Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗୁଜୁରାଟର ସୀମା ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ସୀମାନ୍ତ ରାଜ୍ୟ ଭାବରେ ଗୁଜୁରାଟର ପ୍ରସ୍ତୁତି ଏବଂ ବର୍ତ୍ତମାନର ସୀମା ଉତ୍ତେଜନା ପରିସ୍ଥିତିରେ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ଆଗୁଆ ଯୋଜନାର ବିବରଣୀ ସଂଗ୍ରହ…

ପାକିସ୍ତାନ ହାତରୁ ଖସିଯିବ ବଲୁଚିସ୍ତାନ !

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିବା ବେଳେ ଡବଲ୍ ଚ୍ୟାଲେଞ୍ଜର ସାମନା କରୁଛି ପଡୋଶୀ ଦେଶ । ଭାରତ ଲଗାତର ଜବାବି ଆକ୍ରମଣ କରୁଛି ତ ବଲୁଚିସ୍ତାନ ପାକିସ୍ତାନର ମୁଣ୍ଡବିନ୍ଧାର କାରଣ ହୋଇଛି । ବଲୁଚିସ୍ତାନର ବିଦ୍ରୋହୀ ପାକିସ୍ତାନ ସେନାକୁ ଟାର୍ଗେଟ୍ କରିଛନ୍ତି । ବଲୁଚ…

ମିଥ୍ୟା ଖବର ଉପରେ ଧ୍ୟାନ ଦିଅନ୍ତୁ ନାହିଁ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଅଖିଳେଶ ଯାଦବଙ୍କର ନିବେଦନ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଲୋକମାନଙ୍କୁ ସଂଯମ ବଜାୟ ରଖିବାକୁ ଏବଂ ଦାୟିତ୍ୱବାନ ନାଗରିକ ଭାବରେ ଆଚରଣ କରିବାକୁ ଅପିଲ କରିଛନ୍ତି। ସେ ଲୋକମାନଙ୍କୁ ଅନଲାଇନରେ ପ୍ରସାରିତ ହେଉଥିବା ଭୁଲ ସୂଚନା କିମ୍ବା…

ଜମ୍ମୁ-କାଶ୍ମୀର ସୀମାରେ BHISHM କ୍ୟୁବ ମୁତୟନ, ଏକକାଳୀନ ୨୦୦ ଆହତଙ୍କ ଚିକିତ୍ସା ସମ୍ଭବ

ନୂଆଦିଲ୍ଲୀ: ଭାରତ ଦ୍ୱାରା ଅପରେସନ ସିନ୍ଦୂର ଆରମ୍ଭ ହେବା ପରଠାରୁ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାକୁ ନିରନ୍ତର ଚେଷ୍ଟା କରୁଛି କିନ୍ତୁ ବିଫଳ ହେଉଛି। ଏହାକୁ ଦୃଷ୍ଟିରେ ରଖି, ଭାରତ ସରକାର କଡ଼ା ସୁରକ୍ଷା…

ଜଳ ସ୍ଥଳ ଆକାଶ ସବୁ ସିଲ୍ଡ…ବଢ଼ିଲା ପାରାଦୀପ ବନ୍ଦର ସୁରକ୍ଷା

ନୂଆଦିଲ୍ଲୀ: ସାଂପ୍ରତିକ ପରିସ୍ଥିତି ମଧ୍ୟରେ ଏବେ ଜଳ ସ୍ଥଳ ଆକାଶ ସବୁ ଉପରେ ସୁରକ୍ଷାର ଜାଲ ବିଛାଇଲେଣିି ସୁରକ୍ଷାକର୍ମୀ। ସବୁଠିି ହାଇ ଆଲର୍ଟ ସାଙ୍ଗକୁ କଟକଣା ଜାରି ହୋଇଛି। ବିଶେଷ କରି ଏବେ ଚେଇଁ ରହିଛି ଜଳ ପଥ। ଏହାରି ଭିତରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦର ସୁରକ୍ଷାକୁ…

୩ସେନା ମୁଖ୍ୟ ଏବଂ ସିଡିଏସ୍‌ଙ୍କୁ ଭେଟିଲେ ରାଜନାଥ ସିଂହ; ଏହି ଉଚ୍ଚସ୍ତରୀୟ ବୈଠକର କାରଣ ହେଲା..

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଦିନ ସିଡିଏସ୍ ଜେନେରାଲ ଅନିଲ ଚୌହାନ ଏବଂ ତିନି ସେନା ମୁଖ୍ୟଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ବୈଠକରେ ଦେଶର ସାମ୍ପ୍ରତିକ ସୁରକ୍ଷା ପରିସ୍ଥିତି,ପଶ୍ଚିମ ସୀମାରେ ସୁରକ୍ଷା ପରିସ୍ଥିତି ଏବଂ  ସମ୍ଭାବ୍ୟ ବିପଦ ବିଷୟରେ…

‘ପାକିସ୍ତାନ ଏକ ନିର୍ଲଜ୍ଜ ଦେଶ’, ବର୍ଷିଲେ ମୁଖ୍ୟମନ୍ତ୍ରୀ ଯୋଗୀ 

ଲକ୍ଷ୍ନୌ: ଭାରତ ଉପରେ ପାକିସ୍ତାନର ଆକ୍ରମଣକୁ ନେଇ ଆଜି ଜୋରଦାର ବର୍ଷିଛନ୍ତି ଯୋଗୀ ଆଦିତ୍ୟନାଥ । ଭାରତର ପଶ୍ଚିମ ସୀମାରେ ଅନେକ ସ୍ଥାନରେ ପାକିସ୍ତାନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିବାର ଗୋଟିଏ ଦିନ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ଆତଙ୍କବାଦୀ…

ଭାରତର ଆକ୍ରମଣ ପରେ ଉଠିଲା ସ୍ୱାଧୀନତା ଦାବି, ବଲୁଚିସ୍ତାନକୁ ସୁରକ୍ଷା ଦେଇପାରିବ କି ପାକିସ୍ତାନ?

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପ୍ରତିଶୋଧ ନେଇଛି। କିନ୍ତୁ ଭାରତକୁ ପାଲଟା ଜବାବରେ ପାକିସ୍ତାନ କିପରି ନିଜ ଜାଲରେ ଫସିଗଲା ତାହାର ସଦ୍ୟତମ ଉଦାହରଣ ବଲୁଚିସ୍ତାନରେ ଦେଖିବାକୁ ମିଳୁଛି। ବଲୁଚିସ୍ତାନ ବିଦ୍ରୋହର ବାରୁଦ ମାଟିରେ ଜଳିସାରିଛି, ପୁଣି ଥରେ ପାକିସ୍ତାନ…

ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି କଲା ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଭିତରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି କଲା ପ୍ରତିରକ୍ଷା ମନ୍ତ୍ରାଳୟ। ଲାଇଭ୍‌ କଭରେଜ ଠାରୁ ଦୂରେଇ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ। ସୁରକ୍ଷାକର୍ମୀଙ୍କ ଗତିବିଧି ସମ୍ପର୍କରେ ପ୍ରସାରଣରୁ ଦୂରରେ ରୁହିବାକୁ ଦିଆଯାଇଛି…

ପର୍ଯ୍ୟଟକଙ୍କୁ ହୀରାକୁଦ ଡ୍ୟାମ୍‌ ମନା, ବଢ଼ିଲା ସୁରକ୍ଷା

ସମ୍ବଲପୁର: ଭାରତ ପାକିସ୍ତାନ ମଧ୍ୟରେ ସାଂପ୍ରତିକ ପରିସ୍ଥିତି ନେଇ ଏବେ ହୀରାକୁଦ ଡ୍ୟାମ୍ ଉପରେ ଜାରି ହେଲା କଟକଣା। ବଢିଲା ସୁରକ୍ଷା ବ୍ୟବସ୍ଥା। ଆଜିଠୁ ହୀରାକୁଦ ଡ୍ୟାମକୁ ପର୍ଯ୍ୟଟକଙ୍କୁ ମନା। ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ହେବାରେ ଲାଗିଥିବା ବେଳେ ସର ଦେଶରେ ଜାରି…