Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସାଧାରଣ ନାଗରିକଙ୍କୁ ଟାର୍ଗେଟ: ଏଲଓସିରେ ପାକିସ୍ତାନର ଗୁଳିମାଡ, ୩ ଭାରତୀୟ ମୃତ

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ଭାରତ ପାକିସ୍ତାନକୁ ଉଚିତ ଜବାବ ଦେଇଛି। ଅପରେସନ ସିନ୍ଦୂର ଅଧୀନରେ ଦେଶରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି। ଭାରତର ଏହି କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ଉତ୍ତେଜିତ ହୋଇପଡିଛି। ପାକିସ୍ତାନ ଏବେ ବି ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖି ସାଧାରଣ…

ଶ୍ରୀ ଭାଗବତ ସାର ୨୯: ଅଧର୍ମର ବିନାଶ ଓ ଧର୍ମ ସଂସ୍ଥାପନ ପାଇଁ ଯୁଗେ ଯୁଗେ ପ୍ରଭୁଙ୍କର ଅବତାର ଲୀଳା ହୁଏ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ବିଭିନ୍ନ ଲକ୍ଷଣ ଆଲୋଚନା ପ୍ରସଙ୍ଗରେ ଏକ ବିଶେଷ ଲକ୍ଷଣ ହେଲା "ପୋଷଣ "। ୪. ପୋଷଣ:- ସର୍ଗ, ବିସର୍ଗ, ସ୍ଥିତି ପରେ ପୋଷଣ ଅର୍ଥାତ ସଚରାଚର ସୃଷ୍ଟି କରିସାରିଲେଣି ତାର ପାଳନର ପ୍ରବନ୍ଧ ହୋଇସାରିଛି ଏଵେ ସକଳ…

ଯଦି ପାକିସ୍ତାନ ପ୍ରତିଆକ୍ରମଣ କରେ… ସବୁ ଏୟାର ଡିଫେନ୍ସ ୟୁନିଟ୍‌ ହେଲା ଆକ୍ଟିଭ୍, ଚାଲିଛି ବଡ଼ ପ୍ଲାନ୍

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବରଦସ୍ତ ବଦଲା ନେଲା ଭାରତ। ଅପରେଶନ ‘ଅପରେସନ ସିନ୍ଦୂର’ ଅଧୀନରେ ପାକିସ୍ତାନ ଏବଂ ପାକ-ଅଧିକୃତ ଜମ୍ମୁ-କଶ୍ମୀରରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ଗୋଟିଏ ପରେ ଗୋଟିଏ ୯ଟି ଏୟାରଷ୍ଟ୍ରାଇକ କରି ଆତଙ୍କି ଶିବିରକୁ ଧ୍ୱଂସ କରିଦେଇଛି। ଏହି ଅପରେଶନ…

ପାକିସ୍ତାନ ଉପରେ ଆକ୍ରମଣ ପରେ ଆମେରିକାକୁ କ’ଣ କହିଲେ ଅଜିତ ଡୋଭାଲ ? ଚମକି ପଡ଼ିଲା ପାକ୍

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ପ୍ରତିଶୋଧ ନେଉଛି ଭାରତ। ଅଧ ରାତିରେ ଆତଙ୍କବାଦୀଙ୍କ ଠିକଣାକୁ ଧ୍ୱସ୍ତ କରିଛି ଭାରତୀୟ ସେନା। ପାକ-ଅଧିକୃତ ଜମ୍ମୁ-କଶ୍ମୀର (PoK)ର ମୁଜଫରାବାଦ, କୋଟଲି, ବାହାୱାଲପୁର ସମେତ ମୋଟ ୯ଟି ଆତଙ୍କବାଦୀ ଠିକଣାକୁ ଭାରତୀୟ ସେନା କରିଛି। ଏହି ଅପେରଶନର ନାଁ ଦିଆଯାଇଛି…

ଅଧ ରାତିରେ ପାକିସ୍ତାନ ଉପରେ ଆକ୍ରମଣ କଲା ଭାରତ, ସୀମାରେ ବଡ଼ ହଲଚଲ

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଆକ୍ରମଣ କଲା ଭାରତ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଯାହା ଅପେକ୍ଷା କରାଯାଉଥିଲା ସେଇଆ ହେଲା। କିଛି ସମୟ ପୂର୍ବେ ଭାରତୀୟ ସେନା ‘ଅପରେସନ ସିନ୍ଦୂର’ ଆରମ୍ଭ କରି ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ ଜମ୍ମୁ-କଶ୍ମୀରରେ ଥିବା ଆତଙ୍କବାଦୀ ଭିତ୍ତିଭୂମି ଉପରେ…

ପାକିସ୍ତାନ ୱେବସାଇଟରେ ହିନ୍ଦୁସ୍ତାନ ଜିନ୍ଦାବାଦ, ସାଇବର କମାଣ୍ଡର କଲେ କମାଲ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲା ପରେ ଭାରତର ଗୁରୁତ୍ୱପୂର୍ଣ୍ଣ ଓ୍ଵେବସାଇଟ୍‌ଗୁଡ଼ିକ ଉପରେ ୧୦ ଲକ୍ଷରୁ ଅଧିକ ସାଇବର ଆଟାକ୍ ହୋଇଛି। ଏହାର ଜବାବରେ ଏବେ ପାକିସ୍ତାନର ଅନେକ ଗୁରୁତ୍ୱପୂର୍ଣ୍ଣ ଓ୍ଵେବସାଇଟ୍‌ଗୁଡ଼ିକ ଉପରେ ସାଇବର ଆକ୍ରମଣ କରାଯାଇଛି। ‘ସାଇବର…

ଭାରତୀୟ ସୀମାରେ ୩୦୦ଯୁଦ୍ଧ ବିମାନ ମୁତୟନ କଲା ପାକ୍ ସେନା !

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ଉତ୍ତେଜନା ବଢିବାରେ ଲାଗିଛି । ଏପଟେ ପଡ଼ୋଶୀ ଦେଶ ପାକିସ୍ତାନର ଭୟ ସ୍ପଷ୍ଟ ଭାବରେ ଦେଖାଯାଉଛି। ସୂତ୍ର ଅନୁସାରେ, ପାକ୍ ସେନାର ପ୍ରାୟ ୩୦୦ ଲଢ଼ୁଆ ବିମାନ ଭାରତୀୟ ସୀମା ନିକଟରେ ମୁତୟନ ହୋଇଛି । ଭାରତର ପ୍ରସ୍ତୁତିକୁ ଦେଖି  ପାକିସ୍ତାନ ଭୟରେ  ଭାରତ ସୀମା…

ଭଦ୍ରକ ବାଣ ବିସ୍ଫୋରଣ: ମୃତକଙ୍କ ପରିବାରଙ୍କୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା

ଭଦ୍ରକ: ଚାନ୍ଦବାଲି ଅଞ୍ଚଳର ହଳଦୀଡିହ ଗାଁ’ରେ ବାଣ ଦୁର୍ଘଟଣାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶ୍ରମିକମାନଙ୍କ ମୃତ୍ୟୁ ଅତି ଦୁଃଖଦାୟକ ବୋଲି କହିଛନ୍ତି ।ଏଥିସହ ମୁଖ୍ୟମନ୍ତ୍ରୀ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି…

ଏବେ ଭାରତର ପାଣି ଭାରତର ଲାଭ ପାଇଁ ପ୍ରବାହିତ ହେବ, ପୂର୍ବରୁ ଏହା ବାହାରକୁ ଯାଉଥିଲା: ମୋଦୀ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନକୁ ଉଚିତ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ଭାରତର ପାଣି ବାହାରକୁ ଚାଲିଯାଉଥିଲା କିନ୍ତୁ ଏବେ ଭାରତର ପାଣି ଭାରତ କାମରେ ଆସିବ । ପହଲଗାମ ଆତଙ୍କବାଦୀ…

ଆଇଇଡି ବିସ୍ଫୋରଣରେ ପାକିସ୍ତାନ ସେନାର ୭ସୈନିକ ନିହତ

ନୂଆଦିଲ୍ଲୀ: ବେଲୁଚିସ୍ତାନରେ ବିଦ୍ରୋହୀଙ୍କ ଆକ୍ରମଣରେ ୭ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ପାକିସ୍ତାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ବେଲୁଚିସ୍ତାନରେ ଏକ ଆଇଇଡି ବିସ୍ଫୋରଣରେ ପାକିସ୍ତାନ ସେନାର ସାତ ଜଣ ସୈନିକ ନିହତ ହୋଇଛନ୍ତି। ସେନା ଗାଡିକୁ ଟାର୍ଗେଟ କରାଯାଇଥିବା ନ୍ୟୁଜ…