Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଘାତକ S-400 ସାଙ୍ଗକୁ ଭାରତର ଏହି ଅସ୍ତ୍ର….ମାଟି କାମୁଡିଥାନ୍ତା ୟୁକ୍ରେନର ସବୁ ଅସ୍ତ୍ର, ପସ୍ତାଉଛନ୍ତି…

ନୂଆଦିଲ୍ଲୀ: ସମସ୍ତଙ୍କୁ ଚମକାଇ ଦେଇଛି ୟୁକ୍ରେନ୍ । ଖାଲି ଯେ ରୁଷ ତାହା ନୁହେଁ, ପୂରା ବିଶ୍ବ ଗତକାଲି ୟୁକ୍ରେନର ବଡ ଚାଲ୍ ନେଇ ଚକିତ । ବର୍ତ୍ତମାନ ସାରା ବିଶ୍ବ ରୁଷ ୟୁକ୍ରେନ ଯୁଦ୍ଧ ନେଇ ଶାନ୍ତିର ଗୀତ ଗାଉଥିବା ସମୟରେ, ଜେଲେନସ୍କି ଭ୍ଲାଦିମିର ପୁଟିନଙ୍କୁ ଚେକ୍ ମେଟ୍ ଦେଇଛନ୍ତି । ରୁଷ…

ବୋଲ୍ଡର ଆକ୍ରମଣଙ୍କୁ ନିନ୍ଦା କଲେ ଥରୁର: କହିଲେ, ‘ଆମ ଦେଶରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ’

ନୂଆଦିଲ୍ଲୀ: ଆମେରିକାର କଲୋରାଡୋରେ ହୋଇଥିବା ଆକ୍ରମଣ ସମସ୍ତଙ୍କୁ ଚକିତ କରିଛି । ପ୍ରଦର୍ଶନକାରୀଙ୍କ ଉପରକୁ ଆକ୍ରମଣ କରିଛନ୍ତି ଜଣେ ସନ୍ଦିଗ୍ଧ ବ୍ୟକ୍ତି । ଯାହାକୁ ଆତଙ୍କୀ କାର୍ଯ୍ୟକଳାପ କହି ତଦନ୍ତ ଆରମ୍ଭ କରିଛି ଆମେରିକା ପୋଲିସ ଅଧିକାରୀ ଏବଂ ଏଫବିଆଇ । ଏହି ସମୟରେ ଅପରେସନ୍ ସିନ୍ଦୁର…

ନନ୍ଦନକାନନରେ ଧଳା ବାଘ ଛୁଆର ମୃତ୍ୟୁ, କମିଲା ବାଘ ସଂଖ୍ୟା

ଭୁବନେଶ୍ୱର: ନନ୍ଦନକାନନରେ ଏକ ଧଳା ବାଘ ଛୁଆର ମୃତ୍ୟୁ ଘଟିଛି । ବାଘ ଛୁଆଟିକୁ ମାତ୍ର ୭ ମାସ ହେଇଥିଲା । ଏହି ମାଈ ଧଳା ବାଘ ଛୁଆଟି ମେଲାନିଷ୍ଟିକ ବାଘ କ୍ରିଷ୍ଣା ଏବଂ ବାଘୁଣୀ ରୂପାଠାରୁ ୨୦୨୪ ନଭେମ୍ବର ୨ ତାରିଖରେ ଜନ୍ମଗ୍ରହଣ କରିଥିଲା । ଗତ ମାର୍ଚ୍ଚ ମାସରେ ଛୁଆଟି ଅସୁସ୍ଥ…

ଚୋରା ଚାଲାଣକାରୀକୁ ମାଡ଼ି ବସିଲା ଏସଟିଏଫ, ୫୦ ଲକ୍ଷ ଟଙ୍କାର ହାତୀ ଦାନ୍ତ ଜବତ

ବୌଦ୍ଧ: ଦିନକୁ ଦିନ ହାତୀ ଚୋରା ଚାଲାଣକାରୀଙ୍କ ଦୈରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ବୌଦ୍ଧ ଜିଲ୍ଲାରେ ପୁଣି ଏପରି ଏକ ମାମଲା ସାମ୍ନାକୁ ଆସିଛି। ଏଠାରୁ ୫୦ ଲକ୍ଷ ଟଙ୍କାର ହାତୀ ଦାନ୍ତ ଜବତ କରିଥିବା ସୂଚନା ରହିଛି। ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରେ ହାତୀ ଦାନ୍ତ ଚୋରା ଚାଲାଣକାରୀକୁ…

ମୋଲୋଟୋଭ କକଟେଲ୍ କ’ଣ?, ଯାହାକୁ ନେଇ ଆମେରିକାରେ ହଇଚଇ….

