Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଧାମ ବିବାଦ : ଫଳକ ହଟାଇଲେ, ହେଲେ ଶ୍ରୀକ୍ଷେତ୍ରକୁ ଗୌଣ କରି କହିଲେ ମମତା

ଭୁବନେଶ୍ଵର: ଧାମ ବିବାଦରେ ମୁହଁ ଖୋଲିଲେ, ହେଲେ ଭୁଲ ମାନିବେ କ'ଣ, ଓଲଟା ବିତଣ୍ଡା ଯୁକ୍ତି କଲେ। ଖାଲି ଯୁକ୍ତି କଲେନି, ମୂଳ ପୀଠ ଶ୍ରୀକ୍ଷେତ୍ରକୁ ଗୌଣ କରି କହିଲେ। ଦୀଘାର 'ଜଗନ୍ନାଥ ଧାମ' ବିବାଦ ଉପରେ କିଛି ଏପରି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୁରୀ, ଦୀଘା…

ଭାରତ Vs ପାକିସ୍ତାନ… କାହାର କେତେ ପରମାଣୁ ଶକ୍ତି?

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠୁ ଭାରତର ଜବାବୀ ହମଲା ଭୟରେ ଥରହର ପାକିସ୍ତାନ । କଥା କଥାରେ ଭାରତକୁ ପରମାଣୁ ଧମକ ଦେଉଛନ୍ତି ଦେଶର ରାଜନେତା । ନିକଟରେ ଋଷରେ ଅବସ୍ଥାପିତ ପାକିସ୍ତାନର ରାଷ୍ଟ୍ରଦୂତ ମହମ୍ମଦ ଖାଲିଦ ଜମାଲି ବି ଭାରତକୁ ପରମାଣୁ ଧମକ ଦେଇଛନ୍ତି । ଯଦି ଭାରତ…

ପାକିସ୍ତାନ ସେନାରେ ହତିଆର ସଂକଟ !

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଆଶାନ୍ତି ଚରମରେ ରହିଥିବା ବେଳେ ଯୁଦ୍ଧ ଆଶଙ୍କା ବି କରାଯାଉଛି । ଭାରତର ସମ୍ଭାବ୍ୟ ସାମରିକ ଆକ୍ସନ ଭୟରେ ପାକିସ୍ତାନ ହାଇ ଆଲର୍ଟରେ ରହିଛି । ତେବେ ଚର୍ଚ୍ଚା ହେଉଛି, ଭାରତ ସହ ଯୁଦ୍ଧ ହେଲେ ପାକିସ୍ତାନ ୪ଦିନ ବି ମଇଦାନରେ ତିଷ୍ଠି ପାରିବନାହିଁ ।…

ରଥଯାତ୍ରା ୨୦୨୫: ସାହି ଅଞ୍ଚଳ ପରିଦର୍ଶନ ସହ ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ସହ କଥା ହେଲେ ଏସପି

ପୁରୀ: ଆସନ୍ତା ରଥଯାତ୍ରା ୨୦୨୫ ସମୟରେ ଶାନ୍ତିପୂର୍ଣ୍ଣ ଓ ସୁସଂଗଠିତ ଭାବରେ ଭକ୍ତମାନେ ଯାତ୍ରା କରିପାରିବେ ବୋଲି ନିଶ୍ଚିତ କରିବାକୁ ପୁରୀ ଏସପି ବିନିତ ଅଗ୍ରୱାଲ ଆଜି ନରେନ୍ଦ୍ର କୋଣ ଛକ, ବିଶ୍ୱେଶ୍ୱରୀ ମନ୍ଦିର, ଚୁଡ଼ଙ୍ଗ ସାହି, ୟଙ୍ଗ ଷ୍ଟାର କ୍ଲବ ଓ ହାଡଗୁଡିଆ ସାହି ଆଦି ସ୍ଥାନ ଦର୍ଶନ…

ଜମ୍ମୁ-କଶ୍ମୀରର ଜେଲ ଗୁଡିକରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ପରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ଶ୍ରୀନଗର: ଜମ୍ମୁ-କଶ୍ମୀର ଜେଲ ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ସୂଚନା ପାଇବା ପରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଶ୍ରୀନଗର ସେଣ୍ଟ୍ରାଲ ଜେଲ୍ ଏବଂ କୋଟ ବଲବାଲ ଭଳି ଜେଲରେ ସୁରକ୍ଷା ବାହିନୀ ଜେଲଗୁଡ଼ିକର ସୁରକ୍ଷା ବଢ଼ାଇ ଦେଇଛନ୍ତି । ଏହି ଜେଲଗୁଡ଼ିକରେ ଅନେକ ବଡ଼ ଆତଙ୍କବାଦୀ ଏବଂ ଓଭର…

ଦିଦିଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଡ଼ା ଜବାବ, କହିଲେ ମମତା ହିନ୍ଦୁ ବିରୋଧୀ

ଭୁବନେଶ୍ୱର: ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଜୋର ଧରିଛି। ଏହି ପ୍ରସଙ୍ଗରେ ଆଜି ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି ମମତା ବାନାର୍ଜୀ। ଏହାପରେ କଡ଼ା ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି, "ମମତା ହିନ୍ଦୁ ବିରୋଧୀ, ଜଗନ୍ନାଥ ବିରୋଧୀ। ପ୍ରତିଦିନ…

ଟ୍ରମ୍ପଙ୍କ ଟାରିଫ ମାଡ଼: ବିଦେଶୀ ସିନେମା ଉପରେ ୧୦୦ ପ୍ରତିଶତ 

ନୂଆଦିଲ୍ଲୀ: ନୂଆକରି ଆମେରିକାର ମଙ୍ଗ ଧରିବା ପରେ ନିଜର ଶୁଳ୍କ ଆଦାୟ ଅନ୍ଦାଜ୍ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଦେଶ, ଉପତ୍ୟକା, ମରୁଭୂମି... କାହା ଉପରେ ଶୁଳ୍କ ଛାଡ଼ି ନଥିବା ଟ୍ରମ୍ପ ଏବେ ସିନେମା ଉପରେ ତାଙ୍କ ଶୁଳ୍କ ଛଡ଼ି ବୁଲାଇଛନ୍ତି। ରାଷ୍ଟ୍ରପତି…

ସମସ୍ତେ ବିବାହ ମେହେନ୍ଦି ଦେଖିଥିବେ, କେବେ ଛାଡପତ୍ର ମେହେନ୍ଦି ଦେଖିଛନ୍ତି କି? ଦେଖନ୍ତୁ ଫଟୋ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କେବେ କ’ଣ ଦେଖାଯିବ ତାହା କେହି ଅନ୍ଦାଜ ଲଗାଇବା ମୁସ୍କିଲ । ପ୍ରତ୍ୟେକ ସ୍କ୍ରୋଲ୍ ପରେ, ସୋସିଆଲ ମିଡିଆରେ କିଛି ନୂଆ ଏବଂ ଭିନ୍ନ ଖବର ଦେଖିବାକୁ ମିଳିଥାଏ । ଯଦି ଆପଣ ସୋସିଆଲ ମିଡିଆରେ ଅଛନ୍ତି ଏବଂ ନିୟମିତ ଭାବରେ ସକ୍ରିୟ ଅଛନ୍ତି, ତେବେ ଆପଣ ଏପରି ଅନେକ…

ବଡ଼ ଜବାବ ପ୍ରସ୍ତୁତିରେ ଭାରତ: ମୋଦିଙ୍କୁ ଭେଟିଲେ ପ୍ରତିରକ୍ଷା ସଚିବ 

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ଜବାବ ପାଇଁ ଭାରତ ପ୍ରସ୍ତୁତ ହେଉଥିବା ସମୟରେ ଆଜି ପ୍ରତିରକ୍ଷା ସଚିବ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ପାଇଁ ଭାରତ କିପରି ଜବାବ ଦେବ ସେ ବିଷୟରେ କଳ୍ପନାଜଳ୍ପନା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି…

ପିଞ୍ଜରାରେ ମୋଦି, ଶାହ: ଟୋରଣ୍ଟୋରେ ହିନ୍ଦୁ ବିରୋଧୀ ପରେଡ୍ 

ନୂଆଦିଲ୍ଲୀ: କାନାଡା ରାସ୍ତାରେ ପିଞ୍ଜରାରେ ଭାରତୀୟ ରାଜନେତା। ହିନ୍ଦୁ ବିରୋଧୀ ନାରା ସାଙ୍ଗକୁ ପରେଡ। ଟୋରଣ୍ଟୋରେ ଖଲିସ୍ତାନ ସମର୍ଥକଙ୍କ ଦ୍ୱାରା ହିନ୍ଦୁ ବିରୋଧୀ ପରେଡ୍ ବାହାର କରାଯାଇଥିବା ବେଳେ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ରବିବାର କାନାଡାର ମାଲଟନ୍ ଗୁରୁଦ୍ୱାର,…