Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବନ୍ୟା ପ୍ରଭାବିତ ଅଞ୍ଚଳରେ ବଢ଼ିବ କଲେଜ ଆଡମିଶନ ଅବଧି: ମନ୍ତ୍ରୀ

ଭଦ୍ରକ: ବନ୍ୟା ଅଞ୍ଚଳରେ ବଢିବ କଲେଜରେ ଆଡମିଶନ ଅବଧି । ସମସ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ବନ୍ୟା ପାଇଁ ବିଭିନ୍ନ କଲେଜରେ ଆଡମିଶନ ବାଧା ହେଉଥିବା ନେଇ ଖବର ପ୍ରସାରଣ ପରେ ଏଭଳି ନିର୍ଦ୍ଦେଶ ଦେଇଥିବା…

ମହାନଦୀର କରାଳ ରୂପ: ବନ୍ୟା ପାଣିରେ ବୁଡ଼ିଲା ମା’ ଭଟ୍ଟାରିକାଙ୍କ ପୀଠ, ୧୬୩ ଧାରା ଲାଗୁ

କଟକ (ବଡ଼ମ୍ବା): ଉପରମୁଣ୍ଡରେ ଲଗାଣ ବର୍ଷା ଏବଂ ହୀରାକୁଦ ଡ୍ୟାମ୍‌ରୁ ବନ୍ୟା ଜଳ ନିଷ୍କାସନ ଯୋଗୁଁ ଫୁଲିବାରେ ଲାଗିଛି ମହାନଦୀ। ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ କଟକ ଜିଲ୍ଲା ବଡ଼ମ୍ବା ନିକଟସ୍ଥ ପ୍ରସିଦ୍ଧ ଶକ୍ତିପୀଠ ମା' ଭଟ୍ଟାରିକାଙ୍କ ମନ୍ଦିର ଏବେ ଜଳବନ୍ଦୀ ହୋଇପଡ଼ିଛି।…

ଆସନ୍ତାକାଲି ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ସକାଳ ୧୦ଟାରେ ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶ ମାର୍ଗରୁ ସର୍ଭେ କରିବେ। ତାଙ୍କ ସହିତ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର…

ଉପର ମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍

ହୀରାକୁଦ: ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍ । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ପର୍ଯ୍ୟାୟକ୍ରମେ ଡ୍ୟାମ୍‌ର ଗେଟ୍ ଖୋଲାଯାଉଛି । ଆଜି ତୃତୀୟ ପର୍ଯ୍ୟାୟରେ ଆଉ ୮ଟି ଗେଟ୍ ଖୋଲାଯିବା ପରେ ବର୍ତ୍ତମାନ ମୋଟ୍ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଜଳ…

ରେଳଷ୍ଟେସନରେ କାଉଡ଼ିଆଙ୍କ ହଙ୍ଗାମା; ରେଳବାଇ ପ୍ରଶାସନଙ୍କ ହସ୍ତକ୍ଷେପ ପରେ ସମାଧାନ

ରାଉରକେଲା:ରେଳବାଇ ପକ୍ଷରୁ ୧୩୨୮୮ ଆରା–ଦୁର୍ଗ ସାଉଥ ବିହାର ଏକ୍ସପ୍ରେସ ରାଉରକେଲା ଷ୍ଟେସନରେ ଟର୍ମିନେଟ୍ ହେବ ବୋଲି ଘୋଷଣା ପରେ ରାଉରକେଲା ରେଳ ଷ୍ଟେସନରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଲାସପୁର ଫେରୁଥିବା ପ୍ରାୟ ୨୦୦ ଜଣ କାଉଡ଼ିଆ ଭକ୍ତ ଷ୍ଟେସନ ପରିସରରେ ଜୋରଦାର…

ମାଟ୍ରିକ ଫର୍ମ ଫିଲ୍-ଅପ୍ ତାରିଖ ବୃଦ୍ଧି, ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

କଟକ: ବୃଦ୍ଧି ହେଲା ମାଟ୍ରିକ ଫର୍ମ ଫିଲ୍-ଅପ୍ ତାରିଖ । ରାଜ୍ୟରେ ବନ୍ୟା ସ୍ଥିତିକୁ ନଜରରେ ରଖି ଏହି ତାରିଖରେ ବୃଦ୍ଧି କରାଯାଇଛି । ପୂର୍ବରୁ ଜୁଲାଇ ୩୧ ତାରିଖ ଶେଷ ଦିନ ଭାବେ ଧାର୍ଯ୍ୟ ହୋଇଥିଲା, ହେଲେ ଏବେ ଛାତ୍ରଛାତ୍ରୀମାନେ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲ୍-ଅପ୍ କରିପାରିବେ ।…

ରାଜନୀତିର ଚାପ ଭିତରେ କିପରି ନିଜକୁ ଫିଟ୍ ରଖନ୍ତି ଶେହଜାଦ୍ ପୁନାୱାଲା? ଜାଣନ୍ତୁ ତାଙ୍କ ସିକ୍ରେଟ୍ ରୁଟିନ୍

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ନିଜର ଦୃଢ଼ ଯୁକ୍ତି ଓ ବାକ୍‌ପଟୁତା ପାଇଁ ବେଶ୍ ପରିଚିତ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ୍ ପୁନାୱାଲା। ଟିଭି ପରଦାରେ ବିତର୍କ ହେଉ କିମ୍ବା ରାଜନୈତିକ ମଞ୍ଚ, ଶେହଜାଦ୍ ସର୍ବଦା ଆକ୍ଟିଭ୍ ନଜର ଆସନ୍ତି। ତେବେ ତାଙ୍କର ଏହି ଶକ୍ତି ଏବଂ ସକ୍ରିୟତାର…

ବିଜେପି ଛାଡ଼ିଲେ କି ଶେହଜାଦ୍ ପୁନାୱାଲା? ଏକ୍ସ (X) ବାୟୋରୁ ହଟିଲା ଦଳର ନାଁ, ବଢ଼ିଲା ରାଜନୈତିକ ସସ୍‌ପେନ୍ସ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ୍ ପୁନାୱାଲା ରାଜନୀତିରୁ ସନ୍ନ୍ୟାସ ନେବା ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଶୁକ୍ରବାର ଦିନ ସେ ନିଜର ଏକ୍ସ ପ୍ରୋଫାଇଲ୍‌ରୁ 'ବିଜେପି'ର ନାମ ହଟାଇ ଦେବା ପରେ ଏହି ସନ୍ଦେହ ଆହୁରି ଘନୀଭୂତ ହୋଇଛି। ବିଭିନ୍ନ…

୧୯ ବର୍ଷ ପରେ କୋଲକାତାରେ ତସଲିମା: ରାଜନୀତି ସରଗରମ, ଶୁଭେନ୍ଦୁଙ୍କ ସହ ମଞ୍ଚ କରିବେ ସେୟାର!

କୋଲକାତା: ପ୍ରାୟ ଦୁଇ ଦଶନ୍ଧିର ଲମ୍ବା ବ୍ୟବଧାନ ପରେ ପୁଣି ଥରେ କୋଲକାତା ମାଟିରେ ପାଦ ଥାପିଛନ୍ତି ନିର୍ବାସିତ ବାଂଲାଦେଶୀ ଲେଖିକା ତସଲିମା ନସରିନ୍। ଶୁକ୍ରବାର ଦିନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ସମର୍ଥକମାନେ ଭବ୍ୟ ସ୍ୱାଗତ କରିଥିଲେ।…

ସ୍କୁଲରେ ଅଣଛାତ୍ରଙ୍କ ଆତଙ୍କ, କ୍ଲାସରୁମରୁ ଡାକି ଆଣି ଦଶମ ଶ୍ରେଣୀ ଛାତ୍ରକୁ ଛୁରି ଭୁସି ହତ୍ୟା

ଜୟପୁର: କ୍ଲାସରୁମରୁ ଡାକି ଆଣି ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କଲେ ଅଣଛାତ୍ର । କୋରାପୁଟ ଜିଲ୍ଲା ବାରିଣୀପୁଟ ପ୍ରୋଜେକ୍ଟ ହାଇସ୍କୁଲରେ ଏହି ଘଟଣା ଘଟିଛି । ଏହି ଘଟଣା ପରେ ଅନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସେପଟେ, ସ୍କୁଲର ପ୍ରଧାନଶିକ୍ଷକ…