ନୂଆଦିଲ୍ଲୀ: ଆମେରିକାର ଏକ ସହରରେ ଇସ୍ରାଏଲ ସମର୍ଥକ ପ୍ରଦର୍ଶନ ସମୟରେ ହିଂସା ଘଟିଛି । ଗାଜାରେ ରହିଯାଇଥିବା ଇସ୍ରାଏଲୀ ବନ୍ଧକମାନଙ୍କୁ ମନେ ପକାଇବା ପାଇଁ ଏକ ପ୍ରଦର୍ଶନ ସମୟରେ କଲୋରାଡୋର ବୋଲ୍ଡରରେ ଏକ ହିଂସାତ୍ମକ ଘଟଣା ଘଟିଥିବା ବେଳେ ଏହି ପ୍ରଦର୍ଶନ ଉପରେ ଏକ ଲକ୍ଷ୍ୟବଦ୍ଧ ଆତଙ୍କୀ…

ପୁଣି କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ: ୪୦୦୦ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା…

ନୂଆଦିଲ୍ଲୀ: ପୁଣି ଡରାଇଲାଣି କରୋନା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତ କାଲି ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ଡେଇଁଥିବା ବେଳେ, ଦିନକ ଭିତରେ ଏବେ ୪୦୦୦ ମୁହାଁ ମାଡିଚାଲିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ଆଜି ସକାଳ ୮ଟା…

ଜେଇଇ ଆଡଭାନ୍ସଡ-୨୦୨୫; ହଂସ ଦାରୁକା ଓଡ଼ିଶା ଟପ୍ପର

ଭୁବନେଶ୍ବର: ପ୍ରକାଶ ପାଇଲା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ ପରୀକ୍ଷାଫଳ । ଆଇଆଇଟି କାନପୁର ଦ୍ଵାରା ପରିଚାଳିତ ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶ ପାଇଛି । ଏଥିରେ ଆଇଆଇଟି ଦିଲ୍ଲୀ ଜୋନର ରଜିତ୍ ଗୁପ୍ତା ସର୍ବଭାରତୀୟ ଟପ୍ପର ହୋଇଛନ୍ତି । ସେ ୩୬୦ ରୁ ୩୩୨ ମାର୍କ ରଖି ଅଲ୍…

ପୁଣି ବଢ଼ିଲା ଯୁକ୍ତ ୩ ନାମଲେଖା ଅବଧି

ଭୁବନେଶ୍ବର: ପୁଣି ବଢ଼ିଲା ଯୁକ୍ତ ୩ ନାମଲେଖା ଅବଧି। ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଆବେଦନ ଅବଧି ପୁଣି ବୃଦ୍ଧି ହୋଇଛି। ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଆବେଦନର ଶେଷ ତାରିଖ ଥିଲା। ତେବେ ଏହା ଜୁନ ୪ ତାରିଖକୁ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଜୁନ୍ ୪ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ…

ଭାରତ ସହ ଉତ୍ତେଜନା ମଧ୍ୟରେ ପାକର ବଡ଼ ନିଷ୍ପତ୍ତି, ଭୋଲାରିରୁ AEW ସ୍କ୍ୱାର୍ଡନକୁ ହଟାଇ….

ଇସଲାମବାଦ: ଗତ କିଛି ଦିନ ମଧ୍ୟରେ ପାକିସ୍ତାନକୁ ଦୁଇଟି ପାର୍ଶ୍ୱରୁ ଆକ୍ରମଣ କରାଯାଇଛି । ଗୋଟିଏ ପଟେ, ଅପରେସନ ସିନ୍ଦୂର ପରେ ହୋଇଥିବା ସାମରିକ ସଂଘର୍ଷରେ ଭାରତ ତା'ର ଅଣ୍ଟା ଭାଙ୍ଗି ଦେଇଥିବାବେଳେ, ଅନ୍ୟପଟେ, ଏହା ତାର ଆଭ୍ୟନ୍ତରୀଣ ସମସ୍ୟା ସହିତ ସଂଘର୍ଷ କରୁଛି । ପାକିସ୍ତାନର ଆବେଦନ ପରେ…

ବିରାଟ କୋହଲିଙ୍କ ପବ୍ ନାଁରେ ରୁଜୁ ହେଲା ମାମଲା…

ବେଙ୍ଗାଲୁରୁ: ଆଇନ ସମସ୍ୟାରେ ପଡିପାରନ୍ତି ବିରାଟ କୋହଲି। ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ମାଲିକାନାରେ ଥିବା ପବ୍ ଏବଂ ରେଷ୍ଟୁରାଣ୍ଟ ୱାନ୍ ଏଇଟ କମ୍ୟୁନ୍ ନାଁରେ ଏବେ ମାମଲା ରୁଜ୍ଜୁ ହୋଇଛି। ଏକ ନିର୍ଦ୍ଦିଷ୍ଟ ଧୂମପାନ କ୍ଷେତ୍ର ନଥିବା ଯୋଗୁଁ ଆଇନଗତ ସମସ୍ୟାରେ ପଡ଼ିଛି। ସିଗାରେଟ୍ ଏବଂ…