Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଡିଶାକୁ ଫେରିଲା କୋରୋନା; ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ପୁଣି ଭାରତରେ ନିଜର କାୟା ବିସ୍ତାର କରିଛି କୋରୋନା । ଯାହାକୁ ନେଇ ଲୋକଙ୍କ ମନରେ ଏକ ପ୍ରକାର ଭୟର ବାତ୍ତାବରଣ ଦେଖିବାକୁ ମିଳିଥିବାବେଳେ, ଓଡିଶାରେ ଚିହ୍ନଟ ହୋଇଛନ୍ତି ପ୍ରଥମ କୋରୋନା ଆକ୍ରାନ୍ତ । ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାଯାଇଛି । ନିକଟରେ ସେ…

ଶ୍ରୀ ଭାଗବତ ସାର ୪୪: ଶ୍ରୀକୃଷ୍ଣ ଓ ନିତ୍ୟସିଦ୍ଧା ବ୍ରଜାଙ୍ଗନାଙ୍କ ମଧ୍ୟରେ ସଂଗଠିତ ସମବ୍ୟବହାର ଲୀଳା ହିଁ ନିତ୍ୟରାସର…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣ୍ଣିତ ନିତ୍ୟରାସ ପ୍ରସଙ୍ଗ ଆଲୋଚନା ଅବସରରେ ଆମେ ଶ୍ରୀରାଧା ତତ୍ୱ ଓ ନିତ୍ୟରାସର ସ୍ୱରୂପ ବିଷୟରେ ସମ୍ୟକ ଆଲୋଚନା ଜାରି ରଖିଛେ। ଏଵେ ଜାଣିବା ପ୍ରଥମ ସ୍ୱରୂପ ଅବା ଆଙ୍ଗିକ ସ୍ୱସ୍ତୁପ:- ସାଧାରଣତଃ ରାସର ଏହା…

ନିଜ ଗଳା କାଟି ପୋଲିସ ଏଏସଆଇ ଗୁରୁତର

କୋରାପୁଟ: କୋରାପୁଟ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଏଏସଆଇଙ୍କ ଅଭାବନୀୟ କାଣ୍ଡ। ଏଏସଆଇ ଚମରା ନାୟକ ନିଜ ଗଳା କାଟି ଗୁରୁତର ହୋଇ ପଡ଼ିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବୁଧବାର କୋଟପାଡ଼ରେ ସ୍ପେସାଲ…

ଖରାପ ପାଗ ଯୋଗୁଁ କ୍ଷତିଗ୍ରସ୍ତ ହେଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଏକ ଇଣ୍ଡିଗୋ ବିମାନ ଜରୁରୀକାଳୀନ ଅବତରଣ କରିଛି। ଖରାପ ପାଗ ଯୋଗୁଁ ସମସ୍ୟା ଦେଖାଦେଇଥିଲା। ଯାହା ଫଳରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା। ସୂଚନା ଅନୁଯାୟୀ, ବିମାନରେ ମୋଟ ୨୦୦ ଜଣ ଯାତ୍ରୀ ଥିଲେ। ଆଉ ସମସ୍ତେ ସମ୍ପୂର୍ଣ୍ଣ ସୁରକ୍ଷିତ…

ଛତିଶା ନିଯୋଗ ବୈଠକ: ପହଣ୍ଡି ବେଳେ ରହିବେ ନିର୍ଦ୍ଦିଷ୍ଟ ସେବାୟତ ଓ ଅଧିକାରୀ

ପୁରୀ: ଚଳିତବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ଜୁନ ୨୭ରେ ଅନୁଷ୍ଠିତ ହେବ। ତେବେ ପହଣ୍ଡି ଅଘଟଣ ରୋକିବାକୁ ଛତିଶା ନିଯୋଗ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି। ଶ୍ରୀଜୀଉଙ୍କ ପହଣ୍ଡିବେଳେ ନିର୍ଦ୍ଦିଷ୍ଟ ସେବାୟତ ଓ ଅଧିକାରୀ ରହିବେ ବୋଲି ସୂଚନା ମିଳିଛି। ପହଣ୍ଡିର ଉତ୍ତମ ତଦାରଖ ପାଇଁ ପ୍ରତ୍ୟେକ…

ଆଫଗାନିସ୍ତାନ ପର୍ଯ୍ୟନ୍ତ ବ୍ୟାପ୍ତ ହେବ ଚୀନର ସିପିଇସି ପ୍ରକଳ୍ପ, ଭାରତ ଉପରେ ପଡିପାରେ ଏହି ପ୍ରଭାବ …

ନୂଆଦିଲ୍ଲୀ: ଭାରତ ବିରୁଦ୍ଧରେ ଖୋଲାଖୋଲି ଭାବରେ ପାକିସ୍ତାନ ସହିତ ଛିଡା ହେବା ପରେ, ଚୀନ୍ ଆଉ ଏକ ଷଡ଼ଯନ୍ତ୍ର ରଚୁଛି। ଚୀନ୍ ପାକିସ୍ତାନ ଏବଂ ତାଲିବାନ ମଧ୍ୟରେ ସମ୍ପର୍କକୁ ଉନ୍ନତ କରିବାରେ ଲାଗି ପଡିଛି । ଚୀନର ମହତ୍ୱାକାଂକ୍ଷୀ ପ୍ରକଳ୍ପ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)…

ଡ଼ାକ୍ତରରୁ କୁଖ୍ୟାତ ସିରିଏଲ୍ କିଲର; ରାଜସ୍ଥାନରୁ ଗିରଫ ଦେବେନ୍ଦ୍ର ଶର୍ମା

ନୂଆଦିଲ୍ଲୀ: କୁଖ୍ୟାତ ସିରିଏଲ୍ କିଲର 'ଡକ୍ଟର ଡେଥ୍'  ଓରଫ ଦେବେନ୍ଦ୍ର ଶର୍ମାକୁ ଦିଲ୍ଲୀ ପୋଲିସ ରାଜସ୍ଥାନର ଦୌସା ରୁ ଗିରଫ କରିଛି। ସେ ଆଲିଗଡ଼ର ଛାରା ଥାନା ଅଞ୍ଚଳର ପୁରାଇନି ଗାଁର ବାସିନ୍ଦା ହୋଇଥିବା ବେଳେ ତାଙ୍କର ବୟସ ୬୭ ବୋଲି ଜଣାପଡ଼ିଛି। ସେ ଛାରା ଥାନାରେ ହିଷ୍ଟରିସିଟର ଭାବରେ…

୨୪ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ପାକ ଅଧିକାରୀଙ୍କୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ପର୍ସୋନା ନନ୍ ଗ୍ରାଟା ଘୋଷଣା କରି ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।ଉକ୍ତ ପାକିସ୍ତାନୀ ଅଧିକାରୀ ଜଣକ ଅନେକ ସନ୍ଦେହ ଜନକ କାର୍ଯ୍ୟ ରେ ଜଡ଼ିତ ଥିବାରୁ ଭାରତ ଏହି…

ପୋଲିସ ପରିଚୟ ଦେଇ ଲକ୍ଷେ ଟଙ୍କା ଝାମ୍ପି ନେଇଥିବା ୨ଲୁଟେରା ଗିରଫ

ଗଞ୍ଜାମ: ନିଜକୁ ପୋଲିସ ପରିଚୟ ଦେଇ ଗାଡ଼ି ଅଟକାଇ ଝାମ୍ପି ନେଇଥିଲେ ଲକ୍ଷେ ଟଙ୍କା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନିକଟରେ ଥିବା ଏନଏସି ଚେକଗେଟ୍ ନିକଟରେ ଏଭଳି ଲୁଟ୍ ଘଟଣା ଘଟିଥିଲା । ଏହି ଲୁଟ୍ ଘଟଣାରେ ୨ଲୁଟେରା ଗିରଫ ହୋଇଛନ୍ତି । ଖବରଅନୁସାରେ,ମଙ୍ଗଳବାର ସକାଳେ ଦିଗପହଣ୍ଡି…

ମୁଖ୍ୟମନ୍ତ୍ରୀଙ୍କ ‘ଆମେ ପଢିବା ଆମ ଭାଷାରେ’ ଏବଂ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ନେଇ ସମୀକ୍ଷା

ଭୁବନେଶ୍ବର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟର ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ  କାର୍ଯ୍ୟକାରୀ ହେଉଥିବା  ‘ଆମେ ପଢିବା ଆମ ଭାଷାରେ’ ଏବଂ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ…