ଭ କଲା ଏହି ନୂତନ ସେବା..

ନୂଆଦିଲ୍ଲୀ: ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ IRCTC ଆଣିଛି ଖୁସି ଖବର । ଯାତ୍ରୀଙ୍କୁ ମିଳିବ ଇ-ପାଣ୍ଟ୍ରି ସେବା । ଯାତ୍ରୀମାନଙ୍କୁ ସେମାନଙ୍କ ଟ୍ରେନ ସିଟ୍‌ରେ ସଠିକ୍ ମୂଲ୍ୟରେ ସମୟାନୁସାରେ ଖାଦ୍ୟ ମିଳିବ । ରେଳବାଇର ଏକ ସହାୟକ କମ୍ପାନୀ ଇଣ୍ଡିଆନ୍…

ଉତ୍ତର-ପୂର୍ବରେ ବନ୍ୟା ଏବଂ ଭୂସ୍ଖଳନ; ୩୪ ମୃତ, ୧୯ ଜିଲ୍ଲା ପ୍ରଭାବିତ

ଗୌହାଟି: ଆସାମ ଏବଂ ଉତ୍ତର-ପୂର୍ବ ଭାରତର ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନ ହୋଇଛି । ଫଳରେ ଜୀବନଯାତ୍ରା ସମ୍ପୂର୍ଣ୍ଣ ଭାବରେ ବ୍ୟାହତ ହୋଇଛି । ଏପର୍ଯ୍ୟନ୍ତ ୧୯ଟି ଜିଲ୍ଲାରେ ୩୪ ଜଣଙ୍କ ଜୀବନ ଯାଇଛି ଏବଂ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ୧୦ରୁ ଅଧିକ ନଦୀ ଏବେ ବି…

ତମ୍ବାଖୁ ସେବନରେ ପ୍ରଥମ ସ୍ଥାନରେ ରହିଛି ରାଜ୍ୟର ଏହି ସହର..

କଟକ: ତମ୍ବାଖୁ ସେବନରେ ଏକ ନମ୍ବର କଟକ । କଟକରେ ୨୦୧୬ରୁ ୨୦୨୦ ଯାଏଁ ୧୮,୬୫୨ ଜଣଙ୍କ ନିକଟରୁ ୧୭ ଲକ୍ଷ ୨ ହଜାର ୬୪୦ ଟଙ୍କା ଜରିମାନା ଆଦାୟ ହୋଇଛି । ସେହିପରି ଭୁବନେଶ୍ବରରେ ୪,୭୧୪ ଜଣଙ୍କ ନିକଟରୁ ୪ ଲକ୍ଷ ୮୦ ହଜାର ୭୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ତେବେ ଯୁବକଙ୍କ ଅପେକ୍ଷା…

ସିଂହ ରାଶିରେ ମଙ୍ଗଳ ଗ୍ରହର ଗୋଚର; ଏହି ରାଶିଙ୍କ ଫିଟିବ ଭାଗ୍ୟ

ଭୁବନେଶ୍ବର: ଜୁନ୍ ମାସ ଆରମ୍ଭ ହୋଇଗଲାଣି। ମାସର ଆରମ୍ଭରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ସିଂହ ରାଶିରେ ଗୋଚର କରିବାକୁ ଯାଉଛନ୍ତି । ଫଳରେ ସମସ୍ତ ରାଶିକୁ ପ୍ରଭାବିତ କରିବ। ଜ୍ୟୋତିଷ ଗଣନା ଅନୁସାରେ, ମଙ୍ଗଳ ୭ ଜୁନ୍ ୨୦୨୫ ରେ ରାତି ୧:୩୩ ରେ ସିଂହ ରାଶିରେ ପ୍ରବେଶ କରିବେ। ସେ ୨୮ ଜୁଲାଇ,…

ଶ୍ରୀ ଭାଗବତ ସାର ୫୫: ଆମକୁ ଆତ୍ମ ଜ୍ଞାନ ପ୍ରଦାନ କରିବାରେ ଶ୍ରୀମଦ ଭାଗବତଙ୍କର ଅବଦାନ ଅନେକ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଆମର ଗ୍ରନ୍ଥ ଗୁରୁ। କାରଣ ଆମକୁ ଆତ୍ମ ଜ୍ଞାନ ପ୍ରଦାନ କରିବାରେ ଏହାର ଅବଦାନ ଅନେକ। ଶ୍ରୀମଦ ଭାଗବତ ପ୍ରଦାନ କରୁଥିବା ଜ୍ଞାନ ରୂପକ ଅଗ୍ନିରେ ଇନ୍ଦ୍ରିୟମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ସମସ୍ତ ଦୋଷ ମାନଙ୍କର ଆହୁତି…

ଝଡତୋଫାନରେ ଫସିଲା ଇଣ୍ଡିଗୋ ବିମାନ, ଏଭଳି କଲେ ପାଇଲଟ…

ରାୟପୁର: ରାୟପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ୬ଇ-୬୩୧୩ ଧୂଳି ଝଡ଼ର ସମ୍ମୁଖୀନ ହୋଇଥିଲା। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ। ସୂଚନା ଅନୁଯାୟୀ, ବିମାନଟି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବାର କିଛି ସମୟ ପୂର୍ବରୁ ହଠାତ୍ ପାଗ ବଦଳି…

କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ; ଷ୍ଟୁଡ଼ିଓର ଅତ୍ୟାଧୁନିକୀକରଣକୁ ଦେଲେ ଗୁରୁତ୍ୱ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରି  ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡ଼ିଓ ଭାବେ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଡିପିଆର୍‍ ପ୍ରସ୍ତୁତ କରିବା ପାଇଁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।    …