Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ତୁର୍କୀ ବିମାନ କମ୍ପାନୀର ସୁରକ୍ଷା ମଞ୍ଜୁରୀ ବାତିଲ କଲା ଭାରତ

ନୂଆଦିଲ୍ଲୀ:ପାକିସ୍ତାନକୁ ତୁର୍କୀରୁ ଖୋଲା ସମର୍ଥନ ଯୋଗୁଁ ତୁର୍କୀକୁ ଭାରତରେ ବିରୋଧ କରାଯାଉଛି । ତେବେ ଏହା ମଧ୍ୟରେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ବ୍ୟୁରୋ ଅଫ୍ ସିଭିଲ ଏଭିଏସନ୍ ସିକ୍ୟୁରିଟି (BCAS) ତୁର୍କୀ କମ୍ପାନୀ ସେଲେବି ଏୟାରପୋର୍ଟ ସର୍ଭିସେସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ସୁରକ୍ଷା…

ମିସ୍ ୱାର୍ଲ୍ଡ ପ୍ରତିଯୋଗୀଙ୍କ ପାଦ ଧୋଇଲେ ମହିଳା; ‘ଏହା ଘୋର ଅପମାନ, କଂଗ୍ରେସ କ୍ଷମା ମାଗୁ’

ହାଇଦ୍ରାବଦ: ତେଲେଙ୍ଗାନାରେ ମିସ୍ ୱାର୍ଲ୍ଡ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିବା ରାମପ୍ପା ମନ୍ଦିରରେ ଭାରତୀୟ ମହିଳାମାନେ ମିସ୍ ୱାର୍ଲ୍ଡ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ ଏକ ବିବାଦ ଦେଖାଦେଇଛି । ତେଲେଙ୍ଗାନା ସରକାରଙ୍କ ଏହି ନିଷ୍ପତ୍ତିକୁ କେନ୍ଦ୍ର କୋଇଲା ଏବଂ ଖଣି…

‘ତୁର୍କୀ ସେଓକୁ ବର୍ଜନ କରୁଥିବାରୁ ପୁଣେ ବ୍ୟବସାୟୀଙ୍କୁ ଧନ୍ୟବାଦ, ‘ରାଷ୍ଟ୍ର ପ୍ରଥମ’ ହେବା…

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ତୁର୍କୀ ଓ ଅଜରବୈଜାନକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ''ପାକିସ୍ତାନ ଏବଂ ଆତଙ୍କବାଦର ସମର୍ଥନ କରୁଥିବା ଦେଶ ଗୁଡିକୁ ବିରୋଧ କରିବା ଉଚିତ୍ ଏବଂ ଯେଉଁମାନେ ନିଜେ ଏପରି ନିଷ୍ପତ୍ତି ନେଉଛନ୍ତି ସେମାନଙ୍କ…

କଟକ-ସମ୍ବଲପୁର ରାସ୍ତା କାମ ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେବ:ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ବର: ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେବ କଟକ-ସମ୍ବଲପୁର ରାସ୍ତା କାମ । ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ୨୬୫ କିଲୋମିଟର ବିଶିଷ୍ଟ କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ରାସ୍ତା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଏଥିରେ…

ସେମାନେ ଧର୍ମ ଦେଖି ମାରିଲେ, ଆମେ କର୍ମ ଦେଖିଲୁ: ରାଜନାଥ ସିଂହ

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଗୁରୁବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜମ୍ମୁ କାଶ୍ମୀର ଅଭିମୁଖେ  ଗସ୍ତ କରିଥିଲେ। ଏହି ଅବସରରେ ଭାରତୀୟ ସେନାକୁ ସମ୍ବୋଧିତ କରିବା ସହ ଅପରେସନ ସିନ୍ଦୂରର ସଫଳତା ନେଇ ସେନାଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ପହଲଗାମରେ…

ବୀର ଯବାନମାନଙ୍କ ଧୈର୍ଯ୍ୟ ଓ ଅଦମ୍ୟ ସାହସର ସମ୍ମାନାର୍ଥେ ଆସନ୍ତାକାଲି ଅନୁଷ୍ଠିତ ହେବ ‘ସିନ୍ଦୂର…

ଭୁବନେଶ୍ୱର: ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ମେ ୧୬ ତାରିଖ ଅର୍ଥାତ୍ ଆସନ୍ତାକାଲି ଅପରାହ୍ନ ୫ଟାରେ 'ଅପରେସନ ସିନ୍ଦୁର' ରେ ବୀର ଯବାନମାନଙ୍କ ଧୈର୍ଯ୍ୟ ଓ ସାହସକୁ ସମ୍ମାନ ଜଣାଇ ମାଷ୍ଟର କ୍ୟାଣ୍ଟିନ ନିକଟସ୍ଥ ଗିରିଦୁର୍ଗା ମନ୍ଦିର ଠାରୁ ରମାଦେବୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ "ସିନ୍ଦୂର…

ଦୁର୍ନୀତିକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆମର ବ୍ଲକଗୁଡ଼ିକ ହେଉଛି, ଆମ ପ୍ରଶାସନିକ ସଫଳତାର ଦର୍ପଣ। ଯଦି ବ୍ଲକଗୁଡ଼ିକ ଦକ୍ଷତାର ସହ କାମ କରିବେ ଏବଂ ଲୋକମାନେ ସବୁ ଯୋଜନାର ସୁଫଳ ପାଇବେ ତେବେ ଏହା ସରକାରଙ୍କ ଦକ୍ଷତାର ପ୍ରମାଣ ହେବ। ଏହାହିଁ ଆମର ଉଦ୍ଦେଶ୍ୟ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି…

ଜମ୍ମୁ-କାଶ୍ମୀର ବିମାନବନ୍ଦର ସୁରକ୍ଷାର ସମୀକ୍ଷା କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ଶ୍ରୀନଗର: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରପୁ ଶ୍ରୀନଗର ବିମାନବନ୍ଦରର ସୁବିଧା ସମୀକ୍ଷା କରିଛନ୍ତି । ସହର ପରିଦର୍ଶନ ମଧ୍ୟ କରିଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ପରେ ପ୍ରଥମ ଥର ପାଇଁ ମନ୍ତ୍ରୀ ରାମ ମୋହନ ଶ୍ରୀନଗର ଏବଂ ଜମ୍ମୁ…

ସୀମାପାର ଆତଙ୍କବାଦ ବନ୍ଦ ନହେବା ଯାଏଁ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ: ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ପିଓକେରେ ବସିଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଭାରତ। ଏହି ଆକ୍ରମଣରେ ୯ ଜଣ ଆତଙ୍କବାଦୀଙ୍କ ଆଡ୍ଡା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ଅପରେସନ ସିନ୍ଦୂରର ସଫଳତା ପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି ଏକ ବଡ଼ ବୟାନ…

ଚାଲିଛି ଅପରେସନ ସିନ୍ଦୂର: ୫୦ ଘଣ୍ଟାରେ ୬ ଜେସ୍ ଆତଙ୍କୀ ସଫା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆକ୍ରମଣ ପରେ, ଭାରତ ଆତଙ୍କବାଦ ବିରୋଧରେ ଅଭିଯାନକୁ ଆହୁରି ତୀବ୍ର କରିଛି । ଖୋଜି ଖୋଜି ମାଟିରୁ ମିଶାଉଛି ଆତଙ୍କୀ ଆଡ୍ଡା । ଆଉ ହଜାଉଛି ଆତଙ୍କୀଙ୍କ ଠିକଣା । ଯେଉଁ ଅପରେସନରେ ଗତ ୫୦ ଘଣ୍ଟା ମଧ୍ୟରେ, ଭାରତ ରଚିତ ଘୃଣ୍ୟ ଷଡ଼ଯନ୍ତ୍ର